Bastu Tips – ରାତିରେ ତୁଳସୀ ପତ୍ରକୁ ତକିଆ ତଳେ ରଖି ଶୋଇବା ଦ୍ଵାରା କଣ ଲାଭ ହୋଇଥାଏ, ଜାଣିଲେ ବିଶ୍ଵାସ ହେବନି

0

ତୁଳସୀ ଗଛର ଅନେକ ମହତ୍ତ୍ଵ ରହିଛି। ଆୟର୍ବେଦ ରେ ମଧ୍ୟ ତୁଳସୀ ଗଛ ର ଅନେକ ପ୍ରକାର ଔଷଧୀୟ ଉପାଦେୟତା ବିଷୟରେ ଦେଖିବାକୁ ମିଳେ। ତୁଳସୀ ଗଛ ହେଉଛି ଜୀବନ ପ୍ରଦାନ କାରୀ ଗଛ ଅଟେ । କାରଣ ବିଜ୍ଞାନ ଶାସ୍ତ୍ର ଅନୁସାରେ ତୁଳସୀ ବୃକ୍ଷ ଛୋଟ ହେଲେ ମଧ୍ୟ ଏହା ବହୁତ ମାତ୍ରା ରେ ଅମ୍ଳଜାନ ପ୍ରଦାନ କରିଥାଏ। ତେଣୁ ତୁଳସୀ ଗଛ ଯଦି ଘର ସାମ୍ନା ର ଲଗା ଯାଏ ତେବେ ତାହା ଦ୍ଵାରା ଅନେକ ଲାଭ ମଧ୍ୟ ମିଳିଥାଏ।

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତୁଳସୀ ଗଛ ର ପତ୍ର କୁ ଯଦି ରାତିରେ ଏପରି କରି ନିଜ ପାଖରେ ଶୁଅନ୍ତି ତେବେ ଅନେକ କିଛି ଭଲ ଘଟିବ। ତେବେ ଆସନ୍ତୁ ଏହାକୁ କିପରି ପାଳନ କରିବାକୁ ପଡ଼ିବ ତା ବିଷୟରେ ଜାଣିବା।

ତୁଳସୀ ଗଛ କୁ ଆମ ହିନ୍ଦୁ ଧର୍ମ ରେ ଅନେକ ପୂଜା କରାଯାଏ। ତାଙ୍କୁ ଅନ୍ୟ ଏକ ଦେବୀ ହିସାବରେ ମଧ୍ୟ ଗ୍ରହଣ କରାଯାଏ। ତେଣୁ ବୃଦାବତୀ ଭାବରେ ତାଙ୍କୁ ପ୍ରତିଦିନ ଜଳ ଅର୍ପଣ କରାଯାଏ। ତେଣୁ ମହିଳା ମାନେ ପୂଜା ସାରି ଏହି ତୁଳସୀ ମାତା ଙ୍କ ପୂଜା ମଧ୍ୟ କରି ନିଜର ଗୁହାରି ରଖନ୍ତି ତାଙ୍କ ନିକଟରେ।

ତୁଳସୀ ପତ୍ର କୁ ବାଟି ମହୁ ସହିତ ଖାଇଲେ ଥଣ୍ଡା ମଧ୍ୟ ଗାଏବ ହୋଇଯାଏ। ତେଣୁ ଏହା ଡାକ୍ତରୀ ଔଷଧ ଠାରୁ ମଧ୍ୟ ଅଧିକ କାର୍ଯ୍ଯ ଦେଇଥାଏ। ଆଉ ବଡ କଥା ହେଲା ଏହି ତୁଳସୀ ପତ୍ର ଖାଇଲେ ପୁରୁଷ ମାନଙ୍କ ର ସମସ୍ୟା ମଧ୍ୟ ଦୂର ହୋଇଯାଏ। ତାହା ସହିତ ଯଦି କୌଣସି ଲୋକ ର କ୍ୟାନ୍ସର ଏବଂ ଏଡ଼ସ ରୋଗ ଥାଏ ତାହା ମଧ୍ୟ ଭଲ ହୋଇଯିବ ଯଦି ସେହି ବିଶ୍ୱାସ ରଖି ଜଣେ ଲୋକ ଏହି ପତ୍ର କୁ ଜୁହାର ହୋଇ ଗ୍ରହଣ କରେ। ତେବେ ଏହିପରି ଅନେକ ଅସାଧ୍ୟ ରୋଗ ର ନିବାରଣ ପାଇଁ ଏହି ତୁଳସୀ ପତ୍ର ଅନେକ ଉପକାରୀ ଅଟେ।

ତୁଳସୀ ପତ୍ର କୁ ଆପଣ ନିଜ ମଥା ତଳେ ରଖି ଯଦି ରାତିରେ ଶୁଅନ୍ତି ତେବେ ଅନେକ ଭଲ ଫଳ ଆପଣଙ୍କୁ ମିଳିବ। ଆପଣଙ୍କୁ ପ୍ରତିଦିନ ରାତିରେ ୪ ଟି ତୁଳସୀ ପତ୍ର କୁ ତକିଆ ତଳେ ରଖି ଶୋଇବାକୁ ପଡ଼ିବ। ଆଉ ସକାଳେ ଉଠି ଏହି ଚାରୋଟ ମଧ୍ୟରୁ ଦୁଇଟି ଖାଇଲେ ଦୁସ୍ଵପ୍ନ ଆଉ କେବେ ଆସିବ ନାହିଁ। ଅନେକ ଖରାପ ସ୍ଵପ୍ନ ଆପେ ଆପେ ସବୁ ଦୂରେଇ ଯିବ। ତାହା ସହିତ ଯଦି ଆପଣ ତୁଳସୀ ଚେର କୁ ନିଜ ସାଥିରେ ଆଣି ଗଙ୍ଗା ଜଳରେ ଧୁଅନ୍ତି ଆଉ ତାକୁ ହଳଦିଆ କପଡା ରେ ଗୋଡ଼ାଇ ପୂଜା କରନ୍ତି ଧନ ର ଅଭାବ କେବେ ରହିବ ନାହିଁ।

ଆଉ ଯଦି ତୁଳସୀ ମାଳି କୁ ବେକରେ ଲଗାନ୍ତି କୌଣସି କୁଦୃଷ୍ଟି କେବେ ଆପଣଙ୍କୁ ସ୍ପର୍ଶ କରିବ ନାହିଁ। ତେଣୁ ତୁଳସୀ ଗଛ କୁ ଆପଣ ନିହାତି ଆପଣଙ୍କ ଘରେ ଲଗାନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।