ସ୍ତ୍ରୀ କଲା ସ୍ୱାମୀ ସହ ଏପରି ବ୍ୟବହାର , କୁକୁର କରି ରାସ୍ତାରେ ବୁଲେଇଲା ! ପ୍ରତ୍ୟେକ ପୁରୁଷ ମାନଙ୍କୁ ଏହି ପୋଷ୍ଟ ଟି ନିଶ୍ଚିତ ପଢିବା ଦରକାର ନଚେତ୍ ଆପଣ ମଧ୍ୟ ଏମିତି…….

0

କାନାଡ଼ା ର କ୍ୟୁର ପ୍ରାନ୍ତ ରେ ଏ ଭଳି ଏକ ଘଟଣା ଘଟିଛି ସେହି ଘଟଣା ପାଇଁ ସେହି ପ୍ରାନ୍ତ ର ସ୍ବାମୀ ସ୍ତ୍ରୀ ଙ୍କ ଠାରୁ ପୋଲିସ୍ ଜୋରିମାନା ଆଦାୟ କରିଛି। ତେବେ ଡେଲୀ ମେଲ୍ ର ରେପୋର୍ଟ୍ ଅନୁସାରେ କୋରୋନା ମହାମାରୀ ପାଇଁ କାନାଡ଼ା ରେ କ୍ୟୁର ପ୍ରାନ୍ତ ରେ ୪ ସପ୍ତାହ ପାଇଁ କର୍ଫ୍ୟୁ ଜାରି ହୋଇଥିଲା ।ତେବେ ଏହି କର୍ଫ୍ୟୁ କାରଣ ପାଇଁ ରାତି ୮ ରୁ ସକାଳ ୫ ପର୍ଯ୍ୟନ୍ତ ଲୋକମାନଙ୍କୁ ଘରୁ ବାହାରକୁ ବାହାରି ବାର ଅନୁମତି ମିଳି ନ ଥିଲା।

ତେବେ ମାତ୍ର କୌଣସି ଜରୁରୀ କାମ ପାଇଁ ଜଣେ ବ୍ୟକ୍ତି ଘରୁ ବାହାରକୁ ବାହାରି ବାର ଅନୁମତି ତାଙ୍କ ସରକାର ପ୍ରଦାନ କରିଥିଲେ ମାତ୍ର ସରକାରଙ୍କର ଏହି ଅନୁମତି ରେ ଫାଇଦା ଜଣେ ମହିଳା ଉଠାଇ ଥିଲେ। ହେଲେ ସରକାର ଯେଉଁ ନିୟମ କରିଥିଲେ ସେଥିରେ ଉଲ୍ଲେଖ ରହିଥିଲା ଯେ ଖାଦ୍ୟ ସାମଗ୍ରୀ ଆଣିବା , ମେଡ଼ିସିନ୍ ଆଣିବା ପାଇଁ ଯିବା କିମ୍ବା ଗୃହ ପାଳିତ ପଶୁ ଙ୍କୁ ରାତି ରେ ବାହାରକୁ ବାହାରିବାର ଅନୁମତି ମିଳିଥିଲା ।

ତେବେ ଜଣେ ମହିଳା ଏହାର ଫାଇଦା ଉଠାଉଛନ୍ତି। ସେହି ମହିଳା ଜଣକ ରାତିରେ ଘରୁ ବାହାରକୁ ବାହାରିବା ପାଇଁ ନିଜ ସ୍ବାମୀ ଙ୍କୁ ଫାଲତୁ କୁକୁର କରି ଦେଇଥିଲେ । ଆଉ ତାଙ୍କ ବେକ ରେ କୁକୁର ବେଲ୍ଟ୍ ବାନ୍ଧି ଥିଲେ । ଆଊ ଏହା ପରେ ସେ ତାଙ୍କ ସ୍ବାମୀ ଙ୍କୁ ବାହାରକୁ ବୁଲିବା ପାଇଁ ମଧ୍ୟ ନେଇଥିଲେ । ହେଲେ ଆଶ୍ଚର୍ଯ୍ୟ ର କଥା ଏହା ହେଉଛି କି ତାଙ୍କ ସ୍ବାମୀ ମଧ୍ୟ ଏହା କୁ ବିରୋଧ କରି ନ ଥିଲେ, ଏବଂ କୁକୁର ପରି ମଧ୍ୟ ବ୍ୟବହାର କରି ଥିଲେ ।

ମାତ୍ର ଯେଉଁ ସମୟରେ ସେ ବାହାରକୁ ବୁଲିବା ପାଇଁ ଆସିଥିଲେ ସେ ପୋଲିସ୍ ଙ୍କ ନଜର ରେ ଆସିଥିଲେ ଓ ସେ ମଧ୍ୟ ସେମାନଙ୍କୁ ଧରି ନେଇଥିଲେ । ରିପୋର୍ଟ୍ ଅନୁସାରେ ଜଣା ପଡ଼ିଛି ଯେ କି ମହିଳା ଜଣକ ସେରବ୍ରକକ କିଙ୍ଗ ଷ୍ଟେଟ୍ ଇଷ୍ଟ୍ ରେନି ଜର୍ ପାର୍ଟନର ଙ୍କୁ ବୁଲାଇଥିଲେ। ସେହି ସମୟରେ ପୋଲିସ୍ ମାନେ ଏମାନଙ୍କୁ ଧରି ନେଲେ । ପୋଲିସ୍ ଏମାନଙ୍କୁ ଘରୁ ବାହାରକୁ ବାହାରିବା ର କାରଣ ପଚାରିଲେ ତେବେ ମହିଳା ଜଣକ କହିଲେ କି ସେ ନିଜର କୁକୁର ସହିତ ବୁଲୁଛନ୍ତି।

ପୋଲିସ୍ ସେହି ସମୟରେ ଏମାନଙ୍କୁ କର୍ଫ୍ୟୁ ଉଲଂଘନ ର ଦୋଷୀ ମାନିଥିଲେ ଏବଂ ଏଥିପାଇଁ ଜୋରିମାନା ମଧ୍ୟ କାଟି ଥିଲେ । ପ୍ରଶାସନ ର ନୋଟିସ୍ ଅନୁଯାୟୀ ତାଙ୍କୁ ଉଲଂଘନ କରିବାର ଜାନକାରି ପ୍ରଦାନ କରିଥିଲେ । ଦୁଇ ଜଣଙ୍କ ଉପରେ ୧୨୦୦ -୧୨୦୦ ଡଲର ଅର୍ଥାତ୍ ୨୪୦୦ ଡଲାର ଜୋରିମାନା ଲଗାଇଥିଲେ ।

ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ପାଖା ପାଖି ଦୁଇ ଲକ୍ଷ୍ୟ ଟଙ୍କା ଜୋରିମାନା ଲାଗିଥିଲା । ଏହି ନିୟମ ଭାଙ୍ଗୁ ଥିବାରୁ ପାଖ ପାଖି ପୋଲିସ୍ ୭୫୦ ଜଣ ଙ୍କ ଠାରୁ କର୍ଫ୍ୟୁ ର ଜୋରିମାନା ଆଦାୟ କରି ସାରିଲେଣି ।ତେବେ ଆଜି ର ସମାଜ କେତେ ବିଚିତ୍ର ଆଊ କଉଠି ମଧ୍ୟ ଆସି ପହଞ୍ଚିଲାଣି । ସ୍ତ୍ରୀ ମଧ୍ୟ ସ୍ବାମୀ ସହ ଏହି ପରି କଦର୍ଯ୍ୟ ବ୍ୟବହାର କରିବାକୁ ପଛେଇଲାନି। ଏହି ସବୁ କାରଣ ପାଇଁ ସେଠିକାର ଲୋକ ମାନେ ଜୋରିମାନା ମଧ୍ୟ ଦେଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।