ଜାଣନ୍ତୁ ଆପଣଙ୍କ ର ଅତିପ୍ରିୟ କମେଡିଆନ୍ ହରି ଭାଈ ଙ୍କ ଲାଇଫ୍ ଷ୍ଟୋରୀ , ତଥା ଜୀବନର କିଛି ଅଜଣା କଥା ସମ୍ପର୍କରେ।

0

ଆମ ଓଡିଆ ସିରିଏଲ୍ ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।ତେବେ ଆମ ଦେଶ ରେ ଓଡ଼ିଆ ଚଳଚ୍ଚିତ୍ର ର ମଧ୍ୟ ଅନେକ ଚାହିଦା ରହିଛି।ଓଡ଼ିଆ ଫିଲ୍ମ ଜଗତ ରେ ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ଖାଲି ଓଡିଶା ରେ ଅଭିନୟ କରି ଦର୍ଶକ ଙ୍କ ମନ ଜିତିଛନ୍ତ।

ତେବେ ଆପଣ ମାନେ ଦେଖି ଥିବେ କି ଲୋକ ମାନେ ଫିଲ୍ମ ଦେଖିବା ସହ କମେଡି ମଧ୍ୟ ଦେଖିବାକୁ ବହୁତ ପସନ୍ଦ କରି ଥାନ୍ତି। ତେବେ ଲୋକ ମାନେ ଏହି ବ୍ୟସ୍ତବହୁଳ ଜୀବନରେ ହସିବାକୁ ସମୟ ପାନ୍ତି ନାହିଁ। ତେଣୁ ଏମିତି କିଛି ଲୋକ ଅଛନ୍ତି , ଯେଉଁ ମାନେ ଲୋକ ଙ୍କୁ ହସାଇ ଥାନ୍ତି। ଆଉ ମନରଞ୍ଜନ୍ କରି ଥାନ୍ତି।ତେବେ ସେମିତି ଜଣେ କଳାକାର ରହିଛନ୍ତି , ଯିଏ ବହୁତ ପୁରୁଣା କଳାକାର ଆଉ ସେ ଲୋକ ଙ୍କୁ ନିଜର ଅଭିନୟ ଓ କମେଡି ମାଧ୍ୟମ ରେ ଖୁସି କରାଇ ଥାନ୍ତି । ଆଉ ଲୋକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାନ୍ତି।ଆଉ ସେ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।


ତେବେ ଆପଣ ଓଲିଉଡ଼ ର ହରି ଭାଇ ଙ୍କୁ ଜାଣି ଥିବେ । ତେବେ ସେ ହେଉଛନ୍ତି ଜଣେ ଓଲିଉଡ଼ ର ଲୋକପ୍ରିୟ କମେଡିଆନ । ତେବେ ତାଙ୍କୁ ସମସ୍ତେ ବହୁତ ଭଲ ପାନ୍ତି, ଆଉ ତାଙ୍କ କମେଡି କୁ ବହୁତ ପସନ୍ଦ ମଧ୍ୟ କରନ୍ତି। ତେବେ ଆଜି ଆମେ ତାଙ୍କ ପରିବାର ଓ ତାଙ୍କ ସମ୍ପର୍କ ରେ କିଛି ରୋଚକ ତଥ୍ୟ ଜାଣିବା । ତେବେ ହରି ଭାଇ , ହରି ଭାଇ ଙ୍କର ପୁରା ନାମ ହରିହର ଦାସ । ତେବେ ସେ ୧୯୭୫ ମସିହା ଡିସେମ୍ବର ୨୩ ତାରିଖ ରେ ତାଙ୍କର ଜନ୍ମ ହୋଇ ଥିଲା,ଆଉ ସେ ଭଦ୍ରକ ର ଭଣ୍ଡାରୀପୋଖରି ରେ ଜନ୍ମ ହୋଇ ଥିଲେ। ତେବେ ସେ ଉତ୍କଳ ସଂଗୀତ ମହା ବିଦ୍ୟାଳୟ ରେ ସେ ନିଜର ଅଭିନୟ ଶିକ୍ଷା ଆରମ୍ଭ କରି ଥିଲେ। ତେବେ ତାଙ୍କ ସ୍ତ୍ରୀ ଙ୍କ ନାମ ରହିଛି ମୋନାଲିସା ମହା ପାତ୍ର, ଆଉ ହରି ଭାଇ ଙ୍କର ଗୋଟେ କୁନି ଝିଅ ରହିଛି।


ତେବେ ୧୯୯୫ ରେ ଓଲିଉଡ଼ ରେ ପାଦ ଦେଇ ଥିଲେ ,ଆଉ ଏହା ପରେ ସେ ଅନେକ ସଫଳତା ପାଇଁ ଛନ୍ତି। ତେବେ ସେ ଅନେକ ଚଳଚିତ୍ର ରେ କାର୍ଯ୍ୟ କରି ସଫଳତା ପାଇଛନ୍ତି। ତେବେ ସେ ଜଣେ ବିଜେପି କର୍ମୀ ରହିଛନ୍ତି। ତେବେ ସେ ତାଙ୍କ କମେଡି ପାଇଁ ଅନେକ ଆୱାର୍ଡ଼ ପାଇ ଛନ୍ତି। ତେବେ ହରି ଭାଇ ଗୋଟେ ଫିଲ୍ମ ପାଇଁ ୪/୫ ଲକ୍ଷ୍ୟ ଟଙ୍କା ନେଇ ଥାନ୍ତି ଆଉ ଗୋଟେ ଷ୍ଟେଜ ସୋ ପାଇଁ ୩୦/୪୦ ହଜାର ଟଙ୍କା ନେଇ ଥାନ୍ତି। ତେବେ ତାଙ୍କର ଏକ ବଡ଼ ଘର ରହିଛି ଓ ଦୁଇଟି କାର ମଧ୍ୟ ରହିଛି। ତେବେ ତାଙ୍କର ମୋଟ ସମ୍ପତି ରହିଛି ୪୦/୫୦ ଲକ୍ଷ୍ୟ ଟଙ୍କା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।