ଅଜବ ଘଟଣା – ମହାଭାରତ ଯୁଦ୍ଧ ପରେ ବିଧବା ମହିଳା ଙ୍କ ସହ କ’ଣ ହୋଇଥିଲା ଜାଣିଲେ ବିଶିବାସ କରିପାରିବେ ନାହିଁ

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।

ତେବେ ଆମେ ଆଜି ଆପଣଙ୍କୁ ମହାଭାରତ ର ଏକ ପ୍ରଥା ବା ପରମ୍ପରା ବିଷୟରେ ଆପଣଂକୁ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଉଲ୍ଲେଖ ଯୋଗ୍ୟ ଯେ , ମହାଭାରତ କୁ ବିଶ୍ଵ ର ସର୍ବବୃହତ ପୌରାଣିକ ଗାଥା ବୋଲି ବିବେଚନା କରାଯାଇଛି ।ତେବେ କଣ ଆପଣ ମାନେ ଜାଣିଛନ୍ତି କି ମହାଭାରତ ଯୁଦ୍ଧ ଶେଷ ହେବା ପରେ ପରେ ଅଧିକାଂଶ ମହିଳା ମାନେ ବିଧବା ହୋଇଯାଇଥିଲେ ।

ତେବେ ସେହି ସମୟରେ ବିଧବା ମହିଳା ଙ୍କର କଣ ପରିସ୍ଥିତି ଥିଲା ତାହା କୌଣସି ଗ୍ରନ୍ଥରେ ଉଲ୍ଲେଖ କରାଯାଇ ନାହିଁ ।ତେବେ ଆମେ ଆଜି ଆପଣଙ୍କୁ ସେହି ଘଟଣା ବିଷୟରେ ଆପଣ ମାନଙ୍କୁ ଜଣେଇବାକୁ ଯାଉଛୁ ଯେ ମହାଭାରତ ରେ ବିଧବା ହୋଇଥିବା ମହିଳା ମାନଙ୍କ ସହ କଣ ହୋଇଥିଲା।  ମହାଭାରତ ଯୁଦ୍ଧ ପରେ ମହାରାଜା ଧୃତରାଷ୍ଟ୍ ,ଗାନ୍ଧାରୀ ,ସଞ୍ଜୟ ଏବଂ ମାତା କୁନ୍ତି ଏକତ୍ର ହୋଇ ଧୃତରାଷ୍ଟ୍ର ଙ୍କର ରାଜ ଦରବାର ରେ ରହୁଥିଲେ ।

ତେବେ ଅନେକ ଦିନ ପରେ ଥରେ ପଞ୍ଚୁ ପଣ୍ଡବ ମାତା କୁନ୍ତି ଙ୍କୁ ଦର୍ଶନ କରିବାକୁ ନିଷ୍ପତ୍ତି ନେଲେ ।ଏବଂ ପଞ୍ଚୁ ପାଣ୍ଡବ ଙ୍କ ସହ ହସ୍ତୀନାପୁର ର ସମସ୍ତ ବୀର ଗତି ପ୍ରାପ୍ତ କରିଥିବା ବୀର ମାନଙ୍କ ର ବିଧବା ସ୍ତ୍ରୀ ମାନେ ମଧ୍ୟ ମାତା କୁନ୍ତୀ କୁ ଦର୍ଶନ କରିବାକୁ ଆସିଥିଲେ। ସେମାନଙ୍କ ର ଯାତ୍ରା କରିବା ସମୟରେ ହଟାତ ଦେଖା ହେଲେ ମହର୍ଷି ବ୍ୟାସଦେବ ସେ ସେହି ବିଧବା ମହିଳା ଙ୍କର ଛଳ ଛଳ ଆଖି ଦେଖି କହିଲେ ଏହି ଯୁଦ୍ଧ ରେ ଭଗବାନ ନାରାୟଣ ନିଜେ ଉପସ୍ଥିତ ଥିଲେ ଏବଂ ଏଥିରେ ବୀରଗତି ପ୍ରାପ୍ତ ହୋଇଥିବା ବିର ମାନେ ସ୍ୱର୍ଗ ରେ ବାସ କରୁଛନ୍ତି ।ଏକଥା ଶୁଣି ସେମାନେ ଖୁସି ହେଲେ କିନ୍ତୁ କେତେକ ନାରୀ ନିଜର ସ୍ୱାମୀ ଙ୍କୁ ହରାଇ ମନ କଷ୍ଟ କଲେ ।

ଏହା ଦେଖି ମହର୍ଷି ନିଜର ତନ୍ତ୍ର ବଳରେ ନିକଟରେ ଥିବା ଗଙ୍ଗାନଦୀ କୂଳରେ ସେହି ବୀର ପୁରୁଷ ଙ୍କୁ ଭେଟ କରିଥିଲେ ତାଙ୍କର ପତ୍ନୀ ଙ୍କ ସହ ମାତ୍ର କିଛି ସମୟ ପରେ ସେମାନେ ପୁଣି ଉଭାନ ହୋଇଗଲେ ।ତେବେ ପରେ ମହର୍ଷି ସେହି ବିଧବା ନାରୀ ମାନଙ୍କୁ କହିଲେ କି ଯଦି କେହି ନାରୀ ନିଜ ପତ୍ନୀ ଙ୍କ ସହ ବାସ କରିବାକୁ ଚାହୁଁଛନ୍ତି ତ ସେମାନେ ଗଙ୍ଗାନଦୀ ରେ ଝାସ ଦେଇ ନିଜ ସ୍ୱାମୀ ଙ୍କ ସହ ଖୁସି ରେ ରହିପାରିବେ ।ସେତେବେଳେ ସେଠାରେ ଉପସ୍ଥିତ ନାରୀ ମାନେ ଗଙ୍ଗାନଦୀ ରେ ଝାସ ଦେଇଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।