ଦେଖନ୍ତୁ ଭିଡିଓ – ୫ ବର୍ଷର ପ୍ରେମ ପରେ ମନ୍ଦିରରେ ଯୁବକଙ୍କୁ ବାହା ହେଲେ ଜଣେ କିନ୍ନର, ବିବାହ ପରେ କଲେ କିଛି ଏମିତି କାମ ଶୁଣିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେନି

0

ଆଜି କାଲି ଦୁନିଆରେ ସମସ୍ତେ ପ୍ରେମ କରୁଛନ୍ତି, ଆପଣ ଯଦି ଦେଖିବେ 3 କ୍ଲାସ୍ ରୁ ପିଲା ମାନେ ପ୍ରେମ କରୁଛନ୍ତି, ସେବେଠୁ ହିଁ ପରସ୍ପର କୁ ଅନା ଅନି, କଥାବାର୍ତ୍ତା, ଚିଠି ଦିଆ ନିଆ, ଚକଲେଟ୍ ଦିଆ ନିଆ ସବୁକିଛି କରୁଛନ୍ତି। ତେବେ ଯେଉଁ ବୟସ ରେ ସେମାନେ ଠିକ୍ ଭାବେ ନିଜ ହାତରେ ଖାଇବା ଜାଣି ନାହାଁନ୍ତି ସେହି ବୟସ ରେ ସେମାନେ ପ୍ରେମ ର ମାନେ ବୁଝିକି ପ୍ରେମ କରୁଛନ୍ତି ନା,ତାକୁ ପ୍ରେମ କୁହାଯାଏ ନାହିଁ। ଆଜି କାଲି ର ଯୁବପିଢି ମାନେ ପ୍ରେମ କରୁଛନ୍ତି, ସେମାନଙ୍କ ପ୍ରେମ ଆରମ୍ଭ ହେଉଛି କିଛି ଦିନ ଚାଲୁଛି, କଥାବାର୍ତ୍ତା, ଦେଖାଚାହାଁ, ବାହାରେ ବୁଲା ବୁଲି ସବୁ କରୁଛନ୍ତି ଏବଂ ଶେଷରେ ସେହି ପୁଅ କି ଝିଅ ଠାରୁ ଅଧିକ ସୁନ୍ଦର ଏବଂ ଅଧିକ ପଇସା ବାଲା ପିଲା ମିଳିଗଲା ବେଳକୁ ସେମାନଙ୍କ ପୁରୁଣା ପ୍ରେମିକ କି ପ୍ରେମିକା ମାନଙ୍କୁ ଛାଡି ନୂଆ ପୁଅ ଝିଅ ମାନଙ୍କୁ ଧରି ଦେଉଛନ୍ତି।

ଏବେ ଏହି ଯୁଗରେ ଯୁବପିଢି ମାନଙ୍କ ର ପ୍ରେମରେ ଚାଲିଛି ଏହି ଟ୍ରେଣ୍ଡ। ଏମାନେ ପ୍ରେମ କରୁଛନ୍ତି କେବଳ ନିଜ ମନରେ ଥିବା ଶାରୀରିକ କ୍ଷୁଧା କୁ ମେଣ୍ଟାଇବା ପାଇଁ। ସେହି କାମ ଟି ସରିଗଲା ପରେ ସେମାନେ ପରସ୍ପର କୁ ଭୁଲି ଯାଉଛନ୍ତି। ଅନେକ ପିଲା ଅଛନ୍ତି ଯେଉଁମାନେ କି ପ୍ରେମର ପ୍ରକୃତ ଅର୍ଥ କୁ ବୁଝୁଛନ୍ତି ଏବଂ ନିଜର ପ୍ରକୃତ ପ୍ରେମ କୁ ପାଉଛନ୍ତି ମଧ୍ୟ।ପ୍ରେମ କେବେ ଜାତି ଧର୍ମ , ବଡ଼ , ସାନ ଦେଖେ ନାହିଁ । ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି । ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।

ତେବେ ଏହି ନବ ଦମ୍ପତି ଜଣକ ପ୍ରେମ ପାଇଁ ଏକ ଉଦହରଣର ହୋଇ ଯାଇଛନ୍ତି। ତେବେ ଦେଖିବାକୁ ମିଲିଚ୍ଜି କି ଯେଉଁ ଯୁବକ ଜଣକ ବର ସାଜି ଛନ୍ତି ତାଙ୍କ ନାମ ହେଉଛି ବବଲୁ ଆଉ କନ୍ୟା ହୋଇ ଥିବା ଯୁବତୀ ଜଣକ ଚିନ୍ମୟୀ । ତେବେ ସୂଚନା ରୁ ଜଣା ପଡିଛି ସେ ଜଣେ କିନ୍ନର। ତେବେ ଏହି ଦୁଇ ପ୍ରେମୀ ଯୁଗଳ ଙ୍କର ବିବାହ ହୋଇଛି। ତେବେ ଏହା ଏକ ନିଆରା କାହାଣୀ,ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ରେ।ତେବେ ଏହି ଦୁଇ ଜଣ ଙ୍କର ବିବାହ ବେଶ ଚର୍ଚ୍ଚା ଚାଲିଛି। ତେବେ ଜଣେ କିନ୍ନର କୁ ବିବାହ କରି ବବୁଲୁ ଚର୍ଚ୍ଚା କୁ ଆସିଛନ୍ତି। ତେବେ ପ୍ରଥମେ ଏମାନ ଙ୍କର ଦେଖା ଏକ ଷ୍ଟେଜ ସୋ ରେ ହୋଇ ଥିଲା। ତା ପରେ ଏମାନେ ଦୁଇ ଜଣ ପ୍ରେମ ବନ୍ଧନ ରେ ବାନ୍ଧି ହୋଇ ଥିଲେ।

ଆଉ ଦୀର୍ଘ ୫ ବର୍ଷ ର ପ୍ରେମ ସମ୍ପର୍କ ପରେ , ଦୁହେଁ ବିବାହ କରିଛନ୍ତି। ତେବେ ଅନୁଗୁଳ ଜିଲ୍ଲା ର ବୁଢ଼ୀ ଠାକୁରାଣୀ ଙ୍କୁ ସାକ୍ଷୀ ରଖି ସାରା ଜୀବନ ବାଟ ଚାଲିବେ ବୋଲି କଥା ଦେଇଛନ୍ତି। ତେବେ ସେମାନେ ଏକ ଅନାଥ ପିଲା କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି , ଆଉ ଆଗକୁ ତାଙ୍କୁ ହିଁ ବାଟ ମଣିଷ କରିବେ ବୋଲି ନିଷ୍ପତି ନେଇଛନ୍ତି। ତେବେ ଏହି ବିବାହ କୁ ନେଇ ଏବେ ଅନେକ ଚର୍ଚ୍ଚା ଚାଲିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।