ଚାକିରିଆ ଙ୍କ ପାଇଁ ବହୁତ ବଡ ଖବର ,ଏବେ ଚାକିରି ଛାଡିଲେ GST ଭରିବେ କର୍ମଚାରୀ ସରକାରଙ୍କ ନେଲେ ବଡ ନିଷ୍ପତି ! ଏହି ନିଷ୍ପତ୍ତି ନେବେ ଠିକ୍ କି ଭୁଲ୍ କେମେଣ୍ଟ ରେ ଜାଣନ୍ତୁ

0

ଆଜି କାଲି ସମାଜ ରେ ଚାକିରି ପାଇଁ ବିଭିନ୍ନ ସମସ୍ୟା। ଚାକିରି ଟେ ପାଇଁ ଲମ୍ବା ଲାଇନ ଲାଗିଥାଏ ସବୁ ଜାଗାରେ। ପୋଷ୍ଟ ସଂଖ୍ୟା ଯେତିକି ତାର ଦଶ ଗୁଣା ସଂଖ୍ୟା ର ପିଲା ମାନେ । ଏହି ସବୁ ଭିତରେ ନିଜର ବୁଦ୍ଧି ଦ୍ଵାରା କିଛି ବାଜିମାତ ମାରିଥନ୍ତି ଓ କିଛି ଜଣ ପଛରେ ରହି ଯାଆନ୍ତି। ତେବେ ଚାକିରିଆ ଙ୍କ ପାଇଁ ଏକ ବଡ଼ ଖବର।

ସରକାର ଙ୍କ ଏଭଳି ଏକ ନିଷ୍ପତ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ଚାକିରି ଛାଡ଼ିଲେ GST ଭାରିବେ କର୍ମଚାରୀ। ଅଫିସ୍ ର ନୋଟିସ୍ ପିରିୟଡ଼ ପୁରା ନା କରିଥିଲେ ସେମାନଙ୍କ ଉପରେ ଲାଗିବ GST । ତେବେ କଣ ରହିଛି ସମ୍ପୂର୍ଣ ଖବର ତାହା ଆମେ ଆପଣ ଙ୍କୁ ଜଣାଇବୁ। କଣ ରହିଛି ସରକାର ଙ୍କ ନିୟମାବଳୀ।

ଚାକିରିଆ ଙ୍କ ପାଇଁ ଏକ ଗୁରତ୍ତ୍ୱପୂର୍ଣ ଖବର ନେଇ ଆମେ ଆସିଛୁ ଆପଣଙ୍କ ସାମ୍ନା କୁ। ତେବେ ନୋଟିସ ପିରିୟଡ଼ କଂପ୍ଲିଟ୍ ନ କରିଲେ GST ଭରିବେ କର୍ମଚାରୀ। ତେବେ କମ୍ପାନୀ ତରଫ ରୁ ଦେଇ ଥିବା ନୋଟିସ ପିରିୟଡ଼ ର ଅବଧି ଶେଷ ନ ହେବା ପୁର୍ବରୁ ଚାକିରି ଛାଡ଼ିଲେ ୧୮% GST ଦେବାକୁ ପଡ଼ିବ। ସାଧାରଣତଃ ଅଫିସ୍ ଛାଡ଼ିବା ପୂର୍ବରୁ ନୋଟିସ୍ ପିରିୟଡ଼ ଶେଷ ହୋଇ ନଥିଲେ ଛାଡ଼ୁ ଥିବା କର୍ମଚାୀମାନଙ୍କୁ କମ୍ପାନୀ କୁ ଏଥି ପାଇଁ କିଛି ଦେବାକୁ ପଡ଼ିଥାଏ।

ଯେଉଁ କର୍ମଚାରୀ ଚାକିରି ଛାଡ଼ିବା ପୂର୍ବରୁ କୌଣସି ନୋଟିସ୍ ନା ଦେଇ ବା ବିନା କୌଣସି ନୋଟିସ୍ ପିରିୟଡ଼ ପୁରା ନା କରି ଚାକିରି ଛାଡ଼ିବେ ସେମାନଙ୍କ ଙ୍କୁ କମ୍ପାନୀ କୁ ନିର୍ଦ୍ଧିଷ୍ଟ ପରିମାଣ ର ଟଙ୍କା ଦେବା ସହିତ ୧୮% GST ଦେବାକୁ ମଧ୍ୟ ପଡ଼ିବ। ତେବେ ଏଭଳି ଏକ ଆଶଙ୍କା ପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ଗୁଜରାଟ ର ଆଠୋରିତି ଫର୍ ଏଡଭଂସ୍ ରେଲିଂ(AAR-Gujurat Authority For Advance Reling)।

ନିୟମ ଅନୁଯାୟୀ ଯଦି କୌଣସି କର୍ମଚାରୀ ନୋଟିସ୍ ପିରିୟଡ଼ ଶେଷ ନା କରି ଚାକିରି ଛାଡୁଛନ୍ତି ତେବେ ସଂପୃକ୍ତ କର୍ମଚାରୀ ଅବଶିଷ୍ଟ ସମୟ ବାବଦ କୁ କମ୍ପାନୀ କୁ ନିଜ ଦରମା ସହ ୧୮% GST ମଧ୍ୟ ଭରିବାକୁ ପଡ଼ିବ। ସାଧାରଣତଃ ଚାକିରି ଦେବା ସମୟରେ କର୍ମଚାୀମାନଙ୍କୁ ଅଫିସ୍ ତରଫ ରୁ ଏକ ନିଯୁକ୍ତ ପତ୍ର ଦିଆ ଯାଇଥାଏ।

ସେଥିରେ କର୍ମଚାରୀ ପାଇଁ ଏକ ନୋଟିସ୍ ପିରିୟଡ଼ ଦେଇ ସେହି ବିଷୟ ରେ ଆଲୋଚନା ମଧ୍ୟ କରା ଯାଇ ଥାଏ। ଯାହା ପ୍ରତ୍ୟେକ ପଦବୀ ଓ ସ୍ତିଥୀ ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ। ପ୍ରତ୍ୟେକ ପଦବୀ ରେ ଭିନ୍ନ ଭିନ୍ନ ସର୍ତ୍ତାବଳୀ ରହି ଥାଏ। ସମୟ ସୀମା ମଧ୍ୟ ଭିନ୍ନ ରହିଥାଏ।

ଅଫିସ୍ ର ନିୟମାବଳୀ କୁ ନେଇ ସମସ୍ତ କର୍ମଚାରୀ ମଧ୍ୟ ଚାକିରି କରିଥାନ୍ତି। କୌଣସି ଅସୁବିଧା କାରଣ ରୁ ଯଦି କେହି ସମୟ ସୀମା ଆଗରୁ ଅଫିସ୍ ଛାଡ଼ିବାକୁ ନିଷ୍ପତ୍ତି ନିଏ ତେବେ ତାହା ନିୟମାବଳୀ ରୁ ବାହାରେ ହୋଇ ଥାଏ ସେଥି ପାଇଁ କିଛି ଟଙ୍କା କମ୍ପାନୀ କୁ ଦେବାକୁ ପଡ଼ିଥାଏ।

ତେଣୁ ଯେତେବଳେ କୌଣସି କର୍ମଚାରୀ ଚାକିରି ଛାଡ଼ିବେ ତେବେ ସଂପୃକ୍ତ କର୍ମଚାରୀ ଙ୍କୁ ନୋଟିସ୍ ପିରିୟଡ଼ ପର୍ଯ୍ୟନ୍ତ କାମ କରିବାକୁ ପଡ଼ିଥାଏ। ଫଳରେ କମ୍ପାନୀ କୁ ରିପ୍ଲେସ୍ମେଣ୍ଟ ବ୍ୟବସ୍ଥା କରିବାର ସୁବିଧା ହୋଇଥାଏ। ବର୍ତ୍ତମାନ ନୂଆ ନିୟମ ଅନୁଯୟୀ ଯଦି କେହି କମ୍ପାନୀ ଛାଡ଼ିବେ ଟଙ୍କା ସହିତ ୧୮% GST ମଧ୍ୟ ଦେବାକୁ ମଧ୍ୟ ପଡ଼ିବ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।