ହେ ଭଗବାନ ! ପୁଣିଥରେ ଦେଶରେ ଜାନୁୟାରୀ 31 ଯାଏଁ ବଢିଲା ଲକଡାଉନ , ଜାଣନ୍ତୁ କ’ଣ ରହିବ କଡା ଗାଇଡଲାଇନ୍ସ

0

ଆଜି କାଲି ର ପରିସ୍ଥିତି ସମ୍ପର୍କରେ କେବଳ ଆପଣ ମାନେ କିମ୍ବା ଆମେ ନୁହେଁ, ସାରା ବିଶ୍ଵ ଜାଣିଛି କି ଏବେ ସାରା ବିଶ୍ୱ କେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି, କରୋନା ସମୟ ଦେଇ ଏବେ କିପରି ଗତି କରୁଛି ସାରା ମଣିଷ ସମାଜ। ଆମେ ମାନେ ତ ଜାଣିଛେ କିପରି ଭାବେ ଏହି ବର୍ଷ ର ଆରମ୍ଭ ରେ ହିଁ କରୋନା ଆମ ଦେଶରେ ତାର କାୟା ମେଲେଇଥିଲା କିନ୍ତୁ ତା ପୂର୍ବରୁ ସେ ଚୀନ୍ ଭଳି ଅନେକ ବଡ ବଡ ଦେଶରେ ତାର କାୟା ବିସ୍ତାର କରି ସାରିଥିଲା।

ଏହି ରୋଗ ରେ ପୀଡିତ ହୋଇ ଅନେକ ଲୋକ ମୃତ୍ୟୁ ବରଣ ମଧ୍ୟ କରିଥିଲେ। ସାରା ଦେଶରେ ଏହି ମହାମାରୀ ଲୋକ ମାନଙ୍କୁ ଏକ ପ୍ରକାର ର ନିସ୍ତେଜ କରି ରଖି ଦେଇଥିଲା, ଏବଂ ଏବେ ମଧ୍ୟ ଲୋକ ମାନଙ୍କୁ ସେହିପରି କରି ରଖି ଦେଇଛି।

ଏବେବି ଲୋକ ମାନେ ଏହି ମହାମାରୀ ରେ ବହୁ ମାତ୍ରାରେ ପୀଡିତ ହେଉଛନ୍ତି, ଏହି ମହାମାରୀ ରେ ହଜାର ହଜାର ଲୋକ ପୀଡିତ ହୋଇ ତାଙ୍କ ର ଜୀବନ ଗଲାଣା ଏବଂ ଅନେକ ଲୋକ ଏବେବି ଏହି ମହାମାରୀ ରେ ପୀଡିତ ଅଛନ୍ତି। ଅନ୍ୟ ଦେଶ ମାନଙ୍କ ରେ ତ ଏହି ମହାମାରୀ ଏତେ ମାତ୍ରାରେ ତାର କରାଳ ରୂପ ଧାରଣ କରି ଦେଇଥିଲା ଯେ ଲୋକ ମାନେ ତ ସେହି ସବୁ ସ୍ଥାନରେ ପୋକ ମାଛି ପରି ମୃତ୍ୟୁ ବରଣ କରୁଥିଲେ।

ସେହି ପରି  ଅବସ୍ଥା କିନ୍ତୁ ଆମ ଦେଶରେ ହୋଇନଥିଲା, କାରଣ ଏହି ମହାମାରୀ ଆମ ଦେଶରେ ଦେଖା ଦେବା ପୂର୍ବରୁ ଆମ ଦେଶର ସରକାର ପୁରା ପୁରି ପ୍ରସ୍ତୁତି ହୋଇ ଯାଇଥିଲେ ଏହି ମହାମାରୀ ସହ ଲଢିବା ପାଇଁ। ତେବେ ଏବେ ବି ଦେଶ ରୁ କୋରୋନ ର ଭୟ ଯାଇ ନାହିଁ।କାରଣ ଆଜି ବି ଅନେକ କୋରୋନା ପଜେଟିଭ ବାହାରୁଛନ୍ତି।

ତେବେ ନୂଆ କୋରୋନା ମଧ୍ୟ ଚି଼ହ୍ନଟ ହୋଇଛି। ତେବେ ଏହା ଏବେ ଦେଶ ପାଇଁ ଅଧିକ କ୍ଷତି କରାଇ ପରେ ବୋଲି ଚିନ୍ତା କରା ଯାଉଛି। ତେବେ ସରକାର ପୁଣି ଲୋକ ଙ୍କ ସୁରକ୍ଷା ପାଇଁ ଲକ ଡାଉନ ଆହୁରି ଗୋଟିଏ ମାସ ବଢ଼ି ଦେଲା। ତେବେ ଜାନୁଆରି ୩୧ ଯାଏ ବଢିଛି। ତେବେ ଏଥି ପାଇଁ ସମସ୍ତ୍ କୋଭିଡ ଗାଇଡ଼ଲାଇନ୍ କୁ ପାଳନ କରିବାକୁ ସରକାର ନିର୍ଦେସ୍ ଦେଇଛନ୍ତି।

ତେବେ ଗାଇଡ଼ଲାଇନ୍ ଅନୁସାରେ କଣ୍ଟେନମେଣ୍ଟ ଜୋନ ରେ ଅଗ୍ ଭଳି ନାଇଟ କର୍ଫୁ ଜାରି ହେବ,ଆଉ ଏଥି ସହ ମାସ୍କ୍ , ସାମାଜିକ ଦୂରତା , ଆଦି ନିୟମ କୁ ମାନିବାକୁ ହେବ। ଏହାକୁ ଉଲଙ୍ଘନ୍ କଲେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରା ଯିବ।

ତେବେ ବ୍ରିଟେନ ରେ ନୂଆ କୋରୋନ ଦେଖା ହେଲା ପରେ ସରକାର ଆମ ଦେଶ ରେ ମଧ୍ୟ କଟକଣା ଜାରି କରିଛନ୍ତି। ତେବେ ଦେଶ ରେ କୋଭିଡ ମାମଲା କମୁଥିଲେ ମଧ ନୂଆ କୋରୋନା ପାଇଁ ସତର୍କ ରହିବାକୁ କୁହା ଯାଉଛି।ତେବେ ସମସ୍ତ ସେଲିବ୍ରେସନ୍ ଠୁ ଦୁରେଇ ରୁହନ୍ତୁ । ତେବେ ଶୀତ ଦିନେ ଅଧିକ ସଙ୍କ୍ରମଣ ହେବାର ସମ୍ଭାବନା ରହି ଥିବାରୁ ,

ସରକାର ଏହାକୁ ନେଇ ଅଧିକ ସତର୍କ ରହିଛନ୍ତି। ତେବେ ସମସ୍ତେ ଏହି ସତର୍କ ରହି ସରକାର ଙ୍କର ଗାଇଡ଼ଲାଇନ୍ କୁ ମାନିଲେ କୋରୋନା ଆଉ କିଛି ମାସ ମଧ୍ୟ ରେ ଦୂର ହୋଇ ଯିବ ବୋଲି ସମସ୍ତ ଙ୍କ ମନ ରେ ଆଶା ରହିଛି। ତେବେ ସାମାଜିକ ଦୂରତା ବଜାଇ ରଖନ୍ତୁ ଓ ସୁରକ୍ଷିତ ରୁହନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।