Breaking News – ଜାନୁଆରୀ 8ରୁ ଖୋଲିବ ସ୍କୁଲ ସରକାର ଜାରି କଲେ ଗାଇଡଲାଇନ୍, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0

ସାରା ଦେଶ ରେ କୋରୋନ ର ପ୍ରକୋପ ରହିଛି,ଯାହା ପାଇଁ ଆଜି ସାରା ଦେଶ ରେ ଲୋକ ଅସୁବିଧା ରେ ସମୁଖୀନ ହେଉଛନ୍ତି। ତେବେ ଏହି ରୋଗ କୁ ରୋକିବା ପାଇଁ କୌଣସି ସମାଧାନ ନ ଥିବାରୁ ହଜାର ହଜାର ଲୋକ ପୋକ ମାଛି ଭଳି ମରୁଛନ୍ତି । ତେବେ ଆଜି ଯାଏ ଏହି ରୋଗ କୁ ଭଲ କରିବା ପାଇଁ ଔଷଧ ବା ଟୀକା ର ଉଦ୍ଭାବନ ହୋଇ ନାହିଁ,ଆଉ ଯାହା ପାଇଁ ଏହି ସଙ୍କ୍ରମଣ କୁ ରୋକା ଯାଇ ପାରୁ ନାହିଁ। ତେଣେ ଏହି କୋରୋନ ପାଇଁ ସାରା ଦେଶ ଏବେ ଅନେକ ସମସ୍ୟା ର ସମୁଖୀନ ହେଲାଣି।

ତେବେ ସରକାର ମଧ୍ୟ ଏହାକୁ ରୋକିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି,ହେଲେ କିଛି ଫଳପ୍ରଦ ହେଉ ନାହିଁ। ତେବେ ଏଥି ପାଇଁ ଦେଶ ର ଆର୍ଥିକ ସ୍ଥିତି ମଧ୍ୟ ବହୁତ ଖରାପ ହେବାରେ ଲାଗିଲା ,ତେଣୁ ସରକାର ଏହାର ସମାଧାନ ପାଇଁ ସବୁ କିଛି ଖୋଲିବା ପାଇଁ ନିଷ୍ପତି ନେଇ ଥିଲେ।ତେବେ ଅନଲକ୍ ଜରିଆରେ ସରକାର ସବୁ କିଛି ଖୋଲି ଦେଇ ଥିଲେ , କିନ୍ତୁ ସ୍କୁଲ ଓ କଲେଜ ବନ୍ଦ ରହି ଥିଲା,କାରଣ ସ୍କୁଲ ଓ କଲେଜ ଖୋଲିଲେ ସଙ୍କ୍ରମଣ ବଢ଼ି ପରେ ବୋଲି ଆଶଙ୍କା କରି ଆଜି ଯାଏ ସ୍କୁଲ କଲେଜ ବନ୍ଦ ରହି ଥିଲା।

ତେବେ ପିଲା ଙ୍କ ଭବିଷ୍ୟତ କଥା ଚିନ୍ତା କରି ଗତ କାଲି ସରକାର ଜାନୁଆରୀ ୮ ରୁ ସମସ୍ତ ସ୍କୁଲ ଓ କଲେଜ ଖୋଲି ଦିଅ ଯିବ । ତେବେ ଏହା ସହ ଦଶମ ଓ ଦ୍ଵାଦଶ ଶ୍ରେଣୀ ର ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରା ଯାଇଛି । ତେବେ କୋରୋନା ଯୋଗୁ ୧୦ ମାସ ହେବ ସ୍କୁଲ ଓ କଲେଜ ବନ୍ଦ ରହି ଥିଲା।ତେବେ ଏହା ଯୋଗୁ ପିଲା ଙ୍କ ପାଠ ରେ ଅନେକ ଅସୁବିଧା ରେ ସମୁଖୀନ ହୋଇ ଥିଲା।

ତେବେ ସୂଚନା ଅନୁଯାୟୀ ୧୦୦ ଦିନ ର ପଢା ପରେ ପରୀକ୍ଷା ହେବ ବୋଲି କହିଛି ସରକାର।ତେଣେ ଦଶମ ଶ୍ରେଣୀ ପିଲା ଙ୍କ ବୋର୍ଡ ପରୀକ୍ଷା ମେ ୩ ରୁ ଆରମ୍ଭ ହେବାକୁ ଯାଉଛି । ତେବେ ଦଶମ ଶ୍ରେଣୀ ମାନଂକର ପ୍ରାକ୍ଟିକାଲ୍ ପରୀକ୍ଷା ଏପ୍ରିଲ ଏପ୍ରିଲ୍ ରୁ ମେ ୨ ତାରିଖ ଯାଏ ହେବ,ଆଉ ଦ୍ଵାଦଶ ଶ୍ରେଣୀ ପିଲା ଙ୍କର ପ୍ରାକ୍ଟିକାଲ୍ ପରୀକ୍ଷା ଏପ୍ରିଲ୍ ୨୯ ରୁ ମେ ୧୪ ତାରିଖ ଯାଏ ଚଳିବ। ତେବେ ଦ୍ଵାଦଶ ଶ୍ରେଣୀ ପିଲା ଙ୍କର ପରୀକ୍ଷା ମେ ୧୫ ରୁ ଆରମ୍ଭ ହେବ।

ତେବେ ପିଲା ଙ୍କ ପାଖରେ ଅନଲାଇନ ଶିକ୍ଷା ଭଲ ଭାବରେ ପହଂଚି ପାରୁ ନ ଥିଲା। ତେବେ ଏଥି ପାଇଁ ଅନେକ ପିଲା ଙ୍କୁ ବହୁତ କଷ୍ଟ ସହିବାକୁ ପଡିଛି। ତେବେ ଏତେ ଦିନ ସ୍କୁଲ ଖୋଲିବା ବନ୍ଦ ରହି ଥିଲା,ଆଉ ସରକାର ସ୍କୁଲ ଖୋଲିବା କଥା କୁ ସମସ୍ତେ ସ୍ଵାଗତ୍ କରୁଛନ୍ତି। ତେବେ ପାଠ ପଢା କୁ ସହଜ କରିବା ପାଇଁ ୩୦ % ପାଠ୍ୟକ୍ରମ୍ କୁ କମ କରି ଦେଇଛି। ତେବେ ଏହି ପଦକ୍ଷେପ କୁ ଅନେକ ସ୍ୱାଗତ କରୁଛନ୍ତି ସତ, କିନ୍ତୁ ଅନେକ ଅଭିବବକ୍ ଙ୍କ ମନ ରେ ଏବେ ବି ଦ୍ୱନ୍ଦ୍ୱ ରହିଛି କି ।

୧୦୦ ଦିନ ମଧ୍ୟ ରେ ପାଠ ପଢା ଭଲ ଭାବରେ ହେଇ ପାରିବ କି ନାହିଁ,ଆଉ ଆଜି ବି ଦେଶ ରେ ରାଜ୍ୟ ରେ କୋରୋନ ର ପ୍ରୋକୋପ କମି ନାହିଁ , ତଥାପି ସରକାର ଙ୍କର ଏହି ନିଷ୍ପତି ପିଲା ଙ୍କ ପାଇଁ କେତେ ଦୂର କାର୍ଯ୍ୟକରି ହୋଇ ପାରିବ। ତେବେ ଅନେକ ଅଭିଭାବକ ପିଲା ଙ୍କୁ ଛାଡିବାକୁ ମଧ୍ୟ ରାଜି ହେଉ ନାହାନ୍ତି। ତେବେ ଏହି ଭଳି ଅନେକ ପ୍ରଶ୍ନବଚି ସୃଷ୍ଟି ହୋଇଛି ଲୋକ ଙ୍କ ମନ ରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।