ନିଆଁ ଭଳି ଭାଇରାଲ୍ ହେବାରେ ଲାଗିଛି ଏହି ଭିଡିଓ – ସୋସିଆଲ୍ ମିଡିଆ ରେ ଲାଇଭ୍ ଆସି ପରସ୍ପରକୁ ହେଲେ ବାହା ତା’ପରେ ଯାହା ହେଲା

0

ପ୍ରେମ ସମ୍ପର୍କ କୁ ଆଜିର ଯୁବ ପୀଢ଼ି ପୁରା କଳୁଷିତ କରି ସାରିଲେଣି। ପ୍ରେମ ର ପ୍ରକୃତ ପରିଭାଷା ବୁଝୁ ନଥିବା ଏହି ଯୁବକ ଯୁବତୀ ମାନେ ଏପରି କାର୍ଯ୍ୟ କରୁଛନ୍ତି ତାହା ସମାଜ ର ଆଗାମୀ ପୀଢ଼ି ପାଇଁ ଖରାପ ଉଦାହରଣ ନେଇ ଆସିବ। ତେବେ ପ୍ରେମ ମାନେ କିଛି ବୁଝନ୍ତି ନାହିଁ ଏହି ଯୁବ ସମାଜ। ଆଜିର ଆଧୁନିକ ଯୁଗରେ ନିଜକୁ ସ୍ମାର୍ଟ ଭାବି ପ୍ରେମ କୁ ଏକ ଲୋକ ଦୃଶିଆ କରି ସାରିଲେଣି। ସୋସିଆଲ ମିଡିଆ ରେ ଯୁଗଳ ଫୋଟ ନେଇ ଅଶ୍ଳୀଳ ଫୋଟ ପୋଷ୍ଟ କରି ପ୍ରେମ କୁ ଦେଖାଇ ଚାଲିଛନ୍ତି ଆଜିର ଯୁବଗୋଷ୍ଠୀ।

ପ୍ରେମ ଏକ ପବିତ୍ର ସମ୍ପର୍କ। କିନ୍ତୁ ଆଜିର ପିଲା ଏହାକୁ ଶସ୍ତା ମଜା ସଜେଇ ଦେଉଛନ୍ତି। ଠିକ୍ ଏହିପରି ଏକ ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କାରଣ ଏତେ କମ୍ ବୟସରେ ଏପରି କରିଛନ୍ତି ଏହି ପ୍ରେମୀ ଯୁଗଳ। ପ୍ରେମ ପାଇଁ ସୋସିଆଲ ମିଡିଆ ରେ ଲାଇଭ ଆସି ପରସ୍ପରକୁ ବିବାହ କରିଛନ୍ତି ଏହି ପ୍ରେମିକ ଏଵଂ ପ୍ରେମିକା।

ବୟସ ଅଳ୍ପ ମାତ୍ର ଏପରି ପ୍ରେମ ପାଇଁ ଗୋପବନ୍ଧୁଙ୍କର ଏମାନେ ଆସି ସୋସିଆଲ ମିଡିଆରେ ବିବାହ କରିବା କେତେଦୂର ଠିକ୍ ଆପଣ ଭାବି ପାରିବେ। ଏହି ଭିଡିଓ ରେ ଏପରି ଦେଖିବାକୁ ମିଳୁଛି କି ଏହି ପ୍ରେମିକ ଜନକ ସୋସିଆଲ ମିଡିଆ ରେ ଲାଇଭ କରି ତାର ପ୍ରେମିକା କୁ ସିନ୍ଦୂର ଲଗାଇ ବିବାହ କରୁଛନ୍ତି। ଆଉ ତାର ପ୍ରେମିକା ମଧ୍ୟ ତାର ପ୍ରେମିକ କୁ ମୁଣ୍ଡିଆ ମାରି ଜୁହାର ହେଉଛି।

ପ୍ରେମ କରିବା ଭୁଲ ନୁହେଁ। ମାତ୍ର ସାବାଳକ ନହେବା ପର୍ଯ୍ୟନ୍ତ ବିବାହ କଲେ ଅନେକ ସମସ୍ୟା ଉପୁଜେ। ଏହା ସହିତ ଏହି ପରି ଭାବରେ ଆଜିର ଯୁବଗୋଷ୍ଠୀ ଏପରି ଅନେକ ଭିଡିଓ ସୋସିଆଲ ମିଡିଆ ରେ ପୋଷ୍ଟ କରୁଛନ୍ତି। ସ୍କୁଲ ଯିବା ବେଳକୁ ପ୍ରେମ କରିବା ଶିଖି ଗଲାଣି ଆଜିର ଆଧୁନିକ ପିଲା ମାନେ। ପ୍ରେମ କରିବା ପାଇଁ ଶାରିରୀକ ସମ୍ପର୍କ ସ୍ଥାପନ ରଖିବା ନିହାତି ଜରୁରୀ ନୁହେଁ ବୋଲି ଆମେ ଭାବିବା ଉଚିତ୍। ଏପରି କରୁଥିବା ଯୁବ ଗୋଷ୍ଠୀ ମାନେ ଅନେକ ସମୟରେ ରାଗନ୍ତି । କାରଣ ତାଙ୍କ ପାଇଁ ପ୍ରେମ ଏକ ସାମାଜିକ ଆଧୁନିକତା।

ଏହି ଭିଡିଓ ରେ ଥିବା ପ୍ରେମୀ ଯୁଗଳ ଦୁଇ ଜଣ ଘରୁ ପଲେଇ ଆସିଛନ୍ତି ଲୁଚି। ଏହା ପରେ ବିବାହ କରୁଛନ୍ତି। ସେମାନେ ନିଜ ପିତା ମାତା ଙ୍କ ଅନୁପସ୍ଥିତି ରେ ଏପରି କରିବା ଠିକ୍ ନୁହେଁ। ଆଉ ତାଛଡା ସୋସିଆଲ ମିଡିଆ ରେ ମଧ୍ୟ ଏକ ଖରାପ ମେସେଜ ଯିବ ସମସ୍ତ ଯୁବ ପୀଢ଼ି ଙ୍କୁ। ଯେଉଁ ବୟସରେ ପାଠ ପଢି କିଛି କରିବାର ସ୍ଵପ୍ନ ଦେଖିବା କଥା ସେହି ସମୟରେ ପ୍ରେମ କରି ବିବାହ କରିଛନ୍ତି ଏହି ପ୍ରେମ କରୁଥିବା ପ୍ରେମୀ ଦୁଇଜଣ। ତେବେ ଏହା ସମାଜ ପାଇଁ ଏକ ଖରାପ ଉଦାହରଣ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।