ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ପାଠ ପଢିଥିବା ଲୋକ ହିଁ ଉତ୍ତର ଦେଇ ପାରିବ

0

ଯେମିତି କି ଆପଣ ମାନେ ଜାଣିଥିବେ ଆଜିର ଦୁନିଆ ବହୁ ମାତ୍ରା ରେ ଶିକ୍ଷିତ ହେଲାଣି। ତେଣୁ ଆମେ ମାନେ ଆମର ଏହି ସମାଜ କୁ ଶିକ୍ଷିତ ସମାଜ ବୋଲି କହୁଛୁ। ବର୍ତ୍ତମାନ ର ସମୟରେ ପ୍ରାୟ ଆଉ କେହି ବି ଅଶିକ୍ଷିତ ନାହାନ୍ତି। ସମସ୍ତ ଙ୍କ ର ବାପା ଓ ମାଆ ମାନେ ଚାହାନ୍ତି ସେମାନେ ଙ୍କ ର ପିଲା ପାଠ ପଢି ବଡ ଚାକିରି ଟିଏ କରୁ।

ସେଥିପାଇଁ ସେମାନେ ତାଙ୍କର ପିଲା ଙ୍କୁ ପାଠ ପଢାଇ ଶିକ୍ଷିତ କରିବା ପାଇଁ ଚାହେଁ,କିନ୍ତୁ ପ୍ରକୃତ ରେ ବର୍ତ୍ତମାନ ସମୟ ରେ ଚାକିରି ପାଇବା ପାଇଁ ବହୁ କଷ୍ଟ ସାଧ୍ଯ ହୋଇ ପଡୁଛି। ସେଥିପାଇଁ ବହୁତ ଲୋକ ପାଠ ପଢ଼ି ବେକାର ହୋଇ ବୁଲୁଛନ୍ତି। ସେଥପାଇଁ ଆପଣ ମାନେ ଦେଖି ଥିବେ ଆଜିକାଲି ଯିଏ ନାହିଁ ସିଏ ଇଂରାଜୀ ରେ କଥା କହୁଥିବେ। ତେବେ ବହୁ ବ୍ଯକ୍ତି ଚାକିରି କରିବା ପାଇଁ ବହୁତ ଜାଗାକୁ ଏନ୍ଟ୍ରାନ୍ସ ଦେବାକୁ ଯାଉଥିବେ।

ଯେଉଁ ମାନେ ଚାକିରି କରିବା ପାଇଁ ଏନ୍ଟ୍ରାନ୍ସ ଦେବା ପାଇଁ ଯାଉଥିବେ ସେଠାରେ ସେମାନ ଙ୍କୁ ଅନେକ ଜେନେରାଲ ନଲେଜ ର ପ୍ରଶ୍ନ ବିଷୟ ରେ ପଚରା ଯାଏ। ତେଣୁ ଏଥିରୁ ଆପଣ ଜାଣି ପାରୁଥିବେ ଜେନେରାଲ ନଲେଜ ର ଆବଶ୍ଯକତା ଆମ ଜୀବନ ରେ କେତେ ରହିଛି। ଏଣୁ ଏହା କୁ ଜାଣିବା ବର୍ତ୍ତମାନ ସମୟ ରେ ନିହାତି ଆବଶ୍ଯକ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି। ତେବେ ଆମ ରାଜ୍ୟ ଓଡିଶା ସମ୍ପର୍କ୍ ରେ ଏମିତି ଅନେକ ତଥ୍ୟ ରହିଛି ।ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ । ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସମୁହିକ୍ ଜ୍ଞାନ ରହିବା ନିହାତି ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ କିଛି ପ୍ରଶ୍ନ ଓ ଉତ୍ତର୍।

୧) ଔରଙ୍ଗଜେବ କେଉଁ ମହିହା ରେ ସିଂହାସନ ଆରୋହଣ କରିଥିଲେ?
ଉତ୍ତର :- 1658

୨) ସମ୍ବିଧାନ ସଭକୁ କିଏ ସାମ୍ବିଧାନିକ ଉପଦେଷ୍ଟା ଭାବେ ନିଯୁକ୍ତି ପାଇ ଥିଲେ। ?
ଉତ୍ତର:- ବିଏନ୍ ରାଉତ

୩)ଜାହାଙ୍ଗୀର ଙ୍କ ସମୟ ରେ ଶ୍ରେଷ୍ଠ ଚିତ୍ରକାର କିଏ ଥିଲେ?
ଉତ୍ତର :- ବିସନ ଦାସ

୪) ତାଜମହଲ କେଉଁ ନଦୀ କୂଳରେ ଗଢା ଯାଇଛି?
ଉତ୍ତର :- ଯମୁନା

୫)କେଉଁ ମୋଗଲ ତାଙ୍କ ଆତ୍ମଜୀବନୀ ଲେଖି ନଥିଲେ?
ଉତ୍ତର :- ଶାହାଜାହାନ

୬)କେଉଁ ରାଦପୁତ ମାନେ ମୋଗଲ ଶାସକ ମାନଙ୍କର ବଶତା ସ୍ୱୀକାର କରି ନଥିଲେ?
ଉତ୍ତର :- ଶିଶୋ

୭)ଆକବର ଙ୍କ ସମୟ ରେ ସର୍ବଶ୍ରେଷ୍ଠ ଆୟ କଣ ଥିଲା?
ଉତ୍ତର :- ଭୂ ରାଜସ୍ୱ

୮) କିଏ” ବନ୍ଦେ ମାତରଂ ” ରାଷ୍ଟ୍ରୀୟ ଗୀତ ରଚନା କରି ଥିଲେ ?


ଉତ୍ତର:- ବଙ୍କିମଚନ୍ଦ୍ର ଚାଟାର୍ଜୀ ଲେଖି ଥିଲେ।

୯)ସିଡି ରୁ ପଡି କେଉଁ ମୋଗଲ ସମ୍ରାଟ ଙ୍କ ମୃତ୍ୟୁ ହୋଇଥିଲା?
ଉତ୍ତର :- ହୁମାୟୁନ

୧୦) ବାବର୍ କାହାର ବଂଶଧର୍ ଥିଲେ ?
ଉତ୍ତର:- ତୈମୁର ଲଙ୍ଗ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।