ପୁଣିଥରେ ସାମନ୍ନାକୁ ଆସିଲା ପୃଥିବୀରେ ଏମିତି ଅଦ୍ଭୁତ ପ୍ରାଣୀ ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ମୁହୂର୍ତ୍ତକ ନେଇପାରେ ଜୀବନ

0

ଆମ ପୃଥିବୀରେ ବେଳେବେଳେ ଏମିତି ସବୁ ଅଦ୍ଭୁତ ପ୍ରାଣୀ ମାନଂକୁ ଦେଖିବାକୁ ମିଳେ, ଯାହା ଆପଣ କେବେ ଆଗରୁ ଦେଖି ନଥିବେ। ତେବେ ଏସବୁ ଜୀବ ମାନେ ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାନ୍ତି। ତେବେ ଏସବୁ ଜୀବ ବହୁତ କମ ଜାଗା ରେ ଦେଖିବାକୁ ମିଳେ ଏବଂ ତେବେ ତାଙ୍କ ଭିତରୁ ଅନେକ ବହୁତ କ୍ଷତିକାରକ ମଧ୍ୟ ହୋଇ ଥାନ୍ତି। ଭଗବାନ ଙ୍କର ଏହି ସୁନ୍ଦର ସୃଷ୍ଟି ରେ ଅନେକ ସୁନ୍ଦର ସୁନ୍ଦର ପ୍ରାଣୀ ମାନଂକୁ ଦେଖିବାକୁ ମିଳେ। ଯାହା ଆପଣ କେବେ ଦେଖି ନଥିବେ କି ଜାଣି ନଥିବେ।

ତେବେ ଏଭଳି ଅନେକ ଛୋଟ ଛୋଟ ଜୀବ ଅଛନ୍ତି ଯାହା ବହୁତ ବିଷାକ୍ତ ଅଟନ୍ତି,ଯାହା ସାଙ୍ଗେ ସାଙ୍ଗେ ଗୋଟେ ଜୀବ ର ଜୀବନ ନେଇ ଯିବ। ତେବେ ସମୁଦ୍ର ରେ ଅନେକ ଜୀବ , ଗଛ , ମୂଲ୍ୟବାନ ଜିନିଷ ପାଉ। ତେବେ ଏହି ଜୀବ ଗୁଡିକ ବହୁତ ଅଦ୍ଭୁତ ହୋଇ ଥାନ୍ତି ଓ ବହୁ କ୍ଷତିକାରକ ମଧ୍ୟ ହୋଇ ଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ପରି କିଛି ବିଷାକ୍ତ ଜୀବ,ଯେଉଁ ମାନେ କି ଗୋଟେ ଚୋଟ ରେ ଜୀବନ ନେଇ ଯାଇପାରେ।

୧) ବୋମ୍ବାର୍ଦିଏର୍ ବିତେଲ୍ :-
ତେବେ ଏହି ଜୀବ ଅଣ୍ଟାର୍କୋତିକ ଛାଡ ଆଉ ସବୁ ସ୍ଥାନ ରେ ଦେଖିବାକୁ ମିଳେ। ଏହା ଦେଖିବା ପାଇଁ ବହୁତ ଛୋଟ ହେଲେ ଏହା ବହୁତ ବିଷାକ୍ତ ଅଟେ। ତେବେ ଏହି ଜୀବ ଓଦାଳିଆ ଜାଗା ରେ ରହି ଥାଏ। ଏହି ଜୀବ ଗୁଡିକ ଗରମ ଜାଗା ରେ ରହିବାକୁ ପସନ୍ଦ କରନ୍ତି। ତେବେ ଏହି ଛୋଟ ଜୀବଟି ତା ଶତ୍ରୁଠୁ ବଂଚିବା ପାଇଁ ଏକ ପ୍ରକାର କେମିକାଲ୍ ସ୍ପ୍ରେ କରି ଦିଏ,ଯାହା ବହୁତ ବିଷାକ୍ତ ହୋଇ ଥାଏ, ଆଉ ଏହି ସ୍ପ୍ରେ ରେ ଜଣେ ମଣିଷ ର ଜୀବନ ମଧ୍ୟ ଯାଇ ପାରେ।

୨) ଅଲ୍ପାଇନ୍ ଇବେଏକ୍ସ୍: –
ତେବେ ଏହି ଜୀବ ଟି ର ଲମ୍ବ୍ ୧୫୦ ରୁ୧୭୦ ମିଟର ଯାଏ ହୋଇ ଥାଏ। ତେବେ ଏହି ଜୀବ ର ଓଜନ ୬୮ ରୁ୧୧୭ କିଲୋ ଯାଏ ମଧ୍ୟ ହୋଇ ଥାଏ। ଏହି ଜୀବ ମାନେ ନିଜ ଶତ୍ରୁ ଠୁ ବଂଚିବା ପାଇଁ ପଥର ଚଟାଣ ଉପରକୁ ଚଢି ଯାନ୍ତି।

୩) ପିସ୍ତୋଲ୍ ସ୍ତ୍ରିମ୍ :-
ତେବେ ଏହି ପ୍ରାଣୀ ଟି ଯେତେବେଳେ ତା ଶତ୍ରୁ କୁ ଆକ୍ରମଣ କରେ,ସେତେବେଳେ ତା ହାତ ଟି ପୁରା ଶକ୍ତ ଭାବରେ ମୋଡ଼ି ହୋଇ ଯାଏ। ଯାହା ଦ୍ୱାରା ଏହାର ତାପମାତ୍ରା ୪୦୦୦ ଡିଗ୍ରୀ ଯାଏ ଚାଲି ଯାଏ। ତେବେ ଏହି ଜୀବ ର ଗୋଟେ ପ୍ରହାର ରେ ତା ଶତ୍ରୁ ଟି ଧରାସାୟି ହୋଇ ଯାଏ।

୪) କୋମୋନ୍ ବିସିଲିକ୍: –
ତେବେ ଏହି ଜୀବ ଏକ ପ୍ରକାର ଝିଟିପିଟି । ତେବେ ଏହି ପ୍ରାଣୀ ର ଲମ୍ବା ଲାଞ୍ଜ , ଆଉ ହାତ ପାଇଁ , ଏହି ଜୀବ ପାଣି ରେ ବହୁତ ଜୋର ରେ ଦୌଡ଼ି ପରେ ଏବଂ ନିଜ ଶତ୍ରୁ ଠୁ ମଧ୍ୟ ବଞ୍ଚି ପାରେ।

୫) ମିମିକ୍ ଅକ୍ତୋପୋସ୍: –
ତେବେ ଅକ୍ତୋପୋସ୍ ରେ ଅନେକ ପ୍ରକାର ପ୍ରଜାତି ଅଛନ୍ତି, ଯେଉଁ ମାନେ କି ନିଜ ର ରୂପ ବଦଳାଇ ପାରନ୍ତି। ତେବେ ଏହି ଯିବ ନିଜ ଆଗ ରେ ଯାଉ ଥିବା ଜୀବ ପାରି ମଧ୍ୟ ରୂପ ବଦଳାଇ ପରେ। ତେବେ ଏହାକୁ ଜେଲି ଫିସ ମଧ୍ୟ କୁହା ଯାଏ। ଏହି ଜୀବ ସମୁଦ୍ର ରେ ଦେଖିବାକୁ ମିଳନ୍ତି।

ତେବେ ଏଭଳି ଅଦ୍ଭୁତ ଜୀବ ଆପଣ କେବେ ଦେଖି ନଥିବେ କି ଜାଣି ନଥିବେ। ତେବେ ଏମାନେ ବହୁତ ବିଷାକ୍ତ ହୋଇ ଥାନ୍ତୁ। ଏମାନଙ୍କ ର ଗୋଟେ ଚୋଟ ରେ ସାଙ୍ଗେ ସାଙ୍ଗେ ମୃତ୍ୟୁ ହୋଇ ପରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।