ସବୁଠାରୁ ନିଆଁର ପର୍ବ ଏଠାକାର ଲୋକମାନେ କରିଥାନ୍ତି କୁକୁର ଙ୍କର ପୂଜା ଏହି ଅଦ୍ଭୂତପୂର୍ବ ପରମ୍ପରା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ବିଶ୍ଵରେ ପ୍ରାୟ ୨୦୦ ରୁ ଅଧିକ ଦେଶ ରହିଛି ।ଏବଂ ସବୁ ଦେଶ ଅନ୍ୟ ଦେଶ ଠାରୁ ଭିନ୍ନ ହୋଇଥାଏ । ବିଶ୍ୱର ପ୍ରାୟ ସବୁ ଦେଶ ର କେତେକ ଭିନ୍ନ ତଥା ସ୍ୱତନ୍ତ୍ର ବିଶିଷ୍ଟ ଦ୍ୱାରା ପରିଚାଳିତ ହୋଇଥାଏ । ଏମିତି କି ସବୁ ଦେଶ ଭିନ୍ନ ଭିନ୍ନ ପ୍ରଶାସନିକ ପ୍ରଣାଳୀ ଗ୍ରହଣ କରିବା ସହ ନିଜର କିଛି ଅଲଗା ନୀତି ନିୟମ ଦ୍ୱାରା ପରିଚାଳିତ ହୋଇଥାଏ ।

ଯେମିତି କି :- ଭାରତ ନିଜର ଗଣତାନ୍ତ୍ରିକ ସରକାର ଦ୍ୱାରା ପରିଚାଳିତ ହୋଇଥାଏ ବେଳେ ଇଂଲଣ୍ଡ ରେ ରାଜତନ୍ତ୍ର୍ର ଦ୍ୱାରା ପରିଚାଳିତ ହୋଇଥାଏ । ତେବେ ପ୍ରତ୍ୟେକ ଦେଶରେ ଯେପରି ଭିନ୍ନ ଭିନ୍ନ ଶାସନ ବ୍ୟବସ୍ଥା ରହିଛି ସେହିପରି ଭିନ୍ନ ଭିନ୍ନ ନଗରିକତା ମଧ୍ୟ ରହିଥାଏ ।

ଖାଲି ଏତିକି ନୁହେଁ ବରଂ ସବୁ ଦେଶର ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ମଧ୍ୟ ରହିଛି ।ତେବେ ଆମେ ଆଜି ଆପଣ ମାନଙ୍କୁ ଭାତର ର ପୋଡ଼ଶୀ ଦେଶ ନେପାଳ ର ଏକ ପରମ୍ପରା ବିଷୟରେ ଆପଣଂକୁ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ମାତ୍ର ତାଙ୍କର ଏହି ସଂସ୍କୃତି ଓ ପରମ୍ପରା ସବୁ ଦେଶ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର ଅଟେ ।ସୂଚନା ଅନୁସାରେ ଭାରତ ର ପୋଡ଼ଶୀ ରାଷ୍ଟ୍ର ନେପାଳ ରେ ଦୀପାବଳୀ ବା କାଳୀପୂଜା ରେ କୁକୁର ଙ୍କୁ ପୂଜା କରାଯାଏ ।ଯଦିଓ କଥା ଟି ଆଶ୍ଚର୍ଯ୍ୟ ଜନକ ଲାଗୁଥାଏ କିନ୍ତୁ ଏହା ସତ୍ୟ ଅଟେ ।

ସୂଚନାଯୋଗ୍ୟ ଯେ ,ପ୍ରତ୍ୟେକ ବର୍ଷ ଦୀପାବଳୀ ବା କାଳୀପୂଜା ରେ ମା କାଳୀ ଙ୍କ ସହ ନେପାଳ ରେ କୁକୁର ମାନଙ୍କ ର ପୂଜାର୍ଚ୍ଚନା କରାଯାଏ ।ତେବେ ସେମାନ ଙ୍କ ମୁଣ୍ଡ ରେ ଟୀକା ଲଗାଇ ବେକ ରେ ଫୁଲ ମାଳ ପକାଯାଇଥାଏ ।ଆଉ ସେହି କୁକୁର ମାନଙ୍କୁ ସଂମାନ ର ସହ ପୂଜା କରାଯାଏ ।ଯେଉଁ ପରି ଭାବରେ ଆମେ ଠାକୁର ଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଆୟଜିତ କରିଥାଉ ନେପାଳ ର ଲୋକ ମାନେ ସେହି ପରି ଭାବରେ କୁକୁର କୁ ପୂଜା କରିବା ପାଇଁ ଫୁଲ ,ଦୀପ,ଧୂପ ଆଦିର ଆୟଜନ କରିଥାନ୍ତି ।

ତେବେ ସେମାନେ ତାଙ୍କୁ ଭଲ ଭାବରେ ଗାଧେଇ ସଫା କରିଥାନ୍ତି ଏବଂ ପୂଜା କରିବା ପାଇଁ ଏକ ସ୍ଥାନକୁ ଆଣିଥାନ୍ତି ।ସେମାନ ଙ୍କ ମୁଣ୍ଡ ରେ ଟୀକା ଲଗାଇ ଫୁଲ ମାଳ ପିନ୍ଧାଇ ସେମାନ ଙ୍କୁ ପୂଜା କରିବା ପରେ । କ୍ଷୀର ,ଏବଂ ଅଣ୍ଡା ଖାଇବାକୁ ଦିଆଯାଏ ।ତା ସହ ଭିନ୍ନ ଭିନ୍ନ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଏ ସେହି କୁକୁର ଙ୍କ ପାଇଁ ।

ତେବେ ନେପାଳ ରେ ଏହି ପରମ୍ପରା ବହୁ ପୂର୍ବରୁ ପାଳନ କରାଯାଇଅସୁଛି। ସେମାନେ ବିଶ୍ୱାସ କରନ୍ତି ଯେ କୁକୁର ହେଉଛି ମଣିଷ ର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଯିଏକି ନିଜର ମୃତ୍ୟୁ ପରେ ମଧ୍ୟ ସେ ତାର ମାଲିକ ର ରକ୍ଷା କରିଥାଏ ।ତେଣୁ ସେମାନେ ପ୍ରତିବର୍ଷ କାଳୀ ପୂଜାରେ କୁକୁର ଙ୍କର ପୂଜା କରିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।