ଆଖି ମାରି ଗୋଟିଏ ରାତିରେ ସୋସିଆଲ୍ ଭାଇରାଲ୍ ହୋଇଥିବା ପ୍ରିୟା ପ୍ରକାଶ ଏବେ ଦେଖା ଯାଉଛନ୍ତି ଏହିପରି ଆପଣ ମାନେ ବି ଦେଖିଲେ ତାଜୁକ୍ ହୋଇ ରହିଯିବେ

0

ଆମ ତାମିଲ ଓ ତେଲଗୁ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ତେବେ ଆପଣ ମାନେ ଜାଣି ଥିବେ କି କିଛି ବର୍ଷ ଆଗରୁ ପ୍ରିୟ ପ୍ରକାଶ ଆଖି ମାରି ରାତା ରାତି ଫେମସ ହୋଇ ଯାଇ ଥିଲେ। ତେବେ ତାଙ୍କର ଏହି ଭିଡିଓ ଟି ପୁରା ଦେଶ ରେ ଚର୍ଚ୍ଚା ର ବିଷୟ ପାଲଟି ଥିଲା।

ତେବେ ସେହି ଭିଡିଓ ଟି ଏକ ତାମିଲ ଗୀତ ରେ ରହି ଥିଲା। ତେବେ ସେହି ଗୀତ ରେ ଗୋଟେ ଜାଗା ରେ ଆଖି ମାରିବା ର ଭିଡିଓ ଦେଖିବାକୁ ମିଳି ଥିଲା। ତେବେ ସେ ଏହାକୁ ବହୁତ ସୁନ୍ଦର ଭାବେ କରି ଥିଲେ,ଆଉ ଯାହା ପାଇଁ ଏହା ବହୁତ ଫେମସ ହୋଇ ଥିଲା। ତେବେ ପ୍ରିୟ ଛୋଟ ବେଳୁ ହିଁ ତାଙ୍କର ଅନେକ ସ୍ବପ୍ନ ରହି ଥିଲା।ତେବେ ସେ ଜଣେ ସାଧାରଣ ପରିବାର ବର୍ଗ ର ଝିଅ ଥିଲେ । ତେବେ ସେ ତାଙ୍କର ସୁନ୍ଦରତ ଓ ଚାହାଣି ପାଇଁ ତାଙ୍କୁ ଅନେକ ଫିଲ୍ମ ରୁ ଅଫର୍ ମିଳି ଥିଲା। ତେବେ ସେ ଅନେକ ତାମିଲ ଓ ତେଲଗୁ ଚଳଚିତ୍ର ରେ କାର୍ଯ୍ୟ କରିଛନ୍ତି , ଖାଲି ସେତିକି ନୁହଁ , ଅନେକ ଆଡ଼ଭାଟାଇଜମେଣ୍ଟ ,ଅନେକ short ଫିଲ୍ମ ମଧ୍ୟ କରୁଛନ୍ତି,ଆଉ ତା ସହ ଅନେକ music ଭିଡ଼ିଓ ମଧ୍ୟ କରୁଛନ୍ତି ।

ସେ ନିଜ ର କଳା ର ପରିଚୟ ସବୁ ସ୍ଥାନରେ ଦେଖାଇ ପାରୁଛନ୍ତି। ତେବେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସେ ଜଣେ ସଫଳ ନାୟିକା । ତେବେ ତାଙ୍କର ଅନେକ ଡିମାଣ୍ଡ ରହିଛି। ତେବେ ସେ ଅନେକ ଦୁଃଖ ଓ କଷ୍ଟ ସହି ଆଜି ସଫଳତା ପାଇଛନ୍ତି। ତେବେ ଅତି କମ ବୟସ ରୁ ନିଜର କଳା କୁ ଦେଖାଇ ପରିଛନ୍ତି ,ଆଉ ସେ ଏବେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି।ତେବେ ଏତେ କମ ବୟସ ରୁ ବହୁତ ଫେମସ କଳାକାର ମାନଙ୍କ ମଧ୍ୟ ରେ ନିଜର ସ୍ଥାନ ବନାଇ ପରିଛନ୍ତି।

ଆଉ ଆଜି ସେ ସଫଳତା ର ଗୋଟେ ପରେ ଗୋଟେ ପାହାଚ ଚଢ଼ୀ ଚାଲିଛନ୍ତି। ତେବେ ସେ ଅନେକ ସୁନ୍ଦରୀ ନାୟିକା ଙ୍କ ମଧ ରୁ ଜଣେ ।ତେବେ ତାଙ୍କର ଅନେକ ଫୋଟ , ଭିଡିଓ ଆଦି ସୋସିଆଲ ମିଡିଆରେ ଦେଖିବାକୁ ମିଳି ଥାଏ। ଯାହା ଲୋକଙ୍କୁ ବହୁତ ଆକର୍ସିତ୍ କରି ଥାଏ। ତେବେ ସେ ନିଜର ସଫଳତା ପାଇଁ ଆଜି ଲୋକଙ୍କ ପାଖରେ ଲୋକପ୍ରିୟ ହୋଇ ପରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।