ବିଚିତ୍ର ଏ ଝିଅ ବୟସ ମାତ୍ର 10 ବର୍ଷ ଏତେ ସୁନ୍ଦର ଅକ୍ଷର ଯେ ତାଙ୍କ ଅକ୍ଷର ଆଗରେ ହାର ମାନିଛି କମ୍ପୁଟର ତାଙ୍କର ପରିଚୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ସ୍କୁଲ ଜୀବନକୁ କିଏ ବା ଚାହିଁଲେ ବି ଭୁଲି ପାରିବ। ସେହି ମୁହୂର୍ତ୍ତ ଗୁଡ଼ିକ ସର୍ବଦା ସ୍ମୃତି ହୋଇ ଆମ ଭାବନା ରେ ଆସେ। ଏହାକୁ ନେଇ ଅନେକ ସମୟରେ ଆମେ ମାନେ ପକାଉ । ତେବେ ସ୍କୁଲରେ ମଧ୍ୟ ସମସ୍ତେ ମାଡ ଖାଆନ୍ତି କାରଣ ହେଲା ଦୁଷ୍ଟାମୀ ପାଇଁ। ଅନେକ ମଧ୍ୟ ମାଡ ଖାଆନ୍ତି ଅକ୍ଷର ପାଇଁ। ହସ୍ତାକ୍ଷର ଭଲ ନହେଲେ ଶିକ୍ଷକ ଅନେକ ମାଡ ମାରି ଥାନ୍ତି। ଆଉ କେତେକ ପିଲା ଥାନ୍ତି ତାଙ୍କର ହକ୍ଷର ଏତେ ସୁନ୍ଦର ହୋଇଥାଏ ଯେମିତି ଦେଖିଲେ ଲାଗିବ କମ୍ପ୍ୟୁଟର ଲେଖା ଭଳି। ଆଉ ସେଥିପାଇଁ ମଧ୍ୟ ଏହି ପିଲା ମାନେ ଅଧିକ ମାର୍କ ପରୀକ୍ଷା ରେ ହାସଲ କରନ୍ତି।


ତେବେ ଏହି ହସ୍ତାକ୍ଷର ପାଇଁ ଆପଣ କେବେ ନିଜର ପରିଚୟ ସୃଷ୍ଟି କରି ପାରିବେ ବୋଲି ସ୍ଵପ୍ନ ରେ ମଧ୍ୟ ଭାବି ନଥିବେ। କିନ୍ତୁ ଏପରି ଘଟିଛି ଏକ ଛୋଟ ଝିଅ ପିଲା ସହିତ। ତାର ଅକ୍ଷର ପାଇଁ ତାକୁ ଆଜି ବିଶ୍ଵ ସ୍ତରରେ ସମ୍ମାନିତ ମିଳିଛି। ତାଙ୍କର ସମଗ୍ର ପରିବାର ମଧ୍ୟ ଆଜି ଗର୍ବିତ ହୋଇ ଉଠିଛନ୍ତି। ତାଙ୍କୁ ଏବେ ଅନେକ ଦେଶରୁ ପ୍ରଶଂସା ର ଛୁଅ ଛୁଟିଛି। ତେବେ ଆସନ୍ତୁ ଜାଣିବା ସେହି ଛୋଟ ଝିଅ ବିଷୟରେ। ତେବେ ଏହି ଛୋଟ ଝିଅ ହେଲେ ପ୍ରକୃତି ମିଲ୍ଲା। ସେ ହେଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ। ତାଙ୍କର ଏହି ହସ୍ତାକ୍ଷର ପାଇଁ ତାଙ୍କ ପରିଚୟ ମିଳିବ ବୋଲି ସେ କେବେ ଭାବି ନଥିଲେ। କାରଣ ଏହି ହସ୍ତାକ୍ଷର ପାଇଁ ଅନେକ କଷ୍ଟ ଏବଂ ପରିଶ୍ରମ କରିବାକୁ ପଡ଼େ।


ହସ୍ତାକ୍ଷର କୁ ଆକର୍ଷିତ କରିବାକୁ ହେଲେ ଅନେକ ଅଭ୍ୟାସ କରିବାକୁ ହୁଏ। ଅନେକ ପିଲା ପ୍ରୟାସ କରି ମଧ୍ୟ ଏହି ହସ୍ତାକ୍ଷର କୁ ସୁଧାରି ପାରନ୍ତି ନାହିଁ। ଆଉ ସେଥିପାଇଁ ଖରାପ ମାର୍କ ମଧ୍ୟ ପରୀକ୍ଷା ରେ ପାଆନ୍ତି। ତେବେ ଏହି ଅଷ୍ଟମ ଶ୍ରେଣୀ ରେ ପଢୁଥିବା ଝିଅ ଟି ଏତେ କମ୍ ବୟସରେ ନିଜ ପାଇଁ ଅନେକ ପ୍ରଶଂସା ସାଉଁଟି ସାରିଲେଣି। ତାଙ୍କର ଏହି ହସ୍ତାକ୍ଷର ଦେଖିବାକୁ କମ୍ପ୍ୟୁଟର ଲେଖା ପରି। ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜେ ଦ୍ଵନ୍ଦ ରେ ପଡ଼ିଯିବେ କି ଏହି ଲେଖା ଗୋଟିଏ ମଣିଷ ର କି କମ୍ପ୍ୟୁଟର ଦ୍ଵାରା ଲେଖା ଯାଇଛି। ତେବେ ଏହି ଠାରୁ ଆପଣ ଅନ୍ଦାଜ କରି ପାରୁଥିବେ ତାଙ୍କର ହସ୍ତାକ୍ଷର କେତେ ସୁନ୍ଦର ହୋଇଥିବ।


ପ୍ରକୃତି ଏବେ ନେପାଲ ର ଏକ ସୈନିକ ସ୍କୁଲ ରେ ପାଠ ପଡୁଛନ୍ତି। ତାଙ୍କର ସ୍କୁଲ ତାଙ୍କୁ ଏହି ପରିଚୟ ପ୍ରଦାନ କରିବାରେ ଅନେକ ସହାୟତା କରିଛି। ତାଙ୍କର ଏହି ହସ୍ତାକ୍ଷର ପାଇଁ ଅନେକ ପୁରସ୍କାର ପାଇ ସାରିଛନ୍ତି। ତାଙ୍କର ଘରେ ପୁରସ୍କାର ସବୁ ଏତେ ମାତ୍ରା ରେ ରହିଛି ଯାହା ଦେଖିଲେ ଆପଣ ମଧ୍ଯ ଆଶ୍ଚର୍ଯ୍ୟ ହୋଇଯିବେ। ଏତେ କମ୍ ବୟସ ରେ ସେ ବିଦେଶ ରେ ମଧ୍ୟ ନିଜର ସ୍ଵତନ୍ତ୍ର ପରିଚୟ ପାଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।