ଦେଖନ୍ତୁ ଭିଡ଼ିଓ । ହେ ଭଗବାନ ! ମୋବାଇଲ ହେଲା କାଳ, ମୋବଇଲ ରେ ଏତେ ବ୍ୟସ୍ତ ଯେ ନିଜ ୬ ମାସର ଛୁଆ କୁ ଭୁଲିଗଲା ମା…..

0

ଏ ଧାରା ପୃଷ୍ଠରେ ସବୁ ଠାରୁ ମୂଲ୍ୟବାନ ଜିନିସ ହେଉଛି ମା। ଭଗବାନ ସବୁ ଜାଗାରେ ସବୁ ସମୟ ରେ ଓ ସମସ୍ତଙ୍କ ପଖରେ ପହଂଚି ପାରିବେନି ବୋଲି ଏହି ମା ର ସୃଷ୍ଟି କରିଛନ୍ତି କହିଲେ କିଛି ଭୁଲ ହେବ ନାହିଁ। ମା ସ୍ୱୟଂ ଦେବୀ ମା ଙ୍କ ର ରୁପ।ହୋଇ ଥାଏ ଯିଏ ନିଜ ସନ୍ତାନ ପାଇଁ ସବୁ ପ୍ରକାର ର ବିପଦ ର ସମ୍ମୁଖୀନ କରିଥାଏ। ଏହା ସହିତ ନିଜର ପିଲାବର ଖୁସି ପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ରହିଥାଏ।

କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଜଣେ ମା ନିଜ କାମ ପାଇଁ ନିଜ ଛୁଆ କୁ ଭୁଲି ଯାଇ ଛାଡି ଚାଲି ଯାଇଛି। ତେବେ ଏହି ପରି ଏକ ଘଟଣା ର ଭଡ଼ିଓ ଏବେ ସମ୍ନା କୁ ଆସିଛି। ଏହିଭଡ଼ିଓ ରେ ଜଣେ ମହିଳା ମୋବାଇଲ ପାଇଁ ନିଜ ଛୁଆ କୁ ଭୁଲି ଯାଇଥିବାର ଦୃଶ୍ୟ ସମ୍ନା କି ଆସିଛି। ତେବେ ଏହି ଘଟଣା ଟି ଏବେ ସବୁ ଆଡେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି।

ମହିଳା ଜଣଙ୍କ ନିଜର ଛୋଟ ପିଲା ସହ କୌଣସି ଏକ ସ୍ଥାନ କୁ ଅଟ ରେ ଯାଉଥିଲେ। ଯିବା ସମୟ ରେ ସେ ଫୋନ ରେ ବହୁତ ସମୟ ବ୍ୟସ୍ତ ଥିଲେ। ଏହି ସମୟ ରେ ତାଙ୍କର ଠିକଣା ସ୍ଥାନରେ ଅଟ ଟି ପହଂଚି ଯାଇଥିଲା।ତେବେ ମହିଳା ଜଣଙ୍କ ସଂଗେ ସଂଗେ ସେହି ଅଟ ରୁ ଓଲ୍ହାଇ ନିଜ ମୋବାଇଲ ରେ କଥା ହୋଇ ହୋଇ ଚାଲି ଯାଇଥିଲେ। ହେଲେ ଦୁର୍ଭାଗ୍ୟ ର ବିଷୟ କି ସେ ନିଜର ଛୁଆ କୁ ସେହି ଅଟ ରେ ହିଁ ଭୁଲି ଯାଉଥିଲେ।

ଏହି ସମୟରେ ଅଟ ଚାଳକ ଜଣଙ୍କ ସେହି ଛୁଆ କୁ ନେଇ ସେହି ସ୍ତ୍ରୀ ଲୋକ ର ପଛେ ପଛେ ଯାଉଥିବାର ଦୃଶ୍ୟ ସମ୍ନା କୁ ଆସିଥିଲା । ସେ ସେ ପିଲା କୁ ଧରି ମହିଳା ଜଣଙ୍କ କହୁଥିଲା ଯେ ମାଡାମ ଆପନଙ୍କ ପିଲା କୁ ନିଅନ୍ତୁ। ତେବେ ମହିଳା ଜଣଙ୍କ ମଧ୍ୟ ନିଜ ପିଲା କୁ ଅଟ ଚାଳକ ହାତରେ ଦେଖି ନିଜର ହୋସ ଫେରି ପାଇଥିଲେ ଓ ନିଜର ଅଟ କୁ ସେହି ଅଟ ଚାଳକ ହାତରୁ ନେଇଥିଲେ।

 

ତେବେ ଏହି ସମ୍ପୂର୍ଣ ଘଟଣାକୁ ସେଠାରେ ଉପସ୍ଥିତ ଥିବା କିଛି ଲୋକ ନିଜ ର ମୋବାଇଲ ରେ ଏହି ସମ୍ପୂର୍ଣ ଦୃଶ୍ୟ କୁ କଏଦ କରିଥିଲେ। ଏହି ଘଟଣା ଟି ର ଭିଡ଼ିଓ ଏବେ ସବୁଆଡେ ଭାଇରାଲ ହେବାରେ ଲାଗିଛି। ଜଣେ ମା କିପରି ନିଜର ଛୁଆ କୁ କିପରି ଭାବରେ ଭୁଲି ଚାଲି ଯାଇ ପାରିବ ତାହା ଜାଣିଲେ ପ୍ରକୃତ ରେ ଆଶ୍ଚର୍ଯ୍ୟ ଲାଗୁଛି। ମଣିଷ ସମାଜ ଉପରେ ମୋବାଇଲ ର ଏପରି ପ୍ରଭଵ ପଡିଛି ଯେ ସେ ନିଜର ଛୁଆ ଠାରୁ ମୋବାଇଲ କୁ ଅଧିକ ଗୁରୁତ୍ୱ ଦେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।