ଥଣ୍ଡା ପାଣି ପିଉଥିବା ପ୍ରତ୍ୟେକ ଲୋକ ଏହି ପୋଷ୍ଟ ଟି କୁ ଦେଖି ଡରିଯିବେଶୀଘ୍ର ଦେଖନ୍ତୁ ଓ ସମ୍ପୂର୍ଣ୍ଣ ସତକଥା ଜାଣନ୍ତୁ

0

ସବୁ ଲୋକ ମାନଙ୍କ ଖାଇବା ପିଇବା ରେ ନିଜ ନିଜ ର ରୂଚି ରହିଥାଏ। ଅନେକ ଲୋକ ଅନେକ ଜିନିଷ ଖାଇବା ପାଇଁ ବହୁ ମାତ୍ରାରେ ପସନ୍ଦ କରୁଥିବା ସମୟ ରେ ଆଉ କେହି କେହି ସେହି ଜିନିଷ ଟି କୁ ଖାଇବା ପାଇଁ ଜମା ବି ପସନ୍ଦ କରି ନଥାନ୍ତି।  ତେବେ ଅନେକ ଲୋକ ମାନଙ୍କୁ ଅନେକ ଖାଇବା ଜିନିଷ କୁ ନେଇ ଅନେକ ପ୍ରକାର ର ଆଲର୍ଜି ମଧ୍ୟ ଥାଏ। ସେଥିପାଇଁ ବି ଅନେକ ଲୋକ ଅନେକ ଖାଦ୍ୟ ଖାଇନଥାନ୍ତି। ତେବେ ଆମର ବିଭିନ୍ନ ଋତୁ ମାନଙ୍କ ରେ ବିଭିନ୍ନ ପ୍ରକାର ପନିପରିବା, ଫଳମୂଳ ଆଦି ମିଳିଥାଏ। ଏହା ସହ ଆମେ ମାନେ ମଧ୍ୟ ଅଲଗା ଅଲଗା ଦିନ ମାନଙ୍କରେ ଅନେକ ପ୍ରକାର ର ଖାଦ୍ୟ ଖାଇବା ପାଇଁ ପସନ୍ଦ କରିଥାଉ।


ତେବେ ଆମେ ମାନେ ସମସ୍ତେ ସାଧାରଣତଃ ଗରମ ଦିନ ର ବେଶୀ ମଜା ଉଠେଇ ଥାଉ, ଗରମ ଯୋଗୁଁ ଆମେ ମାନେ ଥଣ୍ଡା ଥଣ୍ଡା ଜିନିଷ ସବୁ ଖାଇବାକୁ ପସନ୍ଦ କରିଥାଉ, ଆଉ ଥଣ୍ଡା ଜିନିଷ ସବୁ ବ୍ୟବହାର କରିଥାଉ। ଗରମ ଦିନ ମାନଙ୍କରେ
ଆପଣମାନେ ଆଇସକ୍ରିମ୍, କୋଲଡ୍ରିକ୍ସ, ଥଣ୍ଡା ପାଣି ଆଦି ଖାଇବା ପାଇଁ ପସନ୍ଦ କରିଥାଉ। ଏହି ସବୁ ଜିନିଷ ଆମ ମାନଙ୍କୁ ଗରମ ଦିନରେ ବହୁତ ଭଲ ଲାଗିଥାଏ, କାରଣ ଗରମ ଦିନରେ ଅତିରିକ୍ତ ଗରମ ହେଉଥାଏ ସେହି ସବୁ ସମୟ ରେ ଥଣ୍ଡା ଜିନିଷ ଗୁଡିକ ଆମ ମାନଙ୍କୁ ବହୁତ ଭଲ ଲାଗିଥାଏ।

ଆମେ ମାନେ ବହୁତ ଜଣେ ଯେଉଁ ମାନେ ଗରମ ଦିନରେ କେବଳ ଥଣ୍ଡା ପାଣି ପାଇଥାନ୍ତି, ସାଧାରଣ ପାଣି ଜମାବି ପିଇ ନଥାନ୍ତି। ତେବେ ସେମାନେ କେବଳ ଗରମ ଦିନସାରା ଥଣ୍ଡା ପାଣି ପିଇନଥାନ୍ତି, ଗରମ ଦିନ ଗଲା ପରେ ବି ଅନ୍ୟ ଦିନ ମାନଙ୍କରେ ମଧ୍ୟ ଥଣ୍ଡା ପାଣି ପିଇ ଥାଆନ୍ତି। ଆମ ମାନଙ୍କ ର ଅନେକ ଙ୍କ ର ଏପରି ଅଭ୍ୟାସ୍ ଥିବ ସିଜିନ୍ ଚେନ୍ଜ ହେଲେ ଆମ ମାନଙ୍କୁ ଜ୍ୱର, ଥଣ୍ଡା, ସର୍ଦ୍ଧି ଆଦି ହୋଇଥାଏ। ଶୀତ ଦିନ ମାନଙ୍କରେ ଯେଉଁ ମାନେ ଥଣ୍ଡା ପାଣି ପିଅନ୍ତି ସେମାନଙ୍କ ର ଗଳା ବଥା ହେବା ମଧ୍ୟ ଦେଖାଯାଏ। ତେବେ ଆମେ ଆଜି ଆପଣ ମାନଙ୍କୁ କହିବୁ ଥଣ୍ଡା ପାଣି ସ୍ୱାସ୍ଥ୍ୟ ପକ୍ଷେ କେତେ ମାତ୍ରା ରେ କ୍ଷତିକାରକ। ହୁଏତ ଏହି ସବୁ କଥା ଜାଣିବା ପରେ ଆପଣ ମାନେ ଆଉ ଥଣ୍ଡା ଦିନରେ ଥଣ୍ଡା ପାଣି ବ୍ୟବହାର କରିବେନି ଏବଂ ଅନ୍ୟ ଦିନ ମାନଙ୍କରେ ଏହାକୁ ବହୁତ ଆଳ୍ପ ମାତ୍ରା ରେ ବ୍ୟବହାର କରିବେ ଏବଂ ନିଜ ଶରୀର ର ଯତ୍ନ ନେବେ।


ଅଧିକାଂଶ ଲୋକ ସବୁ ସିଜିନ୍ ମାନଙ୍କ ରେ ଥଣ୍ଡା ପାଣି ପିଇବା ପାଇଁ ପସନ୍ଦ କରି ଥାଆନ୍ତି ତେବେ ଆପଣ ମାନେ ଜାଣିଛନ୍ତି କି ଏହି ଥଣ୍ଡା ପାଣି ଆମ ମାନଙ୍କ ଶରୀର ପାଇଁ ବିଷ ସମାନ ହୋଇଥାଏ। ଥାଣ୍ଡା ପାଣି ପିଇବା ଦ୍ୱାରା ଆମ ଶରୀର କୁ ଅନେକ ବେମାରି ଆସି ଯାଇଥାଏ। ଆମେ ମାନେ ଥଣ୍ଡା ପାଣି ପିଇବା ଦ୍ୱାରା ଆମ ମାନଙ୍କ ଶରୀରରେ ଥିବା ବଡ ଅନ୍ତ କୁ କ୍ଷତି ପହଁଞ୍ଚିଥାଏ, ଏହା ଦ୍ୱାରା ଆମ ମାନଙ୍କ ର ଖାଇବା ଭଲ ଭାବରେ ହଜମ ହୁଏ ନାହିଁ। ଆଉ ଖାଇବା ଠିକ୍ ଭାବେ ହଜମ ନ ହେଲେ ଏହା ଆମ ପେଟ ଭିତରେ ରହି ସଢିଯାଏ,ଏହା ଯୋଗୁଁ ଆମ ଶରୀରରେ ଗ୍ୟାସ୍ ସମସ୍ୟା ଦେଖାଦିଏ ଏବଂ ଆମେ ମାନେ ଅନେକ କଷ୍ଟ ମଧ୍ୟ ପାଇଥାଉ।

ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଶରୀରରେ କୋଷିକା କମ୍ ହୋଇଯାଏ ଏବଂ ଆମର ହାର୍ଟ ବିଟ୍ କମ୍ ହୋଇଯାଇଥାଏ। ଏହା ଦ୍ୱାରା ଆମ ଶରୀର କୁ ଆବଶ୍ୟକ ପରିମାଣରେ ଅକ୍ସିଜେନ୍ ମିଳି ପାରେ ନାହିଁ, ଏବଂ ଏହା ଦ୍ୱାରା ଆମ ଶରୀରରେ ଅନେକ ପ୍ରକାରର ରୋଗ ସବୁ ଦେଖିବାକୁ ମିଳେ। ଥଣ୍ଡା ପାଣି ପିଇବା ଦ୍ୱାରା ଆମକୁ ଲିଭର୍ ସହ ଯୋଡିତ ବହୁ ସମସ୍ୟା ବି ହୋଇପାରେ ଯଦି ଆପଣ ମାନେ ହେଲ୍ଦି ଡାଏଟ୍ ନେଉଛନ୍ତି, ଏବଂ ଏହାପରେ ଆପଣ ମାନେ ଥଣ୍ଡା ପାଣି ପିଉଛନ୍ତି ତେବେ ହେଲ୍ଦି ଡାଏଟ୍ ର କୌଣସି କୌଣସି ଲାଭ ହୋଇନଥାଏ। ଯାହାବି ଆମେ ପୋଷକ ତତ୍ତ୍ୱ ଖାଦ୍ୟ ଖାଇଥାଉ ତାହା ଥଣ୍ଡା ପାଣି ନଷ୍ଟ କରିଦିଏ ଯାହା ଦ୍ୱାରା ଆମ ମାନଙ୍କୁ କିଛି ବି ଫାଇଦା ମିଳି ନଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।