ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଝିଅର ଅନ୍ତରଙ୍ଗ ଫଟୋ ସମସ୍ତଙ୍କ ମୋବାଇଲରୁ ସେୟାର ହେବାରେ ଲାଗିଲା ଏହି ଫୋଟୋ ଆଉ ତା’ପରେ

0

ଆମ ଦେଶରେ ଲୋକ ମାନେ ଏବେ ମଣିଷ ରୁ ରାକ୍ଷସ ପାଲଟି ଯାଇଛନ୍ତି। ଆଉ ଦେଶରେ ଝିଅ ବୋହୂ ମାନେ କେହିବି ସୁରକ୍ଷିତ ନୁହନ୍ତି। ପ୍ରତିଦିନ କେତେ କୋମଳବତୀ ଝିଅ ମାନଙ୍କ ର ଇଜ୍ଜତ୍ ଲୁଟ୍ ହେବା ସହ ସେମାନଙ୍କୁ ନୃଶଂସ ଭାବେ ହତ୍ୟା ମଧ୍ୟ କରାଯାଉଛି। ଏକ ଝିଅ ର ପରିବାର ଲୋକ ସେମାନଙ୍କ ଝିଅ କୁ ଘରୁ ବାହାରକୁ ଛାଡିବାକୁ ଡରୁଛନ୍ତି। ଆଉ ଯଦି ଛାଡୁଛନ୍ତି ତାର ଆସିବା ବାଟ କୁ ଚାହିଁ ରହୁଛନ୍ତି। ସେମାନେ ମଧ୍ୟ ଡରୁଛନ୍ତି ଯଦି ଯଦି କେହି ତାହା ସହ କିଛି ଖରାପ କରିଦେଲା,ଯଦି ଆମ ଝିଅ ସହ କିଛି ହେଇଗଲା ଏହି ପରି ଅନେକ ପାପ ଭାବନା ତାଙ୍କ ମନ କୁ ଛୁଉଁଛି।

ଆମ ଦେଶରେ ଦୁଷ୍କର୍ମ ର ମାତ୍ରା ଅନେକ ମାତ୍ରାରେ ବଢିଚାଲିଛି। ତେବେ ଏହା ସତ ରେ ଅତି ଲଜ୍ୟାଜନକ ଘଟଣା ।ତେବେ ଏହି ସମାଜ ରେ ନାରୀ ମାନେ ଆଉ ନିଜ୍ କୁ ସୁରକ୍ଷିତ ମନେ କରୁ ନାହାନ୍ତି। ତେବେ କାହା କୁ ବିଶ୍ୱାସ କରିବା ମହିଳା ମାନଙ୍କ ସପକ୍ଷ ରେ ଏହା ଅସମ୍ଭବ ହୋଇ ପୋଡିଲନି। ତେବେ ପ୍ରତିଦିନ୍ ନାରୀ ମାନଙ୍କ ସହ ଅନେକ ଅପଘଟଣ ଘଟିବା ରେ ଦେଖିବାକୁ ମିଳୁଛି।ତେବେ ଏହି ଶିକ୍ଷିତ ସମାଜ ରେ ଏହି ଭଳି ଘଟଣା ଅଧିକ ଦେଖିବାକୁ ମିଳୁଛି।ତେବେ ଯୁବକ ମାନେ ମହିଳା ମାନଂକର ସରଳତା ର ଫାଇଦା ଉଠାଇ ତାଙ୍କ ସହ ଏହିଭଳି କାର୍ଯ୍ୟ କରୁଛନ୍ତି।

ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ର ଲଳିତଗିରି ପଂଚାୟତ ର ଏହା ହେଉଛି ଘଟଣା । ତେବେ ଏହି ପଂଚାୟତ ର ଜଣେ ଯୁବକ ଦୀପକ ପୁରୁଷତମପୁର୍ ଗାଁ ର ଜଣେ ନାବାଳିକା ଝିଅ ର ଉଲଗ୍ନ ଫୋଟ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ତେବେ ସେହି ଯୁବକ ଜଣକ ପ୍ରେମ କରିବାର ଅଭିନୟ କରି ଅନେକ ବଡ଼ ବଡ଼ ସ୍ବପ୍ନ ଦେଖାଇ , ବିବାହ ର ପ୍ରତି ସୃତି ଦେଇ ସେହି ଝିଅ ର ଉଲଗ୍ନ୍ ଫୋଟ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ତେବେ ଆଜି ର ଏହି ଯୁବପିଢି ଏମିତି କାର୍ଯ୍ୟ କରିବା ଆଗରୁ ଥରେ ମଧ୍ୟ ଭାବୁ ନାହାନ୍ତି, କି ସେ ଝିଅ ତାଙ୍କ ଘର ର ସମାନ୍ନ ।

ତେବେ ସେ ଯାହା ଠୁ ଜନ୍ମ ହୋଇ ଛନ୍ତି ସେବି ଜଣେ ମା ,ଏହା କଣ ସେ ଥରେ ବି ଭାବି ନାହାନ୍ତି। ତେବେ ଏଭଳି ଅସାମଜିକ୍ କାର୍ଯ୍ୟ କରୁ ଥିବା ଦୀପକ ପାଇଁ ଏହି ସମାଜ ରେ ଜାଗା ନାହିଁ। ତେବେ ଏମାନଂକୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର।ତେବେ ଏହା ପାଇଁ ମହିଳା ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ଥିଲେ, ତେବେ ସେତେବେଳେ ଏହି ସବୁ ଜଣା ପଡି ଥିଲା। ତେବେ ସେହି ଝିଅ ଟି ତା ମା କୁ ସମସ୍ତ କଥା କହି ଥିଲା,ଆଉ ତା ଙ୍କ ମା ମଧ୍ୟ ଏହା ଶୁଣି ସାରି ଥାନା ରେ ଅଭିଯୋଗ କରି ଥିଲେ। ତେବେ ସେହି ଦୀପକ କୁ ଉଚିତ ଦଣ୍ଡ ଦିଆ ଯିବା ଦରକାର।

ତେବେ ଏହି ସବୁ ଘଟଣା ରୁ ମୁକ୍ତି ପାଇବାକୁ ହେଲେ ଆମକୁ ସଚେତନ ରହିବାକୁ ହେବ,ଆଉ ମିଛ ପ୍ରେମ ଜାଲ ରେ ନ ପଡନ୍ତୁ।ଆଉ ସମସ୍ତ୍ ଅଭିଭାବକ ମଧ୍ୟ ନିଜ ପିଲା ଙ୍କୁ ସଚେତନ କରନ୍ତୁ,ଦେଲେ ଯାଇ ଏହି ସବୁ ଅପଘଟଣ ରୁ ମୁକ୍ତି ମିଳିବ।