ଭୋକର ବିକଟାଳ ଚିତ୍ର: କଙ୍କାଳ ପାଲଟିଗଲା ଶରୀର, ୭ବର୍ଷ ଶିଶୁର ଓଜନ ମାତ୍ର ୭କିଲୋ ! ଆପଣ ଙ୍କର ଗୋଟିଏ ସେୟାର ବୋଧେ ଏହି ପିଲାର ଜୀବନ ବଞ୍ଚିଯାଇପାରେ ?

0

ମଣିଷ ହେଉଛି ଦୁନିଆର ଶ୍ରେଷ୍ଠ ପ୍ରାଣୀ। ଭଗବାନ ଙ୍କ ସୃଷ୍ଟି ରେ ମଣିଷ ହେଉଛି ସବୁଠାରୁ ଅଧିକ ବୁଦ୍ଧିମାନ। ମାତ୍ର ପ୍ରତେକ ମଣିଷ ସମାନ ହୋଇ ନଥାନ୍ତି। କାହାକୁ ଭଗବାନ ଅଧିକ ସୁଖ ଦେଇ ଥାନ୍ତି ତ ଆଉ କାହାକୁ ଅଧିକ ଦୁଃଖ ଦେଇଥାନ୍ତି। ଏମିତି କି କୁହାଯାଏ ମଣିଷ ନିଜ ଭାଗ୍ୟ ପାଇଁ ଦୁଖ କିମ୍ୱା ସୁଖ ଭୋଗ କରିଥାଏ। ମାତ୍ର ଆଜିର ଏହି ଦୃଶ୍ୟ ଦେଖିଲେ ଜାଣି ପାରିବେ ଭାଗ୍ୟ ର ବିଡମ୍ବନା କେମିତି ନିଷ୍ପାପ ଶିଶୁ କୁ ଏତେ ବଡ ଦଣ୍ଡ ଦେଇଛି।

ତେବେ ଏହି ଘଟଣା ଟି ହେଉଛି ୟମେନ ଦେଶର ର ରାଜଧାନୀ ର ଏକ ସହର ର ଦୃଶ୍ୟ। ଏହି ଠାରେ ଥିବା ଏକ ସାତ ବର୍ଷ ର ଶିଶୁ ସହିତ ଘଟିଛି ଏହି ଦୁର୍ଭାଗ୍ୟ ଜନକ ପରିସ୍ଥିତି। ଏହି ପିଲା ଟି ଅପପୁଷ୍ଟି ଯୋଗୁ ନିଜର ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି।

ସାତ ବର୍ଷ ର ଏହି ଶିଶୁ ଅନେକ ଦିନ ଧରି ଖାଦ୍ୟ ଖାଇବାକୁ ନ ପାଇବାରୁ ସାତ କିଲୋ ଓଜନ ର ଶିଶୁ ପାଲଟି ଯାଇଛି।ଏହି ପିଲା ର ନାମ ରହିଛି ସମିମ। ତେବେ ଏହି ସହର ର ଥିବା ଏକ ଡାକ୍ତର ଖାନା ରେ ତାର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆପଣ ଥରେ ଏହି ଶିଶୁ ଜାଗାରେ ନିଜର ଆତ୍ମୀୟ ସୋଦର କୁ ରଖି ଦେଖନ୍ତୁ ଏହି କରୁଣ ପରିସ୍ଥିତି ର ଦୃଶ୍ୟ। କାରଣ ଏପରି ଅଭାବନୀୟ ପରିସ୍ଥିତି କହାକୁ ଦେଖିବାକୁ ଭଲ ଲାଗିବ ନାହି।

ଏହି ୟାମେନ୍ ରେ ଦୀର୍ଘ ବର୍ଷ ଧରି ଯୁଦ୍ଧ କାଳୀନ ପରିସ୍ଥିତି ଲାଗି ରହିଥିଲା। ଏମିତି ରେ ମଧ୍ୟ ଏହି ଦେଶରେ ମରୁଡି ପରିସ୍ଥିତି ଦେଖା ଦେଇଥିଲା। ଅନେକ ପରିବାର ର ଲୋକେ ଖାଦ୍ୟ ପାଇଁ ବିକଳ ହେଇଛନ୍ତି। କିନ୍ତୁ ଦୁଇ ତିନି ବର୍ଷ ହେବ ଆମେରିକା ଏହି ଦେଶକୁ ଖାଦ୍ୟ ହିସାବରେ ରିଲିଫ ଯୋଗାଇ ଆସୁଥିଲା। କିନ୍ତୁ କରୋନା ପାଇଁ ଏବେ ଖାଦ୍ୟ ର ଅଭାବ ଦେଖା ଦେଇଥିଲା।

ସମିମ୍ ର ପରିବାର ଲୋକେ ତାକୁ ଏହି ହସପିଟାଲ ରେ ଭର୍ତ୍ତି କରିବା ପାଇଁ ପ୍ରାୟ ୧୭୦ କିମି ଅତିକ୍ରମ କରିବାକୁ ପଡ଼ିଥିଲା। ଦେଶର ପରିସ୍ଥିତି ଭୟାବହ ହୋଇପଡ଼ିହି ଯୁଦ୍ଧ ପାଇଁ। ଖାଇବାକୁ ଅନେକ ପରିବାର ଲୋକେ ପାଉ ନାହାଁନ୍ତି। ତା ସହିତ ସମିମ୍ ଏଥିପାଇଁ ମଧ୍ୟ ଏକ ପରଲିଶିସ ରେ ପୀଡିତ ହୋଇ ପଡ଼ିଛି। ଖାଦ୍ୟ ଅଭାବ ରୁ ତାର ଏହି ପରିସ୍ଥିତି ହୋଇଥିବା କଥା ଏହି ଡାକ୍ତର କହିଛନ୍ତି।

ଡାକ୍ତର ଙ୍କ ମଧ୍ୟ କହିବା କଥା ଆଉ ଯଦି କିଛି ଘଣ୍ଟା ବିଳମ୍ବ ହୋଇ ଥାନ୍ତା ଏହାର ଚିକିତ୍ସା ରେ ତେବେ ହୁଏତ ସମିମ ଆଉ ବଞ୍ଚି ପାରି ନଥାନ୍ତା।  ତେବେ ସମିମ୍ ର ଅବସ୍ଥା ଏବେ ଟିକେ ସୁଧାରି ଥିବା କଥା ନିଜେ ଡାକ୍ତର କହିଛନ୍ତି। ତାକୁ ଏମିତି ଠିକ୍ ଭାବେ ଚିକିତ୍ସା କଲେ ସୁସ୍ଥ ହୋଇଯିବାର ସମ୍ଭାବନା ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।