ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆମ ହିନ୍ଦୁ ଶାସ୍ତ୍ର ରେ ଅନେକ ଇତିହାସ ରହିଛି ଏବଂ ଅନେକ ଅଲୌକିକ ସତ୍ୟତା ରହିଛି ଆମ ଦେବା ଦେବୀ ମାନଙ୍କୁ ନେଇ। ବିଶ୍ୱାସ କରାଯାଏ କି ଆମ ହିନ୍ଦୁ ଶାସ୍ତ୍ର ରେ 33 କୋଟି ଦେବା ଦେବୀ ଅଛନ୍ତି ବୋଲି। ଆଉ ସବୁ ଦେବା ଦେବୀ ଏହି ପୃଥିବୀ ପୃଷ୍ଠରେ ଏବଂ ଆମ ଭାରତ ବର୍ଷରେ ହିଁ ନିଜ ନିଜ ର ଅନେକ ଲୀଳା କରିଛନ୍ତି। ଆମ ହିନ୍ଦୁ ଧର୍ମ ରେ ବଡ ଠାକୁର ବୋଲି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କୁହାଯାଇଥାଏ,ସେହି ଜଗନ୍ନାଥ ହିଁ ଏହି ସାରା ବ୍ରହ୍ମାଣ୍ଡ କୁ ନିଜ ଆଙ୍ଗୁଳି ନିର୍ଦ୍ଦେଶ ରେ ଚଲାଇଥାନ୍ତି। କୁହାଯାଇଥାଏ କି ଯାହା କିଛି ବି ହେଉଛି ତାହା ସବୁ ସେଇ ଜଗାର ଇଚ୍ଛା ଅନୁସାରେ ହୋଇଥାଏ। ତେବେ ସେହି ଜଗା ଏବଂ ତାଙ୍କର ବଡ ଦେଉଳ ସମ୍ପର୍କରେ ଅନେକ କଥା ଏବଂ ସତ୍ୟତା ରହିଛି। ସେହି ସବୁ ମଧ୍ୟରୁ ଆମେ ଆଜି ଆପଣ ମାନଙ୍କୁ କିଛି କହିବୁ।


1. ସିଂହଦ୍ଵାର ସାମ୍ନା ରେ ଥିବା ସ୍ତମ୍ଭ ର ନାମ କଣ?
ଉତ୍ତର – ଅରୁଣ ସ୍ତମ୍ଭ

2 . ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର କେଉଁ ନାମ ରେ ପରିଚିତ?
ଉତ୍ତର – ବଡ ଦେଉଳ

3 . ଶ୍ରୀ ଜଗନ୍ନାଥ କେଉଁ ତତ୍ତ୍ଵ ର ପ୍ରତୀକ?
ଉତ୍ତର – ଆତ୍ମ ତତ୍ତ୍ଵ

4 . କେଉଁ ମନ୍ଦିର ଟି ଚାରିଧାମ ମଧ୍ୟରେ ଯାଏ ନାହିଁ?
ଉତ୍ତର – ଶିରିଡି

5 . ଚାରିଧାମ ମଧ୍ୟରୁ କେଉଁ ଧାମ ଟି ଶ୍ରେଷ୍ଠ ଅଟେ?
ଉତ୍ତର – ଜଗନ୍ନାଥ ଧାମ

6 . ପୁରୀର ଅନ୍ୟ ନାମ କଣ?
ଉତ୍ତର – ନୀଳାଚଳ

7 . ବଡ ଦେଉଳ ର ପୂର୍ବ ଦିଗରେ ଥିବା ଦେଉଳ ର ନାମ କଣ?
ଉତ୍ତର – ସିଂହଦ୍ଵାର

8 . ବଳଭଦ୍ର କେଉଁ ତତ୍ତ୍ଵ ର ପ୍ରତୀକ?
ଉତ୍ତର – ଶିବ ତତ୍ତ୍ଵ

9 . ପୁରୁଷୋତ୍ତମ କ୍ଷେତ୍ର କାହାକୁ କୁହାଯାଏ?
ଉତ୍ତର – ପୁରୀ

10 . ଜଗନ୍ନାଥ ଙ୍କ ରଥ ର ନାମ କଣ?
ଉତ୍ତର – ନନ୍ଦିଘୋଷ

11 . ନନ୍ଦିଘୋଷ ରଥର ଚକ ସଂଖ୍ୟା କେତେ?
ଉତ୍ତର – ୧୬

12 . ରଥ ନିର୍ମାଣ ପରେ ତିନି ରଥ ର ପ୍ରତିଷ୍ଠା କିଏ କରିଥିଲେ?
ଉତ୍ତର – ନାରଦ

13 . ଜଗନ୍ନାଥ ଙ୍କ ରଥ ର ଉଚ୍ଚତା କେତେ?
ଉତ୍ତର – ୩୩ ହାତ ପାଞ୍ଚ ଆଙ୍ଗୁଳି

14 . ନନ୍ଦିଘୋଷ କାଠ ରେ କେତେ ଖଣ୍ଡ କାଠ ଲାଗିଥାଏ?
ଉତ୍ତର – ୮୩୨ ଖଣ୍ଡ

15 . ତିନି ରଥ ର ନିର୍ମାଣ କିଏ କରିଥିଲେ?
ଉତ୍ତର – ବିଶ୍ଵକର୍ମା

16 . ନନ୍ଦିଘୋଷ ରଥ ର ନାମ କରଣ କିଏ କରିଥିଲେ?
ଉତ୍ତର – ଇନ୍ଦ୍ରଦେବ


17 . ନନ୍ଦିଘୋଷ ରଥ ର ସାରଥି କିଏ?
ଉତ୍ତର – ଦାରୁକ

18 . ନନ୍ଦିଘୋଷ ରଥ ର ପତାକାରେ କାହାର ଚିହ୍ନ ଥାଏ?
ଉତ୍ତର – ଗରୁଡ଼

19 . ବଳଭଦ୍ର ଙ୍କ ରଥ ର ନାମ କଣ?
ଉତ୍ତର – ତାଳଧ୍ୱଜ

20 . ସୁଭଦ୍ରା ଙ୍କ ରଥର ନାମ କଣ?
ଉତ୍ତର – ଦର୍ପଦଳନ

ଆହୁରି ଏହିପରି ଅନେକ କଥା ରହିଛି ଆମ ଦେବା ଦେବୀ ଙ୍କ ସମ୍ପର୍କରେ, ଭଗବାନ ଏହି ସାରା ବ୍ରହ୍ମାଣ୍ଡ କୁ ଚଳଉଛନ୍ତି। ଯେବେ ଯେବେ ବି ଏହି ବ୍ରହ୍ମାଣ୍ଡ ଉପରେ କିଛି ବିପଦ ଆସିଛି ଭଗବାନ ଅନେକ ରୂପ ଧାରଣ କରି ସେଥିରୁ ଲୋକ ମାନଙ୍କୁ ରକ୍ଷା କରିଥାନ୍ତି। ସେଥିପାଇଁ ଭଗବାନ ତାଙ୍କ ର ସେହି ବିଭିନ୍ନ ରୂପ ରେ ବିଭିନ୍ନ ସ୍ଥାନ ରେ ପୂଜା ପାଇଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।