ଦେଖନ୍ତୁ ଭିଡିଓ – ବୟଫ୍ରେଣ୍ଡର ପଇସା ରେ ଏସଆଇ ପୋଲିସ ହୋଇଥିବା ଯୁବତୀ ଜଣକ ଭିଡିଓ ନିଆଁଭଳି ଭାଇରାଲ ହେଲା ଆଉ ତା’ପରେ ଶେଷରେ

0

ବର୍ତ୍ତମାନର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।ତେବେ ଆପଣ ମାନେ ସବୁବେଳେ ଶୁଣିଥିବେ କି ପ୍ରେମ ରେ ସବୁବେଳେ ଯୁବକ ମାନେ ମହିଳା ଙ୍କୁ ଧକ୍କା ଦିଅନ୍ତି ଏବଂ ମହିଳା ମାନେ ନ୍ୟାୟ ପାଇଁ ପୋଲିସ ରେ ଅଭିଯୋଗ କରିଥାନ୍ତି ।

କିନ୍ତୁ ଆମେ ଆଜି ଆପଣଂକୁ ଯେଉଁ ପ୍ରେମ ଓ ପ୍ରତାରଣ ର କାହାଣୀ ଜଣେଇବାକୁ ଯାଉଛୁ ତାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ର ନୟାପଲ୍ଲୀ ଅଞ୍ଚଳରେ ଜଣେ ଯୁବକ ନ୍ୟାୟ ମାଗିବାକୁ ପୋଲିସ ଷ୍ଟେସନ ରେ ପହଞ୍ଚି ଥିଲେ ।ତେବେ ତାଙ୍କର କାହାଣୀ ଜାଣିବା ପରେ ପୋଲିସ କର୍ମଚାରୀ ମଧ୍ୟ ଚକିତ ହୋଇଯାଇଥିଲେ ।

ତେବେ ଘଟଣା ଟି କିଛି ଏପରି ଥିଲା କି ,ଭୁବନେଶ୍ୱର ର ଏହି ଯୁବକ ଜଣେ ଝିଅ କୁ ବିଗତ ଦେଢ ବର୍ଷ ଧରି ପ୍ରେମ କରିଆସୁ ଥିଲେ ।ଝିଅ ଟି ଗରିବ ପରିବାର ର ହୋଇଥିବା ଯୋଗୁଁ ଯୁବକ ଜଣଙ୍କ ତାଙ୍କର ସମସ୍ତ ପାଠ ପଢିବା ଖର୍ଚ୍ଚ ବହନ କରିଥିଲେ। ଏପରି କି ଦୁହେଁ ଦେଢ଼ ବର୍ଷ ଧରି ଗୋଟିଏ ଭଡା ଘରେ ସ୍ୱାମୀ ସ୍ତ୍ରୀ ଭାବରେ ରହି ଆସୁଥିଲେ ।କିନ୍ତୁ ଭଲ ପାଇବାର ଦେଢ଼ ବର୍ଷ ପରେ ଝିଅ ଟି ସେହି ଯୁବକ ଙ୍କୁ ପ୍ରେମ ରେ ଧକ୍କା ଦେଇଥିଲା ।ତେବେ ଏହା ପଛରେ ଥିବା ମୁଖ୍ୟ କାରଣ ହେଉଛି ଯେ ଝିଅ ଟି ଏବେ ଜଣେ ପୋଲିସ ଅଧିକାରୀ ଭାବରେ କାର୍ଯ୍ୟ କରୁଛି।

ତେବେ ଯୁବକ ଙ୍କର କହିବା ଅନୁସାରେ ,ତାଙ୍କର ପୋଲିସ ହେବା ପଛରେ ସମସ୍ତ ଟଙ୍କା ଖର୍ଚ୍ଚ କରିବା ସହ ସେ ତାଙ୍କୁ ଭଲ ଚାକିରୀ କରିବାରେ ସାହାଯ୍ୟ କରିଥିଲେ ।ଏପରି କି ଦୁହେଁ ଗୋଟିଏ ଘରେ ସ୍ୱାମୀ ସ୍ତ୍ରୀ ଭାବରେ ମଧ୍ୟ ରହୁଥିଲେ ।ତେବେ ଚାକିରୀ ପାଇବା ପରେ ସେ କାହିଁକି ତାକୁ ଛାଡି ଦେବ ।ସେ ପ୍ରମାଣ ପାଇଁ ଉଭୟଙ୍କ ର କେତେକ ଅନ୍ତରଙ୍ଗ ଫୋଟ ଓ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ।ଏବଂ ନ୍ୟାୟ ପାଇଁ ପୋଲିସ ଥାନା ରେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ ମୋ ପ୍ରେମ ତାର ସ୍ୱାର୍ଥ ହାସଲ କରିବା ପରେ ମୋ ଠାରୁ ଦୂରେଇ ଯିବାକୁ ଚାହୁଁଛନ୍ତି ଯଦି ସେଥିରେ ମୋର ଆପତ୍ତି ନାହିଁ ।କିନ୍ତୁ ତାଙ୍କ ପଛରେ ମୁଁ ଖର୍ଚ୍ଚ କରିଥିବା ସମସ୍ତ ଟଙ୍କା ଓ ତାଙ୍କୁ ଉପହାର ରୂପରେ ଦେଇଥିବା ସବୁ ସୁନା ଗହଣା ସେ ମତେ ଫେରାଇ ଦିଅନ୍ତୁ ନଚେତ ମତେ ବିବାହ କରନ୍ତୁ। ତେବେ ପୋଲିସ ତାର ତଦନ୍ତ ଆରମ୍ଭ କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।