ଦେଖନ୍ତୁ Live ଭିଡିଓ ପୁଣି ଚର୍ଚ୍ଚାରେ ଯାତ୍ରା ଆଲବମ କୁଇନ ରାଣୀ ଓଡ଼ିଶା ଛାଡି ସବୁଦିନ ପାଇଁ ଗୋଆ ଚଳିଗଲେ ରାଣୀ ପଣ୍ଡା

0

ଯେତେବେଳେ ବି ଆମେ ନିଜ ନିଜ ଭିତରେ ଜଲିଉଡ଼ ର କଥା କହୁ ସେତେବେଳେ ଆମ ଆଖି ଆଗକୁ ଗୋଟିଏ ଚେହେରା ଆସିଥାଏ ଯିଏକି ସବୁବେଳେ ନିଜର ରୋକଠକ ଗୁଣ ପାଇଁ ବିବାଦ ରେ ରହିଥାନ୍ତି ।ତେବେ ଆମେ ଆପଣ ଙ୍କୁ ଯାତ୍ରା ଜଗତ ର ଆଲବମ କୁଇନ ବା ଓଡ଼ିଶାର ସନୀ ଲିଓନି ରାଣୀ ପଣ୍ଡା ଙ୍କ ବିଷୟରେ କହୁଛୁ ।ରାଣୀ ପଣ୍ଡା ସବୁବେଳେ କିଛି ନା କିଛି ବିବାଦ ରେ ରହିଥାନ୍ତି ।

ଆପଣ ମାନେ ରାଣୀ ଙ୍କୁ ସବୁବେଳେ ଦୁଇ ଟି ରୂପରେ ଦେଖିଛନ୍ତି ଗୋଟିଏ ହେଉଛି ତାଙ୍କର ରୋକଠକ ବ୍ୟବହାର ଏବଂ ଅନ୍ୟ ଟି ହେଉଛି ତାଙ୍କର ଆଲବମ ର ରେକର୍ଡ ଡ୍ୟାନ୍ସ ରୂପ ।କିନ୍ତୁ ଆମେ ଆଜି ଆପଣ ଙ୍କୁ ରାଣୀ ଙ୍କର ଅନ୍ୟ ଏକ ରୂପ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଆଗରୁ କେବେ ଦେଖିନଥିବେ ।

ଉଲ୍ଲେଖଯୋଗ୍ୟ ଯେ, ଜଲିଉଡ଼ ର ଆଲବମ କୁଇନ ରାଣୀ ପଣ୍ଡା ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବରେ ଲାଗୁଛି ।ତେବେ ଏହି ସୋସିଆଲ ମିଡ଼ିଆ ରେ ଜଣାଯାଇଛି ଯେ , ଯାତ୍ରା ଆଲବମ କୁଇନ ରାଣୀ ପଣ୍ଡା ବହୁତ ଶୀଘ୍ର ଆମ ଓଡ଼ିଶା ଛାଡି ପଳେଇଯାଉଛନ୍ତି ।ଏହି ଖବର ଟି ଆସିବା ପରେ ରାଣୀ ଙ୍କର ପ୍ରଶଂସକ ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି ବୋଲି ମଧ୍ୟ ଜଣାଯାଇଛି ।

ତେବେ ସେ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ବା କାହିଁକି ଆମ ଓଡ଼ିଶା କୁ ଛାଡି ଯିବାକୁ ପସନ୍ଦ କରୁଛନ୍ତି ତାହା ବିଷୟରେ ଆମେ ଆଜି ଆପଣ ଙ୍କୁ ଜଣେଇବାକୁ ଯାଉଛୁ ଏହି ପୋଷ୍ଟ ମାଧ୍ୟମରେ

ସୂଚନାଯୋଗ୍ୟ ଯେ, ସବୁବେଳେ ବିବାଦ ରେ ଥିବା ରାଣୀ ଓଡ଼ିଶା ଛାଡି ଯାଉଛନ୍ତି ବୋଲି ନିଜର ପ୍ରସନଲ ଫେସବୁକ ଆକାଉଣ୍ଟ ଜରିଆରେ ନିଜର ପ୍ରଶଂସକ ଙ୍କୁ ଜଣାଇଥିଲେ ।ତେବେ ସେ ଏହି ଚାଟ ରେ ଲେଖିଛନ୍ତି ଯେ “ବାଇ ବାଇ ଓଡ଼ିଶା ,ମୁଁ ଆଉ ତତେ କେବେବି ହଇରାଣ କରିବି ନାହିଁ ।ମୁଁ ସବୁଦିନ ପାଇଁ ତ ଠାରୁ ଦୂର କୁ ଚାଲିଯାଉଛି ଆଉ କେବେ ତ ପାଖକୁ ଫେରିବି ନାହିଁ । ତୁମ ଠାରୁ ମୁଁ ସବୁଦିନ ପାଇଁ ବିଦାୟ ନେଉଛି ,ସାରା ଓଡ଼ିଶା ବାସୀ ମତେ ଆଶୀର୍ବାଦ କରନ୍ତୁ ଇତି ତୁମର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା “।

ତେବେ ବର୍ତ୍ତମାନ ତାଙ୍କର ଅନ୍ୟଏକ ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରଲ ହେବରେ ଲାଗିଛି ଯେଉଁଥିରେ ସେ ଓଡ଼ିଶା ଛାଡି ଗୋଆ ଯିବ ପାଇଁ ଦିଲ୍ଲୀ ର ଏୟାରପୋଟ ଠାରେ ତାଙ୍କର ଆଗାମୀ ଏରପ୍ଲେନ କୁ ଅପେକ୍ଷା କରିଛନ୍ତି ।ଏବଂ ସେହି ଭିଡ଼ିଓ ରେ ସେ ବହୁତ ସୁନ୍ଦର ଲାଗୁଛନ୍ତି ।ଏବଂ କହିଛନ୍ତି ଯେ ସେ ଓଡ଼ିଶା ଛାଡିବା ପରେ କିଛି ଦିନ ମୁମ୍ବାଇ ରେ ରହିଥିଲା ଏବଂ ଏବେ ଗୋଆ ଯିବା ପାଇଁ ବହୁତ ଆଗ୍ରହୀ ରହିଛନ୍ତି ।ସେ କହିଛନ୍ତି କି ବୋଧହୁଏ ମୁ ସବୁଦିନ ପାଇଁ ଗୋଆ ରେ ହିଁ ରହିଯିବୀ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।