Dr Manoj Das – ଡାଳିମ୍ବ ଚୋପର ଏହି ଉପାୟ , ଦୂର କରିବ Skin ର ସବୁ ସମସ୍ୟା ଜାଣନ୍ତୁ କେଉଁଭଳି ବ୍ୟବହାର କରିବେ

0

ଫଳ ଦେହ ପାଇଁ ବହୁତ ଉପକାରୀ। ତେଣୁ ଯେଉଁମାନେ ପ୍ରତିଦିନ ଫଳ ସେବନ କରନ୍ତି ତାଙ୍କର ଅନେକ ରୋଗ ଏବଂ ବ୍ୟାଧି ଦୂର ହୋଇଯାଏ। ଏହା ସହିତ ଫଳରେ ଅନେକ ପ୍ରକାର ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ଭରପୁର ଥାଏ। ଆପଣ ଜାଣିଥିବେ ପିଜୁଳି ହେଉଛି ଅତ୍ୟନ୍ତ ଉପକାରୀ ଫଳ। ଯାହା ପ୍ରାୟ ଅନେକ ଲୋକ ଙ୍କ ବାଡ଼ିରେ ମଧ୍ୟ ଫଳିଥାଏ। ତେବେ ଆପଣ ଏହି ପିଜୁଳି ର ବିଷୟରେ ଅଧିକ ଜାଣି ନଥିବେ। ଏହି ଗୋଟିଏ ଫଳରେ ଅନେକ ପ୍ରକାର ରୋଗ ପ୍ରତିଷେଧକ ଶକ୍ତି ରହିଛି। ଏହା କୁ ଖାଇବା ଦ୍ବାରା ଅନେକ ଏମିତି ଉପକାର ମିଳେ ଯାହା କୌଣସି ଔଷଧ ରେ ମଧ୍ୟ ମିଳି ନଥାଏ।

ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଫଳ ବିଷୟରେ ଜଣେଇବୁ ଯାହାକି ଶୀତ ଦିନରେ ଆମ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ବହୁତ ଉପକାରୀ ଅଟେ ।ତେବେ ବନ୍ଧୁଗଣ ଡାଳିମ୍ବ ଆମକୁ ଖାଇବାକୁ ବହୁତ ସ୍ୱାଧୀସ୍ଟ ଲାଗିଥାଏ ଏବଂ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପାଦେୟ ମଧ୍ୟ ହୋଇଥାଏ ।ତେବେ କଣ ଆପଣ ଜାଣିଛନ୍ତି ଜୋର ଏହି ଡାଳିମ୍ବ ର ଚୋପା ମଧ୍ୟ ଆମ ଶରୀର ପାଇଁ ବହୁତ ଉପାଦେୟ ହୋଇଥାଏ ବୋଲି । ତେବେ ଉଲ୍ଲେଖ ଯୋଗ୍ୟ ଯେ ଡାଳିମ୍ବ ଚୋପା ରେ ମଧ୍ୟ କେତେକ ଉପକାରୀତା ରହିଛି ଯାହା ବିଷୟରେ ଆମେ ଆଜି ଆପଣଂକୁ ଜଣେଇବୁ ।

ତେବେ ପ୍ରଥମେ ଆପଣଙ୍କୁ ଡାଳିମ୍ବ ଚୋପା ର ଏକ ପେଷ୍ଟ ବନେଇବାକୁ ହେବ। ତେବେ ଏହାକି ବନେଇବା ପାଇଁ ପ୍ରଥମେ ଡାଳିମ୍ବ ର ଚୋପା କୁ ଭଲ ଭାବରେ ଶୁଖାଇ ଦିଅନ୍ତୁ ।ଏହା ଭଲ ଭାବରେ ଶୁଖୀଯିବା ପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରିନିଅନ୍ତୁ। ତେବେ ଡାଳିମ୍ବ ର ଚୋପା ରେ କେତେକ ଆଣ୍ଟି ବାକେଟେରିଆଲ ପୋଷକ ରହିଥିବାରୁ ଏହା ଆମ ଶରୀର ରେ ଅନେକ ସମସ୍ୟା କୁ ଦୂର କରିଥାଏ ।ତେବେ ଆସନ୍ତୁ ଜାଣିବା ଏହା କେଉଁ କେଉଁ ସମସ୍ୟା ର ସମାଧାନ ଜରିଥାଏ ।

୧.ଶୀଳ ଦିନରେ ଆମର ତ୍ୱଚା ରୁକ୍ଷ ହୋଇଯାଇଥାଏ ।ତେବେ ଏହି ଡାଳିମ୍ବ ଚୋପା ଗୁଣ୍ଡ ରେ ଏକ ଚାମଚ ମହୁ ଓ ଏକ ଚାମଚ ଲେମ୍ବୁ ରସ ମିଶାଇ ଲଗେଇବା ଦ୍ବାରା ଏହା ଏକ ସୁନ୍ଦର ତ୍ୱଚା ଦେଇଥାଏ ।୨.ଡାଳିମ୍ବ ଚୋପା କୁ ଆପଣ ସନସ୍ କ୍ରିମ ଭାବରେ ବ୍ୟବହାର କରିପାରିବେ କାରଣ ଏହା ସୂର୍ଯ୍ୟ ଙ୍କର ଅତିବାଇଗଣି ରଶ୍ମି କୁ ଧରିରଖିଥାଏ ଓ ଆମ ଶରୀରକୁ ରକ୍ଷା କରିଥାଏ ।

୩.ଡାଳିମ୍ବ ଚୋପା ର ପେଷ୍ଟ କୁ ଆପଣ ମୁହଁରେ ବାହାରୁ ଥିବା ବ୍ରଣ ଓ କଳା ଦାଗ କୁ ଭଲ କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ ଏହା ମୁହଁରେ ଥିବା ସମସ୍ତ ପ୍ରକାରର ଦାଗ କୁ ଭଲ କରିଥାଏ ।୪.ଖାଲି ସୁନ୍ଦରତା ପାଇଁ ନୁହେଁ ବରଂ ଯେଉଁ ନାରୀ ମାନେ ଅନିୟମିତତା ପିରିୟଡ୍ସ ର ଶିକାର ହେଉଛନ୍ତି ସେମାନେ ମଧ୍ୟ ଏକ ଚାମଚ ଡାଳିମ୍ବ ଚୋପା ଗୁଣ୍ଡ କୁ ପାଣିରେ ମିଶାଇ ସେବନ କରିବା ଦ୍ୱାରା ତାହା ଠିକ ହୋଇଯାଇଥାଏ ।୫.ଯଦି ଆପଣଙ୍କ ପାଟି ରୁ ଦୁର୍ଗନ୍ଧ ବାହାରିଥାଏ ତ ଆପଣ ଏକ ଚାମଚ ଡାଳିମ୍ବ ଚୋପା ଗୁଣ୍ଡ କୁ ପାଣିରେ ମିଶାଇ ସେବନ କରିବା ଦ୍ୱାରା ଏହା ଦୂର ହୋଇଯାଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।