ଅସହାୟ ବାପା ମାଁ ଙ୍କ ଦୁଃଖଭରା କାହାଣୀ । ଘରୁ ତଡି ଦେଲେ ପୁଅବୋହୂ ! ଏବେ ଗଛ ମୂଳେ ବାପାମାଁ । ଏହି ପୁଅ ବୋହୂଙ୍କୁ କିପରି ଦଣ୍ଡ ବିଧାନ ହେବା ଦରକାର ଦୟାକରି କମେଣ୍ଟ କରନ୍ତୁ…

0

ଭଗବାନ ଙ୍କ ସୁନ୍ଦର ସୃଷ୍ଟି ହେଉଛନ୍ତି ପିତା ମାତା। ଚଳନ୍ତି ଦେବତା ରୂପରେ ଧରା ପୃଷ୍ଠ ରେ ଅବତାର ନେଇଛନ୍ତି ଦେବତା। ସନ୍ତାନ କୁ ଜନ୍ମ ଦେଇ ତାର ଲାଳନ ପାଳନ କରିଥାନ୍ତି ବାପା ମାଆ। ଭଗବାନ ନିଜେ ସମସ୍ତଙ୍କ ଯତ୍ନ ନେଇ ପାରିବେ ନାହିଁ ବୋଲି ସନ୍ତାନ କୁ ମାଆ ଦେଇଥାନ୍ତି। ସ୍ନେହ ଆଦର ଭଲ ପାଇବା ରେ ସନ୍ତାନ କୁ କେବଳ ଗୋଟିଏ ମାଆ ହିଁ ରଖି ପାରିବ ସେଥି ପାଇଁ ଭଗବାନ ଜନ୍ମିତ ଶିଶୁ କୁ ମା ଦେଇଥାନ୍ତି।

ମାଆ ଟି ସବୁବେଳେ ତା ଶିଶୁ ର ସେବା ଶୁଶ୍ରୁଷା କରି ଚାଲେ। ପିଲା ଟି ଯେତେ ଭୁଲ୍ କଲେ ମଧ୍ୟ ମାଆ ଆଖିରେ ସବୁବେଳେ ଭଲ ହୋଇଥାଏ। ନିଜେ ଭୋକ ଉପାସ ରେ ରହି ପିଲା କୁ ଖୁଆଇ ପିଆଇ ବଡ଼ କରିଥାଏ ଏହି ମା। ଦଶ ମାସ ଗର୍ଭ ଧାରଣ କରି ଜନ୍ମ ଦେଇ ତାକୁ ବଡ଼ କରିଥିବା ମାଆ ର ମୂଲ୍ୟ କେହି କେବେ ଦେଇ ପାରିବେ ନାହିଁ କି ସୁଝି ପାରିବେ ନାହିଁ ଏହା ଶାସ୍ତ୍ର ମଧ୍ୟ କହି ଥାଏ।

ପିଲା ଟି ବଡ଼ ହୋଇ ବାପା ମାଆ ଙ୍କ ଯତ୍ନ ନେଉ ସେବା ଶୁଶ୍ରୁଷା କରି ବାପା ମାଆ ଙ୍କୁ ଭଲ ରେ ରଖୁ। ସବୁ ବାପା ମାଆ ଙ୍କ ସ୍ବପ୍ନ ଥାଏ। ଦୁଇ ଓଳି ଭଲ ରେ ଖାଇବାକୁ ମିଳୁ। ଛୋଟ ବେଳେ ଯେମିତି ମାଆ ଟି ପୁଅ ର ଯତ୍ନ ନିଏ ଠିକ୍ ସେହିପରି ପିଲା ଟି ମାଆ ର ଯତ୍ନ ନେଉ ସବୁ ବାପା ମାଆ ଙ୍କ ଇଛା ଥାଏ। ଆଜି କାଲି ର ପିଲା ମାନେ ବଡ଼ ମଣିଷ ହେବା ପରେ ନିଜର ଜନ୍ମ ଦେଇଥିବା ମାଆ ଙ୍କୁ ଭୁଲି ଯାଉଛନ୍ତି ।

ବାପା ମାଆ ଙ୍କୁ ଅନାଦର କରୁଛନ୍ତି। ଯେଉଁ ବାପା ମାଆ ପିଲା ଦିନେ ତାଙ୍କର ସବୁ ଅଳି ଅର୍ଦ୍ଦଳି ସହି ନିଜେ ଭୋକ ଉପାସରେ ରହି ବଡ଼ କରିଛନ୍ତି ତାଙ୍କୁ ଭୁଲି ଯାଉଛନ୍ତି। ପରେ ବୃଦ୍ଧ ଅବସ୍ଥା ରେ ବାପା ମା ଙ୍କୁ ଘରୁ ତଡ଼ି ଦେଉଛନ୍ତି । ପରେ କିଛି ଜଣ ବୃଦ୍ଧା ଶ୍ରମ ଯାଉଛନ୍ତି ତୋ କିଛି ଜଣ ରାସ୍ତା ରେ ବୁଲି ବୁଲି ଦିନ କାଟୁଛନ୍ତି।

ତେବେ ଆଜି ଆମେ ଆପଣ ଙ୍କୁ ଏଭଳି ଏକ ନିନ୍ଦନୀୟ ଘଟଣା ବିଷୟରେ ଜଣାଇବୁ। ତେବେ ଘଟଣା ଟି ବାଲେଶ୍ଵର ସହର ର ସ ସୋର ବ୍ଲକ ସୁଲତାନପୁର୍ ଗ୍ରାମ ର ଜଣେ ବୃଦ୍ଧ ପିତା ମାତା ଙ୍କୁ ପୁଅବୋହୂ ଘରୁ ତଡ଼ି ଦେବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ବୃଦ୍ଧ ଜଣ ଙ୍କ ନାମ ପ୍ରହଲ୍ଲାଦ ମହାଳିକ ଓ ପତ୍ନୀ ଙ୍କ ନାମ ଅନ୍ନପୂର୍ଣ୍ଣା ମହାଳିକ। ସେମାନେ ଦୁଇ ପୁଅ ଓ ଦୁଇ ବୋହୂ ଙ୍କ ସହିତ ରହୁଥିଲେ। ବର୍ତ୍ତମାନ ପୁଅ ବୋହୂ ଘରୁ ବାହାର କରିଦେବା ରୁ ବର ଗଛ ତଳେ ଆଶ୍ରୟ ନେଇଛନ୍ତି। ବୃଦ୍ଧ ବୟସ ରେ ଅସହାୟ ହୋଇ ପଡିଛନ୍ତି ବାପା ମା।

ବଡ଼ ପୁଅ ବୋହୂ ଙ ଙ୍କ ପାଖରେ ଦୁଇ ବୁଢା ବାପା ମାଆ ରହୁଥିଲେ। ସମ୍ପତି ଭାଗ ବଣ୍ଟା କୁ ନେଇ ସାନ ପୁଅ ମାଡ଼ ଗୋଳ କରି ଘରୁ ବାହାର କରିଦେଇ ଥିବାରୁ ବର ଗଛ ତଳେ ଆଶ୍ରୟ ନେଇଥିଲେ। ଭଗବାନ ତ ବହୁତ୍ ବଡ଼ ତାଙ୍କ ଲୀଳା କେ ବୁଝି ପରେ । ସେହି ରାସ୍ତା ରେ ଜଣେ ଦୟାଳୁ ଦମ୍ପତି ଯାଉଥିଲେ ବୃଦ୍ଧ ବାପା ମାଆ ଙ୍କୁ ଦେଖି ଘରେ ରଖିଲେ ଓ ତାଙ୍କର ସେବା ଶୁଶରୁଷା କରି ଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।