ହେ ଭଗବାନ ଆଶ୍ଚର୍ଯ୍ୟ ଘଟଣା ! ଡେଲିଭେରୀ ସମୟରେ ନବଜାତ ଶିଶୁର ଗଳା କାଟିଦେଲେ ଡାକ୍ତର, ଆଉ ତା ପରେ ଯାହା ହେଲା ମା, ଓ ପିଲାର ଅବସ୍ଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ , ପୋଷ୍ଟଟି ନିଶ୍ଚିତ ପଢନ୍ତୁ ?

0

ମଣିଷ ଦେହ ରେ କେତେ ରୋଗ ବ୍ୟାଧି ଲୁଚି ରହିଥାଏ। ଏହାକୁ ପରିବେକ୍ଷନ କରିଥାନ୍ତି ଡାକ୍ତର ମାନେ। ତେବେ ଭଗବାନ ଯେପରି ନିଜ ଭକ୍ତ ମାନଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରି ସେମାନଙ୍କୁ ବଞ୍ଚାଇ ଥାନ୍ତି ଠିକ୍ ସେହିପରି ଡାକ୍ତର ମାନେ ରୋଗୀ କୁ ବଞ୍ଚାଇ ଥାନ୍ତି। ତେଣୁ ଡାକ୍ତର ମାନଙ୍କୁ ଦ୍ଵିତୀୟ ଭଗବାନ ବୋଲି କହିଥାଉ।

ଆଧୁନିକ ସମାଜ ରେ ବିଭିନ୍ନ ପ୍ରକାର ଯନ୍ତ୍ର ପାତି ବ୍ୟବହାର ଦ୍ଵାରା ବେଳେ ବେଳେ କିଛି ଭୁଲ ହୋଇଯାଉଛି ଯାହା ରୋଗୀ ମାନଙ୍କୁ ମରଣ ମୁଖ କୁ ଠେଲି ଦେଉଛନ୍ତି। ଏହି ସବୁ ପାଇଁ କିଛି ଲୋକ ଙ୍କ ଜୀବନ ମଧ୍ୟ ପଲାଉଛି। ତେବେ ଆଜି ଆପଣଙ୍କୁ ଏକ ଏପରି ଘଟଣା ଜଣାଇବୁ ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସାମାନ୍ୟ ଭୁଲ୍ ପାଇଁ ମଣିଷ ର ଜୀବନ କିପରି ଯାଇଥାଏ। ତବେ ଏହି ଘଟଣା ରେ ଡାକ୍ତର ଙ୍କ ଅବହେଳା ଯୋଗୁ ଗୋଟିଏ ନବଜାତ ଶିଶୁ ର ଜୀବନ ଯାଇଥିଲା।

ତେବେ ମଣିଷ ର ରୋଗ ଆଦି ହୋଇଥିଲେ ଡାକ୍ତର ପରାମର୍ଶ ଦେଇଥାନ୍ତି। ଆମର କୌଣସି ଅସୁବିଧା ହେଲେ ବା ରୋଗ ହେଲେ ଡାକ୍ତର ଙ୍କ ପରାମର୍ଶ ନେଇଥାଉ। ସେମାନେ ରୋଗ କୁ ତର୍ଜମା କରି ଔଷଧ ଦେଇଥାନ୍ତି। ଯଦି ଅଧିକ ରୋଗ ଟି ବଡ଼ ହେଇଥାଏ ତେବେ ଅପରେସନ ପାଇଁ ଉପଦେଶ ଦେଇଥାନ୍ତି। ହେଲେ ଅପରେସନ ମଣିଷ ପାଇଁ ବିପଦ ସଙ୍କୁଳ ହଇଥିବାରୁ କଷ୍ଟ କରି ହୋଇଥାଏ । ସାମାନ୍ୟ ଅବହେଳିତ ଯୋଗୁ ମଣିଷର ଜୀବନ ମଧ୍ୟ ଚାଲିଥାଏ। ବର୍ତ୍ତମାନ ସମୟରେ ପ୍ରସବ ଅପରେସନ ବହୁତ୍ ଦେଖା ଯାଉଛି।

ଅଧିକାଂଶ ସମୟରେ ପ୍ରସବ ନାରୀ ମାନଙ୍କର କୌଣସି ଅସୁବିଧା କାରଣ ରୁ ଅପରେସନ କରିବାକୁ ପଡ଼ିଥାଏ। ବହୁତ ସାବଧାନତା ଅବଲମ୍ବନ କରି ଅପରେସନ କରାଯାଇଥାଏ,କାରଣ ଏହା ଶିଶୁ ଓ ମା ପାଇଁ ହାନି ପହଞ୍ଚେଇବାର ଆଶଙ୍କା ଥାଏ। ଏହା ଦ୍ବାରା ଉଭୟ ମା ଓ ପିଲା ର ଜୀବନ କୁ ବିପଦ ମଧ୍ୟ ଥାଏ। ସେମାନଙ୍କ ସୁରକ୍ଷା ପାଇଁ ଡାକ୍ତର ସବୁବେଳେ ସଚେତନ ଥାନ୍ତି। ତେବେ ଏହି ଘଟଣା ରେ କାହାର ଭୁଲ୍ ତାହାର ସତ୍ୟତା ଆପଣ ମାନେ ଉପଲବ୍ଧି କରିବେ।

ତେବେ ଏପରି ଏକ ଘଟଣା ରେ ଦେଖିବାକୁ ମିଳିଛି ଯେ ଜଣେ ନାରୀ ର ଅପରେସନ ସମୟ ରେ ଡାକ୍ତର ଶିଶୁ ର ଗଲା କାଟି ଦେଇଛନ୍ତି। ଘଟଣା ଟି ବିହାର ଖାଗଡ଼ିଆ ଜିଲ୍ଲା ରେ ଘଟିଛି। ମଙ୍ଗଳବାର ଦିନ ଜିଲ୍ଲା ର ମହେଶକାନ୍ତର ଏକ ଘୋରୋଇ କ୍ଲିନିକ୍ ରେ ଏହି ଘଟଣା ଘଟିଛି। ପାସରା ପୋଲିସ୍ ଷ୍ଟେସନ୍ ର ମହଦିପୂର୍ ନିବାସୀ ଅମିତ୍ କୁମାର ଙ୍କ ପତ୍ନୀ ଚନ୍ଦନୀ ଦେବୀ ଜାନୁୟାରୀ ୧୧ ରେ ଗୋଗ୍ରୀକୁ ରେଫରାଲ୍ ହସ୍ପିଟାଲ୍ କୁ ଯାଇଥିଲେ। ଶିଶୁ ଟି ଓଲଟି ଯାଇଥିଲା , ତେଣୁ ଏ ନ ଏମ୍ ଭଲ ଚିକିତ୍ସା ପାଇଁ ମହେଶକାନ୍ତର ଟାଟା ଜରୁରୀ କାଳୀନ ଡାକ୍ତରଖାନା କୁ ରେଫର୍ କରା ଯାଇଥିଲା।

ପ୍ରସବ ସମୟରେ ଡାକ୍ତର ଙ୍କ ଅବହେଳା ଯୋଗୁ ଶିଶୁ ଟି ର ଗଲା କାଟି ଯାଇଥିଲା। ପରେ ଉଭୟ ମା ଓ ଶିଶୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ପରିବାର ଲୋକଂକ ଅଭିଯୋଗ ରେ NH 107 ଅବରୋଧ କରାଯାଇଥିଲା। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚିବା ପରେ ଟାଟା ଜରୁରୀ କାଳୀନ ଡାକ୍ତର ଖାନା କୁ ସିଲ୍ କରାଯାଇଥିଲା। ପରେ ଗୋଗ୍ରୀ ର ଏସଡ ଓ ସୁବାଷ ଚନ୍ଦ୍ର ମଣ୍ଡଳ, ସିଓ ରବୀନ୍ଦ୍ରନାଥ ପୋଲିସ୍ ଫୋର୍ସ ରେ ପହଞ୍ଚି ଆଶ୍ୱାସନା ଦେଇଥିଲେ। ଲୋକଙ୍କୁ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତଶ୍ରୁତି ଦେଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।