Bayagita – ସ୍ତ୍ରୀ ର ଏହି ଗୋଟିଏ ଭୁଲ୍ ସ୍ୱାମୀ କୁ କରିଦିଏ କାଙ୍ଗାଳ ଆଉ ଭିକାରୀ ଜାଣନ୍ତୁ କେଉଁ କେଉଁ ଭୁଲ୍

0

ଯେତେବି ଧର୍ମ ଏହି ଦୁନିଆରେ ରହିଛି, ସେହି ସବୁ ଧର୍ମ ମାନଙ୍କ ମଧ୍ୟରୁ ହିନ୍ଦୁ ଧର୍ମ କୁ ବହୁତ ପବିତ୍ର ଏବଂ ଶ୍ରେଷ୍ଠ ଧର୍ମ ବୋଲି ମନା ଯାଇଥାଏ। ହିନ୍ଦୁ ଧର୍ମ ବି ସବୁ ଧର୍ଧର୍ମକୁମ ଠାରୁ ପୁରା ଅଲଗା, ହିନ୍ଦୁ ଧର୍ମ ବି ଆଉ କୌଣସି ଧର୍ମ ସହ ସମାନତା ବି ନାହିଁ। ତେବେ ଆମ ହିନ୍ଦୁ ଧର୍ମ ରେ ଅନେକ ନିୟମ ସବୁ ରହିଛି, ଯେଉଁ ସବୁ ନିୟମ ଆମ ନିତିଦିନ ର ଜୀବନଶୈଳୀ ସହ ଯୋଡିତ ରହିଛି।

ଆମେ ମାନେ ପ୍ରତ୍ୟେକ ଦିନ ଯେଉଁ ସବୁ କାମ କରୁଛୁ ସେହି ସବୁ କାମ ଗୁଡିକ ସହ ଆମ ବାସ୍ତୁ ଶାସ୍ତ୍ର ମଧ୍ୟ ଯୋଡି ହୋଇ ରହିଛି ।କୁହାଯାଇଥାଏ ଯଦି ଜଣେ ବିବାହିତା ନାରୀ କିଛି ଭୁଲ୍ କାମ କରି ଥାଏ ତେବେ ତାହାର କୁପ୍ରଭାବ ସିଧା ସଳଖ ଭାବେ ସ୍ୱାମୀ ଙ୍କ ଉପରେ ପଡିଥାଏ।

ସେଥିପାଇଁ କୁହାଯାଏ ଜଣେ ପୁରୁଷ ର ହସ ଖୁସି ସବୁ ତାର ସ୍ତ୍ରୀ ହାତରେ ହିଁ ଥାଏ, ଆଉ ଜଣେ ସଫଳ ପୁରୁଷ ପଛରେ ଗୋଟିଏ ନାରୀ ର ହିଁ ହାତ ଥାଏ। ତେବେ ଆମେ ଆଜି ଆପଣ ମାନଙ୍କୁ ନାରୀ ର ଏକ କାର୍ଯ୍ୟ ସମ୍ପର୍କରେ କହିବୁ ଯାହାକୁ କି ନାରୀ ମାନେ ନିଶ୍ଚିତ ଭାବେ ଜାଣିବା ଉଚିତ, କାରଣ ଏହା ଦ୍ୱାରା ସ୍ୱାମୀ ର ବହୁତ କ୍ଷତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ନାରୀ ମାନେ ଗହଣା ପିନ୍ଧିବା ରେ ବି ମଧ୍ୟ କେତେକ ନିୟମ ଥାଏ କିପରି ପିନ୍ଧିବେ କିପରି କଣ କରିବେ ଏହି ପରି ବହୁତ କିଛି। ମହିଳା ମାନେ ମଥା ଠାରୁ ଆରମ୍ଭ କରି ଗୋଡ ଆଙ୍ଗୁଳି ପର୍ଯ୍ୟନ୍ତ ଗହଣା ସବୁ ପିନ୍ଧି ଥାଆନ୍ତି, ଗୋଡ ର ଆଙ୍ଗୁଳି ର ଅଳଙ୍କାର ତଥା ଗୋଡ ମୁଦି ଶେଷ ଅଳଙ୍କାର ହୋଇଥାଏ ନାରୀ ମାନଙ୍କ।
* ମହିଳା ମାନେ ମଥା ର ମଥା ମଣୀ ଓ ଗୋଡ ରୂପା ର ଆଙ୍ଗୁଠି ପିନ୍ଧିବାର ମଧ୍ୟ କାରଣ ହୋଇଥାଏ କି ମନ ର କାରକ ସୂର୍ଯ୍ୟ ଓ ଆତ୍ମା ର କାରକ ଚନ୍ଦ୍ରମା ହୋଇ ଥାଆନ୍ତି,କିନ୍ତୁ ଆପଣ ମାନେ ବି କଣ ଜାଣିଛନ୍ତି କି ଗୋଡ ର ଗୋଡ ମୁଦି ସ୍ୱାମୀ ମାନଙ୍କ ର ଗରିବୀ ର କାରଣ ମଧ୍ୟ ହୋଇଥାଏ।

*ଗୋଡ ରେ ମୁଦି କେବଳ ବିବାହିତା ଭାରତୀୟ ନାରୀ ମାନେ ହିଁ ପିନ୍ଧି ଥାଆନ୍ତି, ଗୋଡ ମୁଦି ପିନ୍ଧିବାର ଏହାହିଁ କେବଳ କାରଣ ହୋଇନଥାଏ କି ସେମାନେ ବିବାହିତା ହୋଇଥାଆନ୍ତି, ବରଂ ଏହା ମଧ୍ୟ କାରଣ ହୋଇଥାଏ କି ବେଦ ଅନୁସାରେ ଏହା ମନା ଯାଏ କି ମହିଳା ମାନେ ଦୁଇ ଗୋଡରେ ଗୋଡ ମୁଦି ପିନ୍ଧିବା ଦ୍ୱାରା ମହିଳା ମାନଙ୍କ ର ମାସିକ ଚକ୍ର ସଠିକ୍ ଭାବେ ହୋଇଥାଏ।

*ମୁଦି କୁ ସବୁବେଳେ ଗୋଡ ଆଙ୍ଗୁଳି ର ଦ୍ୱିତୀୟ ଆଙ୍ଗୁଠି ରେ ପିନ୍ଧିବା ଉଚିତ୍, ଏହା ଦ୍ୱାରା ଗର୍ଭାଶୟ ନିୟନ୍ତ୍ରଣ ହୋଇଥାଏ। ତେବେ ଏହି କଥା ବି ବହୁତ କମ୍ ଲୋକ ମଧ୍ୟ ଜାଣିଛନ୍ତି କି ମହିଳା ମାନେ ଯଦି ଠିକ୍ ଭାବେ ଗୋଡରେ ଗୋଡ ମୁଦି ପିନ୍ଧିବେ ନାହିଁ ତେବେ ତାଙ୍କ ସ୍ୱାମୀ ମାନେ ଭିକାରି ହୋଇଯିବେ।

ଜ୍ୟୋତିଷ ମାନଙ୍କ ମତରେ ଗୋଡ ରେ ଗୋଡ ମୁଦି ପିନ୍ଧିବା ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ର ମାନଙ୍କ ର ଦୃଷ୍ଟି ସ୍ୱାମୀ ସ୍ତ୍ରୀ ମାନଙ୍କ ଉପରେ ଲାଗି ରହିଥାଏ। ମୁଦି ସବୁବେଳେ ରୂପା ର ପିନ୍ଧିବା ଉଚିତ୍ କେବେବି ସୁନା ର ଗୋଡ ମୁଦି ପିନ୍ଧନ୍ତୁ ନାହିଁ। ସୁନା ମୁଦି ପିନ୍ଧିବା ଦ୍ୱାରା ସ୍ୱାମୀ ଗରିବ ଓ ଭିକାରୀ ହୋଇଯାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।