Vastu Shastra- ପୁରୁଣା ଝାଡୁ କେଉଁ ଦିନ ଫୋପାଡିବେ ଓ କେଉଁଠି ଫୋପାଡିବେ ? କରନ୍ତୁ ଝାଡୁର ସଠିକ ଉପଯୋଗ ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ, …

0

ଆଜିର ଯୁଗ ବହୁତ ବଦଳି ଗଲାଣି । ତେବେ ପ୍ରତେକ ଲୋକ ସୁଖ ସୁବିଧା ଖୋଜୁଛି,କେମିତି ସେ ନିଜେ ଭଲ ରେ ରହିବ। ତେବେ ଏଥି ପାଇଁ ଲୋକ ମାନେ ବହୁତ କିଛି କରି ଥାନ୍ତି। ଆଜି ର ଏହି ବ୍ୟସ୍ତବହୁଳ ଜୀବନ ରେ ଲୋକ ମାନେ ଲୋକ ମାନେ ସବୁ ସୁଖ ସୁବିଧା କୁ ଭୁଲି କେମିତି ପଇସା ରୋଜଗାର କରିବେ। ସେ ବିଷୟ ରେ ଅଧିକ ଚିନ୍ତା କରି ଥାନ୍ତି,ତେଣୁ ସେମାନେ ଦିନ ରାତି ବାହାରେ ରହି କାମ କରି ଥାନ୍ତି , କେବଳ ନିଜ ପରିବାର କୁ ଖୁସି ରେ ରଖି ପତିବେ। ତେବେ ଆଜି ର ସମାଜ ରେ ସବୁ କିଛି ଜିନିଷ ର ଦାମ ବଢ଼ିବାରେ ଲାଗିଛି।

ତେବେ ଆପଣ ଆମେ ଜାଣି ଥିବେ ଦେଶ ସମାଜ ଯେତେ ଆଗକୁ ଗଲେ ମଧ୍ୟ ଲୋକ ମାନେ ଆଜି ବି ଜୋତିସ୍କ ଶାସ୍ତ୍ର ରେ ବିଶ୍ୱାସ ରଖି ଥାନ୍ତି। ତେବେ ଅନେକ ଲୋକ ଏହାକୁ ସତ ଭାବି ଅନେକ କିଛି କାର୍ଯ୍ୟ କରି ଥାନ୍ତି। ତେବେ ଜୋତିସ୍କ ଶାସ୍ତ୍ର ରେ ଅନେକ କିଛି କଥା ରହିଛି ଯାହା ସତ ହୋଇ ଥାଏ। ତେବେ ଲୋକ ମାନେ ଘର କରିବା ପୂର୍ବରୁ ବାସ୍ତୁ ବିଚାର କରି ଘର କରିବା ପାଇଁ ଆଗେଇ ଆସିଥାନ୍ତି। ତେବେ ଏଥିରେ ଘରେ ସୁଖ ଶାନ୍ତି ଭାରି ରହି ଥାଏ,ଆଉ ତାସ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇ ଥାଏ।ତେବେ ଏହା କରିବା ନିହାତି ଆବଶ୍ୟକ ହୋଇ ଥାଏ।


ତେବେ ଆମେ ସମସ୍ତେ ଜାଣିଚୁ କି ଝାଡୁ କୁ ଘର ର ଲକ୍ଷ୍ମୀ ବୋଲି କୁହନ୍ତି। ଝାଡୁ କୁ ମା ଲକ୍ଷ୍ମୀ ଙ୍କର ସୁଚକ୍ ବୋଲି ମଧ୍ୟ କୁହନ୍ତି। ତେବେ ଝାଡୁ ସହ ଏମିତି କିଛି ନିୟମ ରହିଛି , ଯାହାକୁ କରିଲେ ବା ମାନିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ, ଆଉ ଯଦି ଆପଣ ଅଜାଣତ ରେ ଏହା ପାଳନ କରୁ ନ ଥିବେ , ତାହାଲେ ଆପଣ ଦରିଦ୍ରତା ର ଶିକାର ହୋଇ ପାରନ୍ତି। ତେବେ ନିୟମ ଗୁଡିକ ହେଉଛି

୧) ପ୍ରଥମେ ଆପଣ ସକାଳେ ଉଠି ଘରେ ଝାଡୁ ମାରି ହଳଦୀ ପାଣି ଛିଞ୍ଛିବା ଉଚିତ,ଆଉ ତା ପରେ ସ୍ନାନ କରି ମା ଲକ୍ଷ୍ମୀ ଙ୍କ ପୂଜା କରିବା ଉଚିତ, ଆଉ ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରସନ୍ନ ହୋଇ ଯିବେ।
୨) ତେବେ ଆପଣ ଦେଖିଥିବେ କି ଅନେକ ରାତି ରେ ଝାଡୁ କରି ଥାନ୍ତି,କିନ୍ତୁ ଏହା କରିବା ଅନୁଚିତ ,କାରଣ ରାତି ରେ ଝାଡୁ କରିଲେ ଆପଣ ଙ୍କୁ ଆଗାମୀ ଜୀବନ ରେ ଘୋର ଦରିଦ୍ରତା ଦେଇ ଯିବାକୁ ପଡିବ , କାରଣ ରାତି ରେ ଝାଡୁ ମାରିବା ସମ୍ପୁର୍ଣ୍ଣ ନିଷେଧ୍।


୩) ତେବେ ପ୍ରତେକ ଦିନ ଝାଡୁ ମାରିବା ଦ୍ୱାରା ଘରେ ସକାରାତ୍ମକ୍ ଭାବ ଆସି ଥାଏ ଆଉ ନକାରତ୍ମକ ଭାବନା ଦୁରେଇ ଯାଏ।ତେବେ ଯେଉଁ ଯେଉଁ ଘର ର କଣ ରେ ଝାଡୁ ମରା ଯାଏ ବା ସଫା କରା ଯାଏ ସେଠାରେ ମାତା ଲକ୍ଷ୍ମୀ ବାସ କରି ଥାନ୍ତି ବୋଲି କୁହା ଯାଏ।ତେବେ ଆପଣ ପ୍ରତେକ ଦିନ ସକାଳ ସନ୍ଧ୍ୟା ହେବା ପୂର୍ବରୁ ଝାଡୁ କରି ଦେବା ଉଚିତ, ଆଉ ଝାଡୁ କୁ ଏମତି ସ୍ଥାନ ରେ ରଖିବେ ଯେମିତି କେହି ଦେଖି ନ ପାରନ୍ତି।

୪) ତେବେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଭଙ୍ଗା ଛିଡା ବା ପୁରୁଣା ଝାଡୁ ଘରେ ବେଶୀ ଦିନ ଯାଏ ରଖିବେ ନାହିଁ।ଆଉ ଏହା ରହିବ ଦ୍ୱାରା ଖରାପ ଶକ୍ତି ର ଆଭାସ ହୋଇ ଥାଏ। ତେଣୁ ଆପଣ ଏହାକୁ ଅମାବାସ୍ୟା ରେ ଫିଙ୍ଗି ଦେଇ ପାରିବେ।ତେବେ ଯଦି ଆପଣ ଘରକୁ କେବେ ନୂଆ ଝାଡୁ ଆଣୁଛନ୍ତି , ତାହାଲେ ଅମାବାସ୍ୟା ବା ଶନିବାର ଦିନ ଆଣନ୍ତୁ। ଏହା ଦ୍ୱାରା ଘରେ ରହି ଥିବା ସମସ୍ତ ଅସୁବିଧା , ସମସ୍ତ ସମସ୍ୟା ଦୂର ହୋଇ ଯିବ,ଆଉ ଘରେ ସୁଖ ଶାନ୍ତି ଦେଖା ଦେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।