କୁକୁରକୁ ବଞ୍ଚାଇବାକୁ ନିଜ ଜୀବନ ବାଜି ଲଗାଇ ଦେଲେ ହୋମ୍‌ଗାର୍ଡ଼ ସମାଜରେ ଏଭଳି ବ୍ୟାକ୍ତିଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ଏବେ ର ଦୁନିଆ ତ କିପରି ଭାବରେ ସ୍ୱାର୍ଥ ପର ହୋଇଗଲାଣି ଆପଣ ମାନେ ବି ଜାଣିଛନ୍ତି, ଆଜିକାଲି ର ଦୁନିଆରେ ଲୋକ ମାନେ ନିଜର ସ୍ୱାର୍ଥ କୁ ପୂରଣ କରିବା ପାଇଁ ଯେକୌଣସି ବି ସ୍ତର କୁ ଖସିବାକୁ ପଛଉନାହାଁନ୍ତି। ଆଜିକାଲି ର ଦୁନିଆରେ ଲୋକ ମାନେ କେବଳ ନିଜ କଥା ହିଁ ଭାବୁଛନ୍ତି, ଏବଂ ନିଜର ସ୍ୱାର୍ଥ ପାଇଁ ସେମାନେ ପର କୁ କଷ୍ଟ ଦେବା ପାଇଁ ମଧ୍ୟ ପଛଉନାହାଁନ୍ତି। ଏବେ ତ ଲୋକ ମାନେ ଏପରି ହୋଇଗଲେଣି କି ସେମାନେ ନିଜର ଖୁସି ପାଇଁ କିଛି ବି କାମ କରୁଛନ୍ତି, ଥରେ ବି ଭାବୁନାହାଁନ୍ତି କି ତାଙ୍କ ର ସେହି ଖୁସି ପାଇଁ ଆଉ ଲୋକ ମାନଙ୍କ ର କଣ ଅସୁବିଧା ହେବ,

ସେମାନେ କେତେ କଷ୍ଟ ପାଇବ। ତେବେ ଭଗବାନ ଖରାପ ଲୋକ ମାନଙ୍କ ସଂଖ୍ୟା ସମାଜ ରେ ବଢାଇଦେଲେ ବି ଭଲ ଲୋକ ମାନଙ୍କୁ ବିଲୁପ୍ତ କରି ଦେଇନାହାନ୍ତି, କିନ୍ତୁ ଏହିପରି ଲୋକ ମାନଙ୍କୁ ବହୁତ କମ୍ ଦେଖିବାକୁ ମିଳନ୍ତି, ଯେଉଁମାନେ କି ପର ର ଦୁଃଖ କଷ୍ଟ କୁ ଦୂର କରିବା ପାଇଁ ସ୍ୱ ଇଚ୍ଛା ରେ ଆଗକୁ ଆସନ୍ତି, ଏବଂ ପରର ଅସୁବିଧା ସମୟ ରେ ସେମାନଙ୍କୁ ସାହାଯ୍ୟ କରନ୍ତି।

ଦୁନିଆରେ ଲୋକ ମାନେ ତ ପଶୁ ହୋଇ ଗଲେଣି, ଆଉ ପଶୁ ମାନେ ମଣିଷ। ଯେଉଁ ସବୁ କାର୍ଯ୍ୟ କଳାପ ଲୋକ ମାନଙ୍କ ଠାରୁ ଆମେ ମାନେ ଆଶା କରିଥାଉ, ସେମାନଙ୍କ ପାଖରେ ତ ସେହି ସବୁ ଦେଖା ଯାଏ ନାହିଁ, ବରଂ ପଶୂ ହୋଇଥିଲେ ବି ସେମାନଙ୍କ ପାଖରେ ସେହି ସବୁ ଦେଖିବାକୁ ମିଳେ। ଆମେ ଯଦି ଘରେ ଏକ କୁକୁର ରଖିବା ତାକୁ ଖାଇବାକୁ ପିଇବାକୁ ଦେବା, ପାଳିବା ପୋଷିବା,

ତେବେ ଆମ ଘରେ ଯଦି କିଛି ଅସୁବିଧା ହୁଏ ସିଏ ନିଜର ଜୀବନକୁ ଦାଉ ରେ ଲଗାଇ ଆମର ଜୀବନ ବଞ୍ଚାଇବା, ସେହି ସମୟରେ କିନ୍ତୁ ଲୋକ ମାନେ ଠିଆ ହୋଇ ସବୁ ଦେଖୁଥିବେ। ଆମେ କିନ୍ତୁ ଆପଣଙ୍କୁ ଟିକେ ଅଲଗା କଥା କହିବୁ ଯେଉଁଠାରେ ଜଣେ ହୋମଗାର୍ଡ ନିଜର ଜୀବନକୁ ବାଜି ଲଗାଇ ଗୋଟେ କୁକୁର ର ଜୀବନ କୁ ବଞ୍ଚାଇଥିଲେ। ଆସନ୍ତୁ ଜାଣିବା ଏହି ଘଟଣା ର ସମ୍ପୂର୍ଣ୍ଣ ତଥ୍ୟ ସମ୍ପର୍କରେ।

ଏହି ଘଟଣା ଟି ଘଟିଛି ତେଲେଙ୍ଗାନା ର ନଗର କୋର୍ଣ୍ଣଲ୍ ଠାରେ, ଏହି ହୋମଗାର୍ଡ ଙ୍କ ନାମ ଥିଲା ମୋଜିତ୍। ସେଠାରେ ଏକ ନଦୀ ରେ ବହୁତ ଜୋରରେ ବନ୍ୟା ଅସିଥିଲା, ସେହି ସମୟ ରେ ଏକ ବୁଦା ରେ କୁକୁର ଟି ଏ ଫସିରହିଥିଲା, ତେଣୁ କୁକୁର ଟି ର ଜୀବନ ବଞ୍ଚାଇବା ପାଇଁ ପାଣି କୁ ଏକ ଜେସିବି ସାହାର୍ଯ୍ୟ ରେ ପ୍ରଖର ସ୍ରୋତକୁ ଓହ୍ଲାଇଥିଲେ ହୋମଗାର୍ଡ ଜଣକ। ସେହି ବନ୍ଦରର କୁକୁର ଟିକୁ ବାହାର କରି ନିଜ କାନ୍ଧରେ ପକାଇ କୂଳ କୁ ଆଣିଥିଲେ ଏବଂ ତାର ଜୀବନ ବଞ୍ଚାଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।