Breaking News – ସିନେମା ଜଗତରେ ପୁଣି ଖେଳିଗଲା ଶୋକ ର ଛାୟା ରୋଡ୍ ଆକ୍ସିଡେଣ୍ଟ ରେ ମୃତ୍ୟୁ ବରଣ କରିଲେ ଏହି ହିରୋଇନ୍

0

କୋରୋନା ମହାମାରୀ ସମୟରେ ଦେଶ ରେ ବିଶାଦ ର ଛାୟା ଖେଳି ଯାଇଛି।୨୦୨୦ ଟି କଳା ମସିହା ବୋଲି ସମସ୍ତଙ୍କ ମତ,ବହୁତ୍ କ୍ଷତିଗ୍ରସ୍ତ ହୋଇଛି ଦେଶ ର। ବହୁ ଜୀବନ ମଧ୍ୟ ନେଇଛି। ସିନେ ଜଗତ ର ବହୁ ନାମୀ ଦମି ଚେହେରା ମାନଙ୍କୁ ଆମ ଗହଣ ରୁ ଛଡାଇ ନେଇଛି ଏହି ମସିହା। ନୂଆ ବର୍ଷ ଟି ସମସ୍ତଙ୍କୁ ନୂଆ ଆଶା ଦେଇଥିଲା,ହେଲେ ତାହା ମଧ୍ୟ ଏକ ଦୁଃଖ ଖବର ଟେ ଦେଇ ବିଷାଦ ର ଛାୟ ଖେଳାଇଛି।

ଆଜି କାର ଯୁବ ପୀଢ଼ି ସିନେ ଜଗତ ସହିତ ବେଶ୍ ଜଡ଼ିତ। ଟିକି ନିକି ଖବର ରଖିବା ତାଙ୍କର ସଉକ, ଫିଲ୍ମ୍ ଇଣ୍ଡଷ୍ଟ୍ରି ସହିତ ଅପଡେଟ ରହିଥାନ୍ତି । ଆଜି ଆମେ ଆପଣ ଙ୍କୁ ଏକ ଦୁଃଖଦ ଖବର ବିଷୟରେ କହିବୁ ଯାହା ଚଳଚ୍ଚିତ୍ର ଜଗତ ରେ ବିଷାଦ ର ଛାୟା ସୃଷ୍ଟି କରିଛି।

ବଲିଓଡ ଜଗତ ରେ କେତେ ନୂଆ ଚେହେରା ଦେଖି ବାକୁ ମିଳିଛି। ସମସ୍ତେ ନିଜ ନିଜ ପାରଦର୍ଶିତା ଦେଖାଇ ଖୁବ୍ କମ ଦିନ ରେ ଦର୍ଶକ ଙ୍କ ମନକୁ ବେଶ୍ କିଣି ପାରୁଛନ୍ତି। ତେବେ ଗତ କାଲି ବଲିଓଡ ର ଅଭିନେତ୍ରୀ ପିସ୍ତା କଡକର୍ ଙ୍କ ମୃତ୍ୟୁ ଘଟିଛି। ଆପଣ ମାନେ ବହୁ ପ୍ରସିଦ୍ଧ ରିଆଲିଟ୍ ଶୋ ବିଗ୍ ବସ୍ କୁ ଜାଣିଥିବେ। କଲର୍ଷ ଟିଭି ରେ ଏହି ରିଆଲିଟୀ ଶୋ ଟି ଦେଖିବାକୁ ମିଳି ଥାଏ। ତେବେ ଏହାକୁ ହୋଷ୍ଟିଙ୍ଗ କରିଥାନ୍ତି ଆପଣ ଙ୍କ ଅତି ପ୍ରିୟ ଭାଇଯାନ୍ ସଲମାନ୍ ଖାନ୍। ବର୍ତ୍ତମାନ ସମୟ ରେ ଦୁଃଖ ଖବର ହେଉଛି ଯେ ବିଗ୍ ବସ୍ ୧୪ ର ଟେଲେନ୍ଟ ମେନେଜର ପିସ୍ଟା ଙ୍କ ମୃତ୍ୟୁ ଘଟିଛି।

ଆମେ ଜାଣିବାକୁ ପାଇଲୁ ହେ ଏହି ଶୋ ର ବାହାରେ କିଛି ଦୂର ରେ ତାଙ୍କ ସ୍କଟି ଟି ସ୍ଲିପ୍ କରିଥିଲା। ପଛ ପଟୁ ଗୋଟିଏ ଲୋରି ଆସି ତାଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ତାଙ୍କ ଶରୀର ରେ ଅଧିକ କ୍ଷତି ଘଟିଥିଲା। ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ଘଟି ଥିଲା। ଅଧିକ ରକ୍ତ ସ୍ରାବ ମଧ୍ୟ ହୋଇଥିଲା, ସେହି ଘଟଣା ସ୍ଥଳ ରେ ପ୍ରାଣ ଯାଇଥିଲା ପିଷ୍ଟା ଙ୍କର।

ସାରା ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପୀଷ୍ଟା ଙ୍କ ଅକସ୍ମାତ୍ ମୃତ୍ୟୁ ଦୁଃଖ ର ଛାୟା ଖେଳାଇଚି। ଅଭିନେତା ଅଭିନେତ୍ରୀ ମାନେ ତାଙ୍କର ମୃତ୍ୟୁ ଖବର ପାଇ ଦୁଃଖ ପ୍ରକାଶ କରୁଛନ୍ତି। ତାଙ୍କର ସାଙ୍ଗ ସାଥୀ ମାନେ ତାଙ୍କର ମୃତ୍ୟୁ କୁ ବିଶ୍ୱାସ କରି ପାରୁନାହାଁନ୍ତି। ନିଜର ଦୁଃଖ କୁ ସୋସିଆଲ ମିଡିଆ ଜରିଆରେ ପ୍ରକାଶ କରିଛନ୍ତି ଅଭିନେତା ଅଭିନେତ୍ରୀ ଓ ତାଙ୍କ ସାଙ୍ଗ ମାନେ। ପିଷ୍ଟା ଙ୍କ ଫ୍ୟାନ ମାନଙ୍କ ପାଇଁ ଏହା ଏକ ଦୁଃଖଦ ଖବର। ଗତ ଶୁକ୍ରବାର ଦିନ ସୁଟିଂ ସେଟ୍ ରୁ ଫେରୁଥିବା ବେଳେ ଗାଡ଼ି ଟି ସ୍ଲିପ କରିଥିଲା ଓ ପଛ ପଟୁ ଗାଡ଼ି ର ଧକ୍କା ରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ବିଗ୍ ବସ୍ ବ୍ୟତୀତ ଅନେକ ଗୁଡ଼ିଏ ଏପିଶୋଡ ରେ କାମ କରିଥିଲେ।ଖଟରେ କେ ଖିଲାଡ଼ି ରେ ମଧ୍ୟ କାମ କରିଛନ୍ତି। ବିଗ୍ ବସ୍ ଶୋ କୁ ତିଆରି କରିଥିବା ପ୍ରୋଦକ୍ସ୍ ନ ସଂସ୍ଥା ଅନମୋଲ୍ ସାଇନ୍ ଇନ୍ ଡି ଆ ରେ କାମ କରିଥିଲେ। ସମୟ ର ଚକ୍ର ବିହ୍ୟୁ ରୁ କେହି ବାହାରି ପାରିବେ ନାହିଁ । ତେବେ ଯେଉଁ ସମୟ ରେ ସେ କ୍ୟାରିୟର ଗଢି ଥାନ୍ତେ ଠିକ୍ ସେହି ସମୟ ରେ ମୃତୁ ଆସି ପହଞ୍ଚିଲା। ତେବେ ତାଙ୍କର ଆତ୍ମ ର ସଦ ଗତି ହେଉ ବୋଲି ଆମେ ମାନେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରିବା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।