ଦେଖନ୍ତୁ ଭିଡ଼ିଓ ! ପିକନିକ କରିବାକୁ ଯାଇ ଫଟୋ ଉଠାଇବା ସମୟରେ ନଦୀରେ ଭାସିଗଲେ ଯୁବତୀ, ମୃତ୍ୟୁ ବେଳର ଭିଡ଼ିଓ ହେଉଛି ଭାଇରାଲ…

0

ଧୀରେ ଧୀରେ ସମାଜରେ ବଢିବ ରେ ଲାଗିଛି ଟେକ୍ନୋଲୋଜି ତଥା ମୋବାଇଲ ର ଭୟାବହ । ଏହି ଅତ୍ୟାଧୁନିକ ଯୁଗରେ ମୋବାଇଲ ସାଜିଛି ଲୋକମାନ ଙ୍କର ହତ୍ୟାକାରୀ । ଯଦିଓ ବୈଜ୍ଞାନିକ ମାନେ ମୋବାଇଲ ର ଆବିଷ୍କାର ଲୋକମାନ ଙ୍କର ଅସୁବିଧା କୁ ଦୂର କରିବା ପାଇଁ କରିଥିଲେ ମାତ୍ର ବର୍ତ୍ତମାନର ଯୁବପୀଢ଼ି ଏହାର ନାକରାତ୍ମକ ବ୍ୟବହାର କରି ନିଜର ମୃତ୍ୟୁ ର କାରଣ ପାଲଟିଛନ୍ତି ।

ଖାଲି ଏତିକି ନୁହେଁ ବରଂ କିଛି ଅସମାଜିକ ବ୍ୟକ୍ତି ମାନେ ବର୍ତ୍ତମାନ ଏହି ମୋବାଇଲ କୁ ନିଜର କୁକର୍ମ କୁ ସାଧନ କରିବାର ରାସ୍ତା ଭାବରେ ଆପଣେଇଛନ୍ତି ତ କେହି କେହି ଭିନ୍ନ ଭିନ୍ନ ଢଙ୍ଗ ରେ ଭିନ୍ନ ଭିନ୍ନ ସ୍ଥାନରେ ନିଜର ଫୋଟ ଉଠାଇ ଓ ମଜା ମସ୍ତି କରି ନିଜ କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି ।

ତେବେ ଆପଣ ମାନେ ତ ଦେଖିଥିବେ କି ବର୍ତ୍ତମାନ ର ଯୁବ ଯୁବତୀ ମାନେ କେତେକ ବିପଦ ପୂର୍ଣ୍ଣ ସ୍ଥାନରେ ସେଲ ଫି ନେଇ ବା ଫୋଟ ଉଠାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥାନ୍ତି ।ଏଥିରୁ ସେମାନ ଙ୍କୁ କଣ ମିଳିଥାଏ କେଜାଣି କିନ୍ତୁ ନିଜ ବିପଦ କୁ ନିଜେ ଟାଣି ଆଣିଥାନ୍ତି ସେମାନଙ୍କ ର ଏହି ସେଲ ଫି ।ତେବେ ଏହି ଭଳି ଏକ ଦୁଃଖଦ ଘଟଣା ଘଟିଛି ଇବ ନଦୀ କୂଳରେ ଯାହା ଜାଣିଲେ ଆପଣ ନିଶ୍ଚିତ ଭାବରେ ମର୍ମାହତ ହେବେ ।

ସୂଚନା ଅନୁସାରେ , ଚଳିତ ବର୍ଷ ନୂଆ ବର୍ଷ ଉପଲକ୍ଷେ ରାଇରାଜଗଙ୍ଗ ର ଜଣେ ଯୁବତୀ ତାଙ୍କର ନାମ ଅନୁପମା ପ୍ରଜାପତି ନିଜର ବନ୍ଧୁ ମାନଙ୍କ ସହ ପିକନିକ କରିବାକୁ ଯାଇଥିଲେ ।କିନ୍ତୁ ସେ ଆଉ ସେଠାରୁ ଫେରିଲେ ନାହିଁ ।ମାତ୍ର ଗୋଟିଏ ସେଲ ଫି ଓ ଫୋଟ ତାଙ୍କୁ ସବୁଦିନ ପାଇଁ ସେହି ସ୍ଥାନରୁ ସ୍ୱର୍ଗ କୁ ନେଇଯାଇଥିଲା ।ସେମାନେ ଇବ ନଦୀ କୂଳରେ ଭୋଜି ଭାତ କରିଥିଲେ ଏବଂ ବହୁତ ମଜା ମସ୍ତି ମଧ୍ୟ ଚାଲିଥିଲା ସାଙ୍ଗ ମାନଙ୍କ ସହ ।

ସେ ତାଙ୍କର ବନ୍ଧୁ ମାନଙ୍କ ସହ ପିକନିକ ରେ ଭୋଜି ପ୍ରସ୍ତୁତ କରିବା ପରେ ସମସ୍ତେ ସାଙ୍ଗ ହୋଇ ଖାଇଥିବା ର ଏକ ଫୋଟ ସୋସିଆଲ ମିଡ଼ିଆ ରେ ମଧ୍ୟ ପୋଷ୍ଟ କରିଥିଲେ ।ତେବେ ପରେ ସେମାନେ ସମସ୍ତେ ସେହି ନଦୀ କୁଳ କୁ ବୁଲିବାକୁ ଯାଇଥିଲେ ।ସେଠାରେ ସେମାନେ ବହୁତ ମସ୍ତି କରିଥିବା ର ଏକ ଭିଡ଼ିଓ ମଧ୍ୟ ଏବେ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବା ରେ ଲାଗିଛି ।

କିନ୍ତୁ ଅନୁପମା ନିଜର ବନ୍ଧୁ ଙ୍କ ସହ ଏକ ସେଲ ଫି ନେବା ସମୟରେ ହଟାତ ଘଟିଗଲା ଏକ ଦୁର୍ଘଟଣା ଯେଉଁ ଥିରେ ଶିକାର ହେଲେ ଅନୁପମା ।ସେ ନଦୀ ର ସ୍ରତ ରେ ଭାସିଯାଇ ଥିଲେ ପ୍ରାୟ ୩୦୦ ମିଟିର ପର୍ଯ୍ୟନ୍ତ ।ଆଉ ତାଙ୍କୁ ଯେତେବେଳେ ବନ୍ଧୁ ମାନେ ପାଇଥିଲେ ସେତେବେଳେ ସେ ମୃତ୍ୟୁ ବରଣ କରିଥିଲେ ।

ସେଲ ଫି ନେବା ସମୟରେ , ଅନୁପମା ଙ୍କର ବନ୍ଧୁ ଙ୍କ ଗୋଡ଼ ଖସିଯାଇଥିଲା ଫଳରେ ସେ ପାଣି ରେ ପଡିଯାଇ ଥିଲେ କିନ୍ତୁ ଜଳ ର ସ୍ରୋତ ଏତେ ଅଧିକ ଥିଲା କି ସେ ନିଜକୁ ବଞ୍ଚେଇ ପାରିଲେ ନାହିଁ ଆଉ ମୃତ୍ୟୁ ବରଣ କଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।