ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ଅଭିନେତ୍ରୀ ଅସୀମା ପଣ୍ଡା ଙ୍କ ଘୋଡା ରେ ବସି ପୁରୀ ସମୁଦ୍ର କୂଳ ବୁଲିଲେ, ଅସୀମା ପଣ୍ଡା ଙ୍କ ଭିଡ଼ିଓ ହେଉଛି ଭାଇରାଲ…

0

ଅସୀମା ପଣ୍ଡା କୁ କିଏ ନ ଜାଣେ। ଆଜି ଓଡ଼ିଶାର ପ୍ରତି କୋଣ ଅନୁକଣ ରେ ସେ ବେଶ ପରିଚିତ। ତାଙ୍କର ସୁମଧୁର କଣ୍ଠ ପାଇଁ ତାଙ୍କୁ ଓଡିଶା ବାସୀ ବହୁତ ଭଲ ପାଇବା ଦେଉଛନ୍ତି। ସେ ଚଳଚିତ୍ର ଗୀତ ଠାରୁ ଆରମ୍ଭ କରି ଆଲବମ ପର୍ଯ୍ୟନ୍ତ ସେ ଅନେକ ଗୀତ ଗାଇଛନ୍ତି। ଏ ପର୍ଯ୍ୟନ୍ତ ସେ ପ୍ରାୟ ତା 300 ରୁ ଅଧିକ ଗୀତ ଗାଇ ସାରିଛନ୍ତି। ତାଙ୍କର ସୋସିଆଲ ମିଡ଼ିଆ ରେ ଅନେକ ପ୍ରଶଂସକ ଅଛନ୍ତି। ତାଙ୍କର କଣ୍ଠ ଯେତିକି ସୁନ୍ଦର ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର ଅଟନ୍ତି।

ଅସୀମା ପଣ୍ଡା ବର୍ତାମାନ ସମୟରେ ଗୋଟେ ୱାରେ ଗୋଟେ ହିଟ ଗୀତ ଦେଇ ଚାଲିଛନ୍ତି। ତାଙ୍କର ଏହି ଗୀତ ପାଇଁ ତାଙ୍କର ଫ୍ୟାନ ମାନଙ୍କ ର ସଂଖ୍ୟା ବହୁତ ଅଧିକ। ତେବେ ଏଇ ସମୟ ରେ ସୋସିଆଲ ମିଡ଼ିଆ ରେ ଅସୀମା ପଣ୍ଡା ଙ୍କ ର ଗୋଟିଏ ଭଡ଼ିଓ ଜୋର ସୋର ରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଭଡ଼ିଓ ଟି।

ଏବେ ର ସମୟ ହେଉଛି ପିକନିକ ର ସମୟ। ସମସ୍ତେ ଏହି ଶୀତ ଦିନ ରେ ପିକନିକ ଯିବା ପାଇଁ ବହୁତ ଭଲ ପାଇ ଥାନ୍ତି। ନିଜ ନିଜର ପରିବାର ହେଉ କିମ୍ବା ସାଙ୍ଗ ସାଥୀଙ୍କ ସହ ହେଉ ସମସ୍ତେ ଏହି ସମୟ ର ବୁଲିବାକୁ ବହୁତ ଭଲ ଓଆଇଥାନ୍ତି। ତେବେ ଅସୀମା ଓଅଣ୍ଡା ମଧ୍ୟ ନିଜର ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇଛନ୍ତି। ସେ ଆଉ କୋଉ ଜାଗାକୁ ନୁହଁ ବରଂ ଆମ ଓଡ଼ିଶା ର ପ୍ରସିଦ୍ଧ ସ୍ଥାନ ପୁରୀ କୁ ଯାଇ ଛନ୍ତି।

ଏହି ପୁରୀ ବେଳାଭୂମିରେ ଅସୀମା ଏକ ଘୋଡା ଉପରେ ବସିଥିବା ବେଳେ ଏହାର ଲାଇଭ ଭିଡ଼ିଓ ବନାଇ ଛନ୍ତି ଓ ଏହାକୁ ନିଜର ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି।ତେବେ ଏହି ଭଡ଼ିଓ ରେ ତାଙ୍କର ଅନ୍ୟ ଜଣେ ସାଙ୍ଗ ଆଉ ଏକ ଘୋଡା ରେ ବସିଥିବା ର ମଧ୍ୟ ଦେଖିବାକୁ ମିଳୁଛି। ଦୁହେଁ ଏହି ସମୟ କୁ ବହୁତ ଉପଭୋଗ କରୁ ଥିବା ର ଦେଖି ବାକୁ ମିଳୁଛି।

ତେବେ ଅସୀମା ପଣ୍ଡା ଙ୍କର ଏହି ଭଡ଼ିଓ କୁ ତାଙ୍କର ପ୍ରଶଂସକ ମାନେ ବହୁତ ପ୍ରଶଂସା କରି ଛନ୍ତି। କାହିଁକି ନା ଏହି ଭଡ଼ିଓ ରେ ସେ ବହୁତ ଖୁସି ଥିବା ନଜର ଆସୁଛନ୍ତି। ଘୋଡା ଉପରେ ବସି ଆନନ୍ଦ ନେବାର ସେ ଦେଖା ଯାଉଛନ୍ତି। ସେ ଲାଇଭ ଆସି ନିଜର ପ୍ରଶଂସକ ମାନଙ୍କୁ କହିଛନ୍ତି କି ପୁରୀକୁ ଆସି ଘୋଡା ଉପରେ ବସିବା ବହୁତ ମଜା ଦାୟକ ହୋଇ ଥାଏ। ତେଣୁ ସେ ନିଜର ପ୍ରଶଂସକ ମାନଙ୍କୁ କହିଛନ୍ତି କି ପୁରୀ ନିଶ୍ଚୟା ଆସନ୍ତୁ ଆଉ ଏଠାକୁ ଆସି ଘୋଡା ଚଢା ର ମଜା ନିଶ୍ଚିତ ଭାବରେ ଉପ ଭୋଗ କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।