ତୁଳସୀ ଜଟା ସାହାଯ୍ୟ ରେ ବସିକରଣ ତୁଳସୀ ଜଟା କୁ ନେଇ କରିନିଅନ୍ତୁ ଏହି ମନ୍ତ୍ର ର ଜୋପ….ମାତ୍ର ୧୨ ଘଣ୍ଟା ରେ ଝିଅ ଆପଣଙ୍କର…

0

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛୁ । ତେବେ ଯଦି ଏହି ଅତ୍ୟାଧୁନିକ ଯୁଗ ରେ କିଛି ଯଦି ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ରହିଛି ତାହା ହେଉଛି ବର୍ତ୍ତମାନର ପ୍ରେମ । ତେବେ ପ୍ରେମ ଏକ ପ୍ରକାରର ସାମାଜିକ ରୋଗ ପରି ବ୍ୟାପୀ ରହିଛି ଯାହାର କି କୌଣସି ସୀମା ମଧ୍ୟ ଆପଣ ନିଧାରଣ କରିପାରିବେ ନାହିଁ ।

ତେବେ ପ୍ରେମ ଯେ କେବଳ ଜଣେ ଅବିବାହିତ ପୁରୁଷ ଓ ନାରୀଙ୍କ ମଧ୍ୟରେ ହେବ ତାର କିଛି କାରଣ ନାହିଁ। ଏହା କାହା ମଧ୍ୟରେ ବେ ହୋଇପାରେ । ତେବେ ଆମ ବହୁତ ଲୋକ ଅଛନ୍ତି ଯେଉଁମାନେ କି ପସନ୍ଦ କରୁଥିବା ଯୁବତୀ ଙ୍କୁ ସବୁଦିନ ପାଇଁ ଆପଣଙ୍କ ବସ ରେ ରଖିବାକୁ ଚାହଁନ୍ତି ।

ତେବେ ଆମେ ଆଜି ଆପଣଙ୍କୁ ଏକ ଅତ୍ୟନ୍ତ ସରଳ ଓ ସହଜ ଉପାୟଟି କହିବାକୁ ଚାହୁଁଛୁ ଯାହା କରିବା ଫଳରେ ଆପଣ ଅତି ସହଜରେ ପସନ୍ଦ କରୁଥିବା ନାରୀ ଙ୍କୁ ନିଜର କାବୁ ରେ ରଖିପାରିବେ ।ତେବେ ଏହା କରିବା ଫଳରେ ନାରୀ ଜଣଙ୍କ ଆପଣଙ୍କ ର କଥାରେ ଉଠ ବସ କରିବ ଆଉ କେବେ ହେଲେ ଆପଣଙ୍କୁ ଛାଡିକି ଯିବ ନାହିଁ ।ତେବେ ଆସନ୍ତୁ ଜାଣିବା ଏହାକୁ କରିବାର ସମ୍ପୂର୍ଣ୍ଣ ପ୍ରଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

ଏହି ଉପାୟ ଟୀକୁ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଇଛି:-
୧.ତୁଳସୀ ଜଟା ,  ୨.ସିନ୍ଦୁର ,  ୩.ମାଟି ପାତ୍ର  , ୪.ମନ୍ତ୍ର କାଗଜ , ୫.ଯେଉଁ ଝିଅ କୁ ବଶ କରିବେ ତାଙ୍କର ଫୋଟ
୬.କର୍ପୂର , ୭.ଦିଆସିଲି

କିପରି କରିବେ ଏହି ଉପାୟ:-

ପ୍ରଥମେ ଆପଣ ଯେଉଁ ଝିଅ ଟୀକୁ ବଶୀଭୂତ କରିବାକୁ ଚାହୁଁଛନ୍ତି ତାଙ୍କର ଫୋଟ ଟୀକୁ ଆଗରେ ରଖନ୍ତୁ ।ଏବଂ ଏହାର ଡାହାଣ ପାର୍ଶ୍ୱ ରେ ଆପଣ ନେଇଥିବା ମାଟି ପାତ୍ର ଟୀକୁ ରଖନ୍ତୁ ।ଏବେ ସେହି ନାରୀ ଙ୍କର ଫୋଟ ରେ ସିନ୍ଦୂର ଟିକେ ଭଲ ଭାବରେ ଲଗେଇ ଦିଅନ୍ତୁ ।ଏବେ ସେହି ତୁଳସୀ ଜଟା କୁ ହାତରେ ଧରନ୍ତୁ ଏବଂ ସମ୍ପୂର୍ଣ୍ଣ ଧ୍ୟାନରେ ଏହି ମନ୍ତ୍ର ଟୀକୁ ୨୧ ଥର ଜୋପ କରନ୍ତୁ। ମନ୍ତ୍ର ଟି ହେଉଛି

“ଓଁ ଜଟାସ୍ୟ ବଶଂ ତଂ ସର୍ବ ଆମଂ ଫୋଟ ସ୍ୱହା”

ତେବେ ଏହି ମନ୍ତ୍ର ଟୀକୁ ୨୧ ଥର ଜୋପ କରିବା ପରେ ଆପଣ ସେହି ତୁଳସୀ ଜଟା କୁ ଡ଼ାହାଣ ରୁ ବାମ କୁ କରି ୭ ଥର ଝିଅ ର ଫୋଟ ଚାରିପାଖରେ ବୁଲନ୍ତୁ ।ଏହା କରିସାରିବା ପରେ ସେହି ତୁଳସୀ ଜଟା କୁ ଛୋଟ ଛୋଟ କରି ଭାଙ୍ଗି ନିଅନ୍ତୁ ଏବଂ ତାହାକୁ ନେଇଥିବା ମାଟି ପାତ୍ର ରେ ରଖନ୍ତୁ ।

ଏବେ ସେଥିରେ ଏକ କର୍ପୂର କୁ ଗୁଣ୍ଡ କରି ପକାନ୍ତୁ ଏବଂ ଦିଆସିଲି ରେ ଏହାକୁ ଜଳାଇ ଦିଅନ୍ତୁ। ଏତିକି କରିବା ମାତ୍ର ସେ ଝିଅ ଆପଣ ର ବଶ ରେ ଆସିଯିବ। ଆଉ ମାତ୍ର ୧୨ ଘଣ୍ଟା ମଧ୍ୟରେ ସେ ଆପଣଙ୍କ ର ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।