IAS ସାକ୍ଷାତକାରରେ ଝିଅଟିକୁ ପଚାରିଲେ ଦେହର କେଉଁ ଜାଗା ଅଧିକ ଗରମ ହୋଇଥାଏ ? ଉତ୍ତର ଶୁଣି ଆପଣ ବି ଅବାକ୍ ହୋଇଯିବେ…..

0

ସମସ୍ତେ ଯେତେବେଳେ ଛୋଟ ବେଳେ ପାଠ ପଢନ୍ତି, ସେତେବେଳେ କେବଳ ବାପା ମାଆ ଆଉ ଟିଚର୍ ଙ୍କ ଡରରେ ପାଠ ପଢିଥାଉ। ଯେତେବେଳେ ଆମେ ମାନେ ଧିରେ ଧିରେ ବଡ ହୋଇଥାଉ ଏବଂ ଏହି ଦୁନିଆ ସମ୍ପର୍କରେ କିଛି କିଛି ଜାଣିବା ପାଇଁ ଆରମ୍ଭ କରିଥାଉ, ସେତେବେଳେ ଆମେ ମାନେ ଆମର ପାଠ ର ସଠିକ୍ ମହତ୍ତ୍ୱ କୁ ବୁଝିପାରିଥାଉ। ପାଠ ପଢିବା ଦ୍ୱାରା କଣ ହୋଇଥାଏ ଏବଂ ଭବିଷ୍ୟତରେ ପାଠ ପଢି ଆମେ ମାନେ କଣ ହାସିଲ୍ କରି ପାରିବା ସେହି ସମ୍ପର୍କରେ ବୁଝି ପାରିଥାଉ।
ଆଜି କାଲି ଦୁନିଆ ଯେତେ ଆଗକୁ ଗଲାଣି ଓ ଯେତେ ଶିକ୍ଷିତ ହେଲାଣି, ଏଠାରେ ଏତେ ସହଜ ନୁହେଁ କି ଆମେ ମାନେ ଯେଉଁ ସ୍ୱପ୍ନ ଦେଖିଥିବା ସେହି ସ୍ୱପ୍ନ ପାଖରେ ପହଞ୍ଚିବା।

ଆଜିର ଦୁନିଆରେ ପ୍ରତ୍ୟେକ ପିଲା ପାଠୁଆ ହେଲେଣି ସମସ୍ତେ ବହୁତ ଭଲ ଭଲ ପାଠ ପଢୁଛନ୍ତି ସମସ୍ତେ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ଆଗେଇ ଯାଉଛନ୍ତି। ଏଠାରେ ଯିଏ ସଠିକ୍ ପାଠ ପଢିଥିବ ସିଏ ହିଁ ନିଜର ଲକ୍ଷ୍ୟ ପୂରଣ କରି ପାରିବ। ଏବେତ ଯେକୌଣସି ଚାକିରି କରିବାକୁ ଗଲାବେଳକୁ ସବୁ ଆଡେ ଇଣ୍ଟରଭ୍ୟୁ ଦେବାକୁ ପଡୁଛି, ସବୁ ଆଡେ ଆମ ମାନଙ୍କ ର ଜେନେରାଲ୍ ନୋଲେଜ୍ ଟେଷ୍ଟ ହେଉଛି। ଆଇଏସ୍ ପରୀକ୍ଷା ପାଇଁ ଯେଉଁ ଇଣ୍ଟର୍ଭ୍ୟୁ ହୁଏ, ସେଠାରେ ପିଲା ମାନଙ୍କୁ ଅନେକ ଅଜଣା ପ୍ରଶ୍ନ ର ଉତ୍ତର ମଗା ଯାଏ,ଯାହାର ଉତ୍ତର କେବଳ ପିଲା ମାନେ ନିଜର ବୁଦ୍ଧି ଦ୍ୱାରା ହିଁ ଦେଇ ପାରନ୍ତି। ଆମେ ମାନେ ବି ଆପଣ ମାନଙ୍କୁ ଆଜି ସେହି ପରି କିଛି ପ୍ରଶ୍ନ ଏବଂ ଉତ୍ତର ସମ୍ପର୍କରେ କହିବୁ ଯାହା କି ଆଇଏସ୍ ପରୀକ୍ଷା ପାଇଁ ହେଉଥିବା ଇଣ୍ଟର୍ଭ୍ୟୁ ରେ ପଚରାଯାଏ।

1 . ଦେହର କେଉଁ ଜାଗା ଅଧିକ ଗରମ ହୋଇଥାଏ?
ଉତ୍ତର :- ଦେହର ସେହି ଜାଗା ଟି ଅଧିକ ଗରମ ଯେଉଁ ଜାଗାରେ ଶରୀର ର ରକ୍ତ ସଞ୍ଚାଳନ ଅଧିକ ହୋଇଥାଏ।

2 . ମୋତେ ଯେତେ ଟାଣିବ ମୁଁ ସେତେ ଛୋଟ ହେଇଯିବି, କୁହ ମୁଁ କିଏ?
ଉତ୍ତର :- ସିଗାରେଟ୍

3 . ମୁଁ ସବୁକିଛି ଓଲଟା କରିଦେବି, କିନ୍ତୁ ମୁଁ ହଲଚଲ ହୋଇ ପାରିବିନି, ଜାଣିଛ କି ମୁଁ କିଏ?
ଉତ୍ତର :- ଦର୍ପଣ

4 . ଗୋଟେ ଲୋକ କେତେ ଦିନ ନ ଶୋଇକି ରହି ପାରିବ?
ଉତ୍ତର :- ରାତିରେ ଶୋଉଛି ତେଣୁ ଦିନରେ ଶୋଇବା କିଛି ଦରକାର ନାହିଁ।

5 . ଝିଅଙ୍କ ର କେଉଁ ଅଙ୍ଗକୁ ତୁମେ ଖାଇ ପାରିବ?
ଉତ୍ତର :- ଲେଡିଜ୍ ଫିଙ୍ଗର୍, ଯାହାକୁ ଓଡିଆରେ ଭେଣ୍ଡି ବୋଲି କୁହାଯାଏ। ଏହା ଏକ ପରିବା ତେଣୁ ଆମେ ଏହାକୁ ଖାଇ ପାରିବା।

6 . ଜଣେ ହତ୍ୟାକାରୀ କୁ ଦଣ୍ଡ ଦେବା ଉଦ୍ଦେଶ୍ୟରେ ତିନୋଟି ଘର ବାଛିବାକୁ କୁହାଗଲା,
ପ୍ରଥମେ ଘରେ ଖଣ୍ଡା ଦ୍ୱାରା
ଦ୍ୱିତୀୟ ଘରେ ବନ୍ଧୁକ ଦ୍ୱାରା
ତୃତୀୟ ଘରେ ୦୩ ବର୍ଷ ର ଭୋକିଲା ବାଘ ଦ୍ୱାରା।
ତେବେ ସେ କେଉଁ ଘରକୁ ଗଲେ ବଞ୍ଚି ପାରିବ।
ଉତ୍ତର :- ତୃତୀୟ ଘରକୁ ଗଲେ ବଞ୍ଚିପାରିବ, କାରଣ ୦୩ ବର୍ଷ ର ବାଘ ମରି ସାରିଥିବ।

7 . କାହାର ଦାନ୍ତ ଅଛି କିନ୍ତୁ ଖାଦ୍ୟ ଖାଇପାରେ ନାହିଁ?
ଉତ୍ତର :- ପାନିଆ

8 . କେଉଁ ଟେବୁଲ୍ ର ଗୋଡ ନାହିଁ?
ଉତ୍ତର :- ଭେଜିଟେବୁଲ୍

9 . ମୁଁ ବହୁତ ଓଜନିଆ କିନ୍ତୁ ଇଂରାଜୀ ଶବ୍ଦ ନଟ୍ ମୋତେ ସବୁବେଳେ ଓଲଟା ଲାଗେ?
ଉତ୍ତର :- TON

10 . ଶରୀର ର କେଉଁ ଅଂଶରୁ ଝାଳ ବୁହେ ନାହିଁ?
ଉତ୍ତର :- ଓଠ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।