Vastu Tips – ଜାଣନ୍ତୁ କୁଆଡେ ମୁଣ୍ଡ ଦେଇ ଶୋଇବେ ନହେଲେ ହୋଇପାରେ ଆପଣ ମାନଙ୍କ ର ଏହି ସବୁ କ୍ଷତି।

0

ଯେତେବି ଧର୍ମ ଏହି ଦୁନିଆରେ ରହିଛି, ସେହି ସବୁ ଧର୍ମ ମାନଙ୍କ ମଧ୍ୟରୁ ହିନ୍ଦୁ ଧର୍ମ କୁ ବହୁତ ପବିତ୍ର ଏବଂ ଶ୍ରେଷ୍ଠ ଧର୍ମ ବୋଲି ମନା ଯାଇଥାଏ। ହିନ୍ଦୁ ଧର୍ମ ବି ସବୁ ଧର୍ମ ଠାରୁ ପୁରା ଅଲଗା, ହିନ୍ଦୁ ଧର୍ମ ବି ଆଉ କୌଣସି ଧର୍ମ ସହ ସମାନତା ବି ନାହିଁ। ତେବେ ଆମ ହିନ୍ଦୁ ଧର୍ମ ରେ ଅନେକ ନିୟମ ସବୁ ରହିଛି, ଯେଉଁ ସବୁ ନିୟମ ଆମ ନିତିଦିନ ର ଜୀବନଶୈଳୀ ସହ ଯୋଡିତ ରହିଛି। ତେବେ ଆମେ ମାନେ ଆମ ଅଜାଣତ ରେ ଅନେକ କିଛି କାର୍ଯ୍ୟ କରି ଥାଉ। ତେବେ ଆପଣ ମାନେ ଦେଖି ଥିବେ କି ଅନେକ ସ୍ଥାନ ରେ ଲୋକ ମାନେ ବାସ୍ତୁ ଶାସ୍ତ୍ର ଉପରେ ଅନେକ ବିଶ୍ୱାସ କରି ଥାନ୍ତି।

ଆଉ ବାସ୍ତୁ ଅନୁସାରେ ଅନେକ କିଛି କାର୍ଯ୍ୟ କରି ଥାନ୍ତି। ଯେମିତି ଲୋକ ଘର କରିବା ଆଗରୁ ବାସ୍ତୁ ଶାସ୍ତ୍ର କୁ ଭଲ ଭାବେ ଦେଖି ଥାନ୍ତି। ତେବେ କେଉଁ ସ୍ଥାନ ରେ କେଉଁ ରୁମ ହେବ ଆଦି ଅନେକ୍ କିଛି ଜାଣି ଥାନ୍ତି। ତେବେ ଏହି ବାସ୍ତୁ ରେ ଅସୁବିଧା ହେଲେ ଏହା ଆମ ଉପରେ ଏକ ଖରାପ ପ୍ରଭାବ ପୋକାଇ ଥାଏ। ତେବେ ଏହି ସବୁ ତୁ ମୁକ୍ତି ପାଇବାକୁ ହେଲେ ଆମକୁ ଏହି ବାସ୍ତୁ ଶାସ୍ତ୍ର ରୁ କିଛି ଟିପ୍ସ କୁ ଜାଣିବାକୁ ହେଲେ, ଆଉ ତାକୁ ମନିବା କୁ ମଧ୍ୟ ହେବ। ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଉପରେ କିଛି ଟା ମହତ୍ୱପୂର୍ଣ୍ଣ ଟିପ୍ସ।

ତେବେ ଆପଣ ମାନେ ଦେଖି ଥିବେକି ଅନେକ କିଛି କାରଣ ରୁ ଆମ କୁ ରୋଗ ହୋଇ ଥାଏ। ତେବେ ଯାହା ଆମ କୁ ଅଧିକ କଷ୍ଟ ଦେଇ ଥାଏ। ତେବେ ଏମିତି ଅନେକ ରୋଗ ରହିଛି , ଯାହା କୁ ଡାକ୍ତର ମଧ୍ୟ ଜାଣି ପାରନ୍ତି ନାହିଁ। ତେବେ ଏହି ସବୁ ବାସ୍ତୁ ର ଅସୁବିଧା ରେ ମଧ୍ଯ ହୋଇ ଥାଏ। ତେବେ ଏହି ସବୁଠୁ ମୁକ୍ତି ପାଇବା ପାଇଁ ପ୍ରଥମେ ଆପଣ ଶୋଇବା ର ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।ତେବେ ଆଜି କାଲି ଲୋକ ମାନେ ବେଡ଼ କୁ ଏମିତି ଭାବରେ ରଖି ଦେଉଛନ୍ତି। ଯାହା ଦ୍ୱାରା ଏହାକୁ ଠିକ କରି ହେବ ନାହିଁ। ତେବେ ଆମ କୁ ଶୋଇବାର ଠିକ ଦିଗ କୁ ଧ୍ୟାନ ଦେବା ଆବଶ୍ୟକ,

ନହେଲେ ଏହା ରଗ ସୃଷ୍ଟି ର କାରଣ ହୋଇ ଥାଏ।ତେବେ ଶୋଇବା ବେଳେ ସବୁ ବେଳେ ପୂର୍ବ ଦିଗ କୁ ସୋଇବକୁ ଚେଷ୍ଟା କରନ୍ତୁ, ଆଉ ତା ସହ ଦକ୍ଷିଣ ଦିଗ ମଧ୍ୟ ଶୁଭ ହୋଇ ଥାଏ। ତେବେ ଦକ୍ଷିଣ କୁ ଶୋଇଲେ ଧନ ର ଆଗମନ ହୋଇ ଥାଏ , ଆୟ ଅଧିକ ହୋଇ ଥାଏ।ତେବେ ଯେଉଁ ମାନଂକର ଅଧିକ ବୟସ ସେମାନେ ପୂର୍ବ ଦିଗ କୁ ମୁଣ୍ଡ କରି ଶୋଇବା ଭଲ ହୋଇ ଥାଏ,ଏହା ଦ୍ୱାରା ଅନେକ ଚିନ୍ତା ଦୂର ହୋଇ ଥାଏ,ଆଉ ଶାନ୍ତି ରେ ଶୋଇ ପାରି ଥାଉ।

ତେବେ ଆଉ ଗୋଟେ ବିଶେଷ ଧ୍ୟାନ ଦେବା ଉଚିତ କି ଆମେ ଘର ତିଆରି ବେଳେ ସଠିକ ଦିଗ ଦେଖି ତିଆରି କରିବା ଆବଶ୍ୟକ,ନହେଲେ ଅନେକ କିଛି ଅସୁବିଧା ଦେଖିବାକୁ ମିଳି ଥାଏ। ତେବେ ଆପଣ ଏମିତି ଜାଗାରେ ଦକ୍ଷିଣ ପୂର୍ବ ଦିଗ କୁ ମୁଣ୍ଡ କରି ସୁଅନ୍ତୁ, ଆଉ ଦେଖିବେ ଧୀରେ ଧୀରେ ରୋଗ ସବୁ ଦୁରେଇ ଯିବ,ଆଉ ଆପଣ ସୁସ୍ଥ ରହିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।