cheap sex perth Dating Calverton Dating sites East Islip Speed dating MT Dating in Acton

ହେ ଭଗବାନ ! ଏକା ସାଙ୍ଗରେ ମାଆ ଓ ଝିଅ ଜନ୍ନ କଲେ ଦୁଇଟି ଶିଶୁ ଏମାନଙ୍କ ବାପା କିଏ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

0

ଆଜି ର ଦୁନିଆ ତ ଆଗର ଦୁନିଆ ଠାରୁ ବହୁ ଆଗରେ ପହଞ୍ଚି ଗଲାଣି। ଲୋକ ମାନେ ଆଜି କାଲି ବହୁତ ଶିକ୍ଷିତ ହୋଇଗଲେଣି, ଏହା ଦ୍ୱାରା ସେମାନେ ଅନେକ ନୂତନ ନୂତନ ଜିନିଷ ସବୁ ଉଦ୍ଭାବନ କରି ଆମ ଦେଶକୁ ମଧ୍ୟ ବହୁ ଆଗକୁ ନେଇ ଗଲେଣି। ଆଜି ର ଦୁନିଆରେ ଲୋକ ମାନଙ୍କୁ ଆଉ କୌଣସି ଜିନିଷ ପାଇଁ ଅପେକ୍ଷା କରିବାକୁ ପଡୁନାହିଁ। ଆଗରୁ ଯେପରି ଗୋଟେ ଫୋନ୍ କଲ୍ କରିବା ପାଇଁ କିମ୍ବା ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କିମ୍ବା ଏକ ଚିଠି ପତ୍ର ଦେବା ପାଇଁ ମାସ ମାସ ଧରି ଲୋକ ମାନଙ୍କୁ ଅପେକ୍ଷା କରିବାକୁ ପଡୁଥିଲା।

ତେବେ ସୋସିଆଲ ମିଡ଼ିଆ ରେ ଆମେ ମାନେ ଦେଖିଥିବା ଦେଶ ବିଦେଶରୁ ପ୍ରତ୍ୟେକ ଦିନ ହଜାର ହଜାର ଫଟୋ, ଭିଡିଓ ଓ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ଭାଇରାଲ୍ ହେଉଛି। ସେହି ସବୁ ଭିଡିଓ ମଧ୍ୟରୁ କେତେକ ଭିଡିଓ ରେ ସତ୍ୟତା ରହିଥିବା ବେଳେ ଆଉ କେତେକ ଭିଡିଓ ରେ ସତ୍ୟତା ରହିନଥାଏ, ହେଲେ ସୋସିଆଲ ସାଇଟ୍ ରେ ବେଳେ ବେଳେ ଏପରି କିଛି ଖବର ଆସିଥାଏ ଯାହା ସତ ହୋଇଥାଜ ଓ ଲୋକ ମାନେ ତାହାକୁ ଶୁଣି ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଥାଆନ୍ତି। ତେବେ ଆମେ ମାନେ ବି ଆଜି ଆପଣ ମାନଙ୍କୁ ସେହିପରି ଏକ ଖବର ସମ୍ପର୍କରେ କହିବୁ।

ସମସ୍ତେ କୁହଁନ୍ତି ଏକ ନାରୀ ର ନାରୀତ୍ୱ ସେତେବେଳେ ଧନ୍ୟ ହୋଇଥାଏ ଯେତେବେଳେ ସେ ଗୋଟେ ଝିଅ ରୁ ମାଆ ହୋଇଥାଏ ଏବଂ ଏକ ଶିଶୁ କୁ ଏହି ଦୁନିଆ କୁ ଆଣିଥାଏ। ତେବେ ଏକ ନାରୀ ର ମଧ୍ୟ ସବୁଠାରୁ ଭଲ ଅନୁଭବ ସେତେବେଳେ ହୋଇଥାଏ ଯେତେବେଳେ ସେ ତାର ନିଜର ଛୁଆ କୁ ପ୍ରଥମ ଥର ପାଇଁ ଦେଖିଥାଏ, ସେତେବେଳେ ତା ମୁହଁରେ ଏକ ଅଲଗା ପ୍ରକାରର ଚମକ ଥାଏ, ଆଖି ରେ ମଧ୍ୟ ଏକ ଅଲଗା ପ୍ରକାରର ଚମକ ଥାଏ ହେଲେ ତାହା ସହ ଆଖି ରେ ଲୁହ ମଧ୍ୟ ଥାଏ ଯାହାକି ଖୁସି ର ଲୁହ ଥାଏ। ମାଆ ହବାର କୈଣସି ବୟସ ନଥାଏ ,

ହେଲେ ଡକ୍ଟର ମାନେ କୁହନ୍ତି କି ଜଣେ ମହିଳା ତାର ୪୦ ରୁ ୪୫ ବର୍ଷ ମଧ୍ୟରେ ମାଆ ହେବାଟା ତା ନିଜ ପାଇଁ ତଥା ନିଜ ର ପିଲା ପାଇଁ ଭଲ ହୋଇଥାଏ, ହେଲେ ଆପଣ ମାନେ କେବେ ଭାବିଛନ୍ତି କି ଜଣେ ମାଆ ଏବଂ ଝିଅ ଏକା ସହ ମାଆ ହେବେ ବୋଲି, ଏହା ତ ସାଧାରଣତଃ ଟିକେ ଅଲଗା କିନ୍ତୁ ଅସମ୍ଭବ ନୁହେଁ, କାରଣ ଏବେ ର ଦୁନିଆରେ ତାହା ସବୁ ଦେଖିବାକୁ ମିଳୁଛି, ଏବଂ ଆମେ ମାନେ ଆଜି ସେହିପରି ଏକ ଘଟଣା ସମ୍ପର୍କରେ ହିଁ କହିବୁ।

ଏହି ଘଟଣା ଟି ହେଉଛି ତିର୍କୀ ର, ଏଠାରେ ଜଣେ ୪୨ ବର୍ଷ ର ମାଆ ଏବଂ ୨୧ ବର୍ଷ ଝିଅ ନିଜର ସନ୍ତାନ ମାନଙ୍କୁ ଏକା ସହ ଜନ୍ମ ଦେଇଛନ୍ତି।ଏହି ଦୁଇ ଜଣ ମାଆ ଝିଅ ଦୁଇଟି ଶିଶୁ ପୁତ୍ର କୁ ଜନ୍ମ ଦେଇଛନ୍ତି, ଦୁଇ ଜଣଙ୍କର ସିଜରିଙ୍ଗ୍ ଅପରେସନ୍ ହୋଇଛି। ପ୍ରଥମ ତ ଏକା ସହ ଜଣା ପଡିଥିଲା କି ମାଆ ଝିଅ ଗର୍ଭବତୀ ଅଛନ୍ତି ବୋଲି, ଏହା ପରେ ସେମାନେ ପରସ୍ପର ନିଜର ଖେୟାଲ୍ ରଖିଥିଲେ। ଏହାପରେ ଗୋଟିଏ ହସ୍ପିଟାଲ୍ ରେ ସେମାନେ ଭର୍ତ୍ତି ହୋଇଥିଲେ ଏବଂ ଗୋଟିଏ ଦିନ ଏକା ସମୟ ରେ ଏମାନେ ଦୁଇଟି ଶିଶୁ ପୁତ୍ର କୁ ଜନ୍ମ ଦେଇଛନ୍ତି। ଏମାନେ କିନ୍ତୁ ସେହି ପିଲା ମାନଙ୍କ ବାପା ଙ୍କ ସମ୍ପର୍କରେ କିଛି କହୁନାହାନ୍ତି ଏବଂ ତାଙ୍କ ବାପା ମାନଙ୍କ ର ମଧ୍ୟ କିଛି ବୟାନ୍ ମିଳିପାରିନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।