ଦେଖନ୍ତୁ Live ଭିଡିଓ ହଠାତ୍ ରାତି ୨ ଟା ରେ ଏଭଳି ଅବସ୍ଥାରେ ଭିଡିଓ କରି କହିଲେ ଏଭଳି କଥା କହିଲେ ଶୁଣିଲେ …

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକପ୍ରିୟତା ହାସଲ କରିଛନ୍ତି। ଅଭିନେତା ଓ ଅଭିନେତ୍ରୀ ଯଦି ଅଭିନୟ ଭଲ କରୁଥିବେ ଓ ସୁନ୍ଦର୍ ଦେଖିବା ପାଇଁ ଥିବେ , ଏହା ତାଙ୍କର ଭାଗ୍ୟ କୁ ବଦଳେଇ ଦେଇ ଥାଏ। କାରଣ ଏହି ସବୁ ପାଇଁ ଇଣ୍ଡଷ୍ଟ୍ରି କୁ ଯିବା ବହୁତ୍ ସହଜ ହୋଇଯାଇ ଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

ତେବେ ଆମେ ଆଜି ମଧ୍ୟ ଜଣେ ଖୁବ୍ ଚର୍ଚ୍ଚିତ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ । ସେ ଆଊ କେହି ନୁହଁନ୍ତି,ସେ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ନାମୀ ଦାମୀ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ସେ ଏକ ନୂତନ ଫିଲ୍ମ୍ ସୁଟିଂ ରେ ବ୍ୟସ୍ତ ଅଛନ୍ତି, ସେ ସେହି ଚଳଚ୍ଚିତ୍ର ବିଷୟରେ ୟୁ ଟ୍ୟୁବ୍ ରେ ଲାଇଭ ରହି କିଛି କହିଥିଲେ। ସେ ଚଳଚ୍ଚିତ୍ର ର ନାମ ହେଉଛି”ରୋଲ୍ ନମ୍ୱର୍ ୨୭” ସୁଜାତା ସେନାପତି ଙ୍କ ର ଚରିତ୍ର କୁ ନେଇ ଏହି ଚଳଚ୍ଚିତ୍ର ଟି ପ୍ରୋଜୋଜିତ ହୋଇଛି।

ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ୍ ପତି , ଅର୍ଚ୍ଚିତା ସେହି ଲାଇଭ ଭିଡିଓ ରେ ସେହି ଚଳଚ୍ଚିତ୍ର ବିଷୟରେ ଅଧିକ କିଛି ଜଣାଇ ନାହାନ୍ତି। ଅଭିନେତ୍ରୀ ଅର୍ଚ୍ଚିତା ବହୁତ୍ ହିଟ୍ ଚଳଚ୍ଚିତ୍ର ଦେଇ ଆସିଛନ୍ତି,ସେ ଅନେକ ଚଳଚ୍ଚିତ୍ର କରିଛନ୍ତି ଓ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି, ଯାହା ତାଙ୍କୁ ଖୁବ୍ କମ୍ ସମୟରେ ବହୁତ୍ ନା ଓ ପ୍ରଶଂସା ଦେଇଛି। ତାଙ୍କର ଆଗକୁ ଆସୁଥିବା ଏହି ଚଳଚ୍ଚିତ୍ର “ରୋଲ୍ ନମ୍ୱର୍ ୨୭” ରେ କୌଣସି ବିପରୀତ ଅଭିନେତା କି ଅଭିନେତ୍ରୀ ଙ୍କ ବିଷୟରେ କହି ନାହାନ୍ତି କି ଆଲୋଚନା ମଧ୍ୟ କରି ନାହାନ୍ତି।

ସେ ସୁଟିଂ ସେଟ୍ ରେ ବହୁତ୍ ଖୁସି ହେବା ର ନଜର ଆସିଛି ଏବଂ ସେ ଏହି ଚଳଚ୍ଚିତ୍ର ଟି ଗାଆଁ ରେ ସୁଟିଂ ହେଉଥିବା ବେଳେ ସେ ଏକ ଗାଉଁଲି ଝିଅ ର ଚରିତ୍ର ରେ ଆସିଛନ୍ତି। ଲାଇଭ ରେ ଥିବା ତାଙ୍କ ଫ୍ୟାନ୍ ମାନେ ତାଙ୍କୁ ପ୍ରଶ୍ନ କରିଥିଲେ କି ଚଳଚ୍ଚିତ୍ର ଟି କେଉଁ ଘଟଣା କୁ ନେଇ ଆଧାରିତ ଓ ଏହା କାହା ର ଚରିତ୍ର କୁ ନେଇ ହେଉଛି?? ତେବେ ଅର୍ଚ୍ଚିତା ଏହି ବିଷୟକୁ ନେଇ କହିଥିଲେ ଯେ ଏହି ଚଳଚ୍ଚିତ୍ର ଟି ଜଣେ ମହିଳା ସୁଜାତା ସେନାପତି ଙ୍କ ଚରିତ୍ର କୁ ଆଧାର କରି ହେଇଛି ହେଲେ ଏହି ଚଳଚ୍ଚିତ୍ର ର ସମ୍ପୂର୍ଣ୍ଣ ଖବର କହି ନାହାନ୍ତି।

ତେବେ ଖୁବ୍ ଶୀଘ୍ର ଚଳଚ୍ଚିତ୍ର ର ସୁଟିଂ ସରିଯିବ ବୋଲି ଆମର ଆଶା ଏବଂ ଏହା ବହୁତ୍ ଜଲ୍ଦୀ ପ୍ରେକ୍ଷାଳୟ କୁ ଆସିବ ବୋଲି ଆଶା କରାଯାଉଛି। ତେବେ ଅର୍ଚ୍ଚିତା ତାଙ୍କ ର ସବୁ ଚଳଚ୍ଚିତ୍ର ରେ ନିଜର ହିଟ୍ ଦେଇ ଆସିଛନ୍ତି। ତେବେ ଏହି ଚଳଚ୍ଚିତ୍ର ଟି ମଧ୍ୟ ଖୁବ୍ ଲୋକପ୍ରିୟତା ଓ ପ୍ରଶଂସା ସାଉଁଟି ବ ବୋଲି ଆଶା ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।