Breaking News – ପୁଣି ବଲିଉଡରୁ ଆସିଲା ଦୁଖଃଦ ଖବର,ବହୁତ କମ ବୟସରେ ଗାୟକଙ୍କ ରୋଡ଼ ଆକ୍ସିଡେଣ୍ଟରେ ମୃତ୍ୟ ହେଲା ! ଜାଣନ୍ତୁ କିଏ ?

0

ହିନ୍ଦୀ ସିନେମା ଜଗତ ପାଇଁ ଦୁଃଖଦ ଖବର ,ଯାହା ବଲିଉଡ ଇଣ୍ଡଷ୍ଟ୍ରି ରେ ଶୋକ ର ଛାୟା ଖେଲାଇଛି। ବଲିଉଡ ଇଣ୍ଡଷ୍ଟ୍ରି ର ଫେମସ୍ ଗାୟକ ଙ୍କ ପର ଲୋକ ଘଟିଛି।ଏବେ ସେ ସିଙ୍ଗର ଜଣକ କିଏ। ସେ ହେଉଛନ୍ତି ଫେମସ ସିଙ୍ଗର ନୀତିନ ବାଲି,ମାତ୍ର ୪୭ ବୟସ ରେ ସେ ପ୍ରାଣ ତ୍ୟାଗ କରିଛନ୍ତି। ତେବେ ଏକ ବଡ଼ ସଡ଼କ ଦୁର୍ଘଟଣା ରେ ନୀତିନ ଙ୍କ ପ୍ରାଣ ଯାଇଛି।ଏକ ସଡ଼କ ଦୁରଘଟଣାରେ ଗୁରୁତର ଅବସ୍ଥା ହୋଇଥିଲା।

ତାଙ୍କୁ ଏକ ଡାକ୍ତରଖାନା ରେ ଭର୍ତି କରାଯାଇ ଚିକିତ୍ସା କରା ଯାଉଥିଲା। ପରେ ଅଳ୍ପ ସୁସ୍ଥ ହେଲା ପରେ ଡିସଚର୍ଜ୍ ହୋଇ ଥିଲେ, କିନ୍ତୁ ପରେ ତାଙ୍କର ମୃତ୍ୟୁ ଘଟିଥିଲା।ତାଙ୍କ ମୃତ୍ୟୁ ର ଖବର ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ସୃଷ୍ଟି କରି ଥିଲା। ତେବେ ଆମେ ଆପଣ ମାନଙ୍କୁ ଜଣାଇବୁ ପ୍ରକୃତ ରେ କଣ ରହିଥିଲା ସମ୍ପୂର୍ଣ୍ଣ ଘଟଣା,ସୁସ୍ଥ ହେଲା ପରେ ମଧ୍ୟ ତାଙ୍କର ମୃତ୍ୟୁ କାହିଁକି ଘଟିଥିଲା।

ଗତ ମଙ୍ଗଳବାର ଦିନ ସକାଳେ ନୀତିନ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ, ପରେ ମୁମ୍ବାଇ ର ଏକ ବଡ଼ ଡାକ୍ତଖାନାରେ ତାଙ୍କୁ ଭର୍ତି କରାଯାଇଥିଲା। ଖବର ଅନୁଯାୟୀ ମୁମ୍ବାଇ ର ଏସଭି ରାସ୍ତାରେ ତାଙ୍କ କାର ଦିଭାଇଡର୍ କୁ ଧକ୍କା ଦେବା ପରେ ସ୍ବର୍ଗତ ଗାୟକ ଗୁରୁତର ଆହତ ହୋଇଥିଲେ। ବିଳମ୍ବ ନ କରି ତାଙ୍କୁ ଯଥା ଶୀଘ୍ର ଡାକ୍ତରଖାନା ନିଆ ଯାଇଥିଲା।

ତାଙ୍କ ମୁହଁ ରେ ଆଘାତ ଲାଗିଥିବା ଯୋଗୁ ମୁହଁ ରେ ଷ୍ଟିଚ ଓ ଚିକିତ୍ସା କରା ଯାଇଥିଲା।ଏହା ପରେ ତାଙ୍କୁ ଡିଶ୍ଚର୍ଜ୍ ମଧ୍ୟ କର ଯାଇଥିଲା,କିନ୍ତୁ ଘରେ ପହଞ୍ଚିବା ମାତ୍ରେ ତାଙ୍କ ଅବସ୍ଥା ବହୁତ ଖରାପ ହୋଇ ଯାଇଥିଲା। ତେଣୁ ପୁଣି ଥରେ ତାଙ୍କୁ ଡାକ୍ତଖାନା ରେ ଭର୍ତି କରା ଯାଇଥିଲା,ହେଲେ ରକ୍ତଚାପ ଓ ହୃଦସ୍ପନ୍ଦନ ହ୍ରାସ ପାଇଁ ତାଙ୍କ ଅବସ୍ଥା ଖରାପ୍ ହୋଇଯାଇଥିଲା, ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ବୁଧବାର ଦିନ ନୀତିନ ଙ୍କ ଅନ୍ତିମ ସଂସ୍କାର ହୋଇ ଯାଇଛି।୧୯୯୮ ଆଲବମ୍ ନା ଜାନା ସହିତ ନୀତିନ ବାଲି ଭାରତୀୟ ସଙ୍ଗୀତ ଇଣ୍ଡଷ୍ଟ୍ରି ରେ ଡେବୁ କରିଥିଲେ, ଆଉ ଅନ୍ୟ ମାନଙ୍କ ମଧ୍ୟ ରେ ନୀଲେ ନୀଲେ ଅମ୍ବର୍ ପେ,, ଛୁକର୍ ମେରେ ମନ୍ କୋ,,ଏକ ଅଜନବି ହସିନା ଓ ପଲ୍ ପଲ୍ ଦିଲ୍ କେ ପାସ୍ ଭଳି ରେ ଦସ୍କୁ ସଂସ୍କରଣ ଗାଇବା ପାଇଁ ନୀତିନ ବେଶ୍ ଜଣା ସୁଣ ଥିଲେ। ତେବେ ନୀତିନ ଶେଷ ଥର ୨୦୧୨ ମସିହା ରେ ଚଳଚ୍ଚିତ୍ର ଲାଇଫ କି ତୋ ଲଗ୍ ଗୟୀ ପାଇଁ ଏକ ଗୀତ ଗାଇଥିଲେ।

ସେ ଟେଲିଭିଜନ ଅଭିନେତ୍ରୀ ରୋମା ବାଲି ଙ୍କୁ ବିବାହ କରିଥିଲେ। ତାଙ୍କ ପତ୍ନି ସିଲ୍ ସିଲା ବାଦଲ ଟେ ରିଷ୍ଟନ୍ କା ଭଳି ସୋ ରେ ଦେଖା ଦେଇଥିଲେ। ପୂର୍ବରୁ ଭିଜେ ଓ ଟିଭି ଅଭିନେତ୍ରୀ ରୁବୀ ଭାଟିଆ ଙ୍କୁ ବିବାହ କରିଥିଲେ। ନୀତିନ ଙ୍କ ବିୟୋଗ ଚଳଚ୍ଚିତ୍ର ଜଗତ ପାଇଁ ଶୋକ ଖେଲାଇଚି। ପୂର୍ବରୁ ୨୦୨୦ ମସିହା ଖରାପ୍ ପ୍ରମାଣ ହେବା ପରେ ୨୦୨୧ ରୁ ଏମିତି ଏକ ଖବର ସମସ୍ତ ଙ୍କୁ ଦୁଃଖ ଅନି ଦେଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।