2020 ରେ ଦେଶର ସବୁଠାରୁ ସର୍ବଶ୍ରେଷ୍ଠ ସାଂସଦ ହେଲେ ଅପରାଜିତା ଷଡ଼ଙ୍ଗୀ । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ, ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

0

ଆମ ରାଜ୍ୟରେ ତ ରାଜନୀତି ସବୁବେଳେ ଚର୍ଚ୍ଚା ରେ ଥାଏ, ସବୁବେଳେ ରାଜନୀତି କୌଣସି ନା କୌଣସି କଥା କୁ ନେଇ ରାଜ୍ୟ ବାସୀ ଙ୍କ ମୁହଁ ରେ ଚର୍ଚ୍ଚା ବିଷୟ ପାଲଟିଥାଏ। ରାଜ୍ୟ ରେ ସବୁବେଳେ ବିପରୀତ ପାର୍ଟି ର ଲୋକ ମାନେ ଏକ ସୁଯୋଗ ଅପେକ୍ଷା ରେ ଥାଆନ୍ତି, କିପରି ଅଲଗା ର ପାର୍ଟି ର ଲୋକ ମାନେ ଏକ ଭୁଲ୍ କରିବେ ଏବଂ ଏମାନେ ସବୁ ସେମାନଙ୍କ ସେହି ଭୁଲ୍ ଟି କୁ ନେଇ ରାଜନୀତି ଆରମ୍ଭ କରିଦେବେ। ଏବେ ତ ଆମ ରାଜ୍ୟ ରେ ପରୀର ଦୁଷ୍କର୍ମ ମାମଲା କୁ ନେଇ ବିଜେଡି ର ଜଣେ ଟାଣୁଆ ନେତା ଅଡୁଆ ରେ ପଡିଛନ୍ତି ।

ତେବେ ଆପଣମାନେ ନାରୀ ସାଂସଦ ଭାବେ ପରିଚିତ ଅପ୍ରାଜିତା ଷଡ଼ଙ୍ଗୀ କୁ ଜାଣି ଥିବେ । ତେବେ ସେ ୨୦୨୦ ମସିହା ରେ ଦେଶ ର ସର୍ବ ଶ୍ରେଷ୍ଠ ସାଂସଦ ଭାବେ ମାନ୍ୟତା ପାଇଛନ୍ତି।ତେବେ ବେଷ୍ଟ୍ ପାର୍ଲିଆମେଣ୍ଟ ଅଫ୍ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବ ଭାରତୀୟ ସ୍ତରରେ ସର୍ଭେ ପରେ ଏହି ଘୋଷଣା ହୋଇଛି,ଆଉ ଏହା ପରେ ସାଂସଦ ଅପରାଜିତା ଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି।

ତେବେ ଏହି ଖୁସି ର କଥା କୁ ସେ ଟୁଇଟ କରି ସମସ୍ତ ଙ୍କୁ ଜଣାଇ ଛନ୍ତି।ତେବେ ସେ ଗତ ବର୍ଷ ଲୋକ ଙ୍କ ପାଇଁ ଅନେକ କିଛି କାର୍ଯ୍ୟ କରି ଥିଲେ, ଆଉ ଏହା ତାଙ୍କୁ ଏକ ପୁରସ୍କାର ସଦ୍ରୁସ୍ ମିଳିଛି ବୋଲି କହିଛନ୍ତି ଅପ୍ରାଜିତା।ତେବେ ତାଙ୍କର ଏହି ସଫଳତା ପାଇଁ ସେ ସମସ୍ତ ଙ୍କୁ ଧ୍ୟନ୍ୟବାଦ ଜଣାଇଛନ୍ତି। ଆଉ ତାଙ୍କର ଏହି କୃତିତ୍ଵ ପାଇଁ ରାଜନୀତି ମହଲ ରୁ ପ୍ରଶଂସା ର ସୁଅ ଛୁଟିଛି।

ତେବେ ସେ ଭୁବନେଶ୍ୱର ଲୋକସଭା ଆସନରୁ ଲୋକସଭା ପ୍ରାର୍ଥୀ ଭାବରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ସେ ଦୀର୍ଘ ଦିନ ଧରି ଶାସନ ଭାର ରେ ଥିବା ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ଅରୂପ ପଟ୍ଟନାୟକ କୁ ହରାଇ ବିଜୟ ଲାଭ କରିଛନ୍ତି। ତେବେ ଏବେ ସେ ଭାରତୀୟ ଜନତା ପାର୍ଟିର ଜଣେ ଆଗ ଧାଡ଼ିର ନେତ୍ରୀ ଅଟନ୍ତି ଏବଂ ତାଙ୍କ ହାତରେ ଏବେ ଅନେକ କ୍ଷମତା ରହିଛି।

ତେବେ କିଛି ଦିନ ଆଗରୁ ଅପ୍ରାଜିତା ମୁଖ୍ୟ ମନ୍ତ୍ରୀ ଙ୍କ ଆସନ ରେ ବସିବେ ବୋଲି ଏହି କଥା ବେଶ ଚର୍ଚ୍ଚା ଚାଲି ଥିଲା।ତେବେ ଯେଉଁ କାରଣ ରୁ ତାଙ୍କ ଅନେକ ବଡ଼ ବଡ଼ ପଦବୀ ମଧ୍ୟ ମିଳୁଛି। ତେବେ ସୂଚନା ଅନୁଯାୟୀ ଅପ୍ରାଜିତା ଙ୍କୁ ଆହୁରି ତିନୋଟି ବଡ଼ ଦାୟିତ୍ୱ ଦିଅ ଯାଇଛି। ତେବେ ସେ ଏବେ ୩ ଟି ରାଜ୍ୟ ର ମିଡ଼ିଆ ପ୍ରଭାରୀ ର ଦାୟିତ୍ୱ ତୁଲାଇବେ ବୋଲି ଜଣା ପଡିଛି,ଆଉ ଏହା ପରେ ତାଙ୍କ ଦାୟିତ୍ୱ ଆହୁରି ଅଧିକ ବଢ଼ି ଯାଇଛି।ସେ ଅପ୍ରାଜିତା ତାଙ୍କ ଦାୟୀତ୍ଵ କୁ କିପରି ଭାବେ ତୁଲାଇବେ କେବଳ ଏହା ଦେଖିବା ବାକି ରହିଲା।

ତେବେ ଏହା କୁ ନେଇ ସମସ୍ତେ ବହୁତ ଆଗ୍ରହୀ ଅଛନ୍ତି,ଆଉ ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଆହୁରି ଆଗକୁ ଯିବାକୁ ମଧ୍ୟ ଉସାହିତ୍ କରୁଛନ୍ତି। ତେବେ ଏହି ପୁରୁଷ କେନ୍ଦ୍ରିକ୍ ସମାଜ ରେ ଜଣେ ନାରୀ ହେଇ ଏତେ ଆଗକୁ ଯାଇଛନ୍ତି। ତେବେ ସେ ଆଜି ର ନାରୀ ମାନଙ୍କ ପାଇଁ ଏକ୍ ଉଦାହରଣ ପାଲଟି ଯାଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।