ନିଜଠୁ 27 ବର୍ଷ ବଡ ପ୍ରଫେସରଙ୍କ ପ୍ରେମରେ ଛାତ୍ରୀ, ସାର୍ ରଖିଲେ ଶାରୀରିକ ସମ୍ପର୍କ ଆଉ ତାପରେ ଯାହା ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…..

0

ପୂର୍ବକାଳରେ ଗୁରୁ-ଶିଷ୍ୟ ଏବଂ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଗୁରୁ-ଶିଷ୍ୟ ମଧ୍ୟରେ ରହିଛି ଆକାଶ ପାତାଳର ଫରକ । ପୂର୍ବ କାଳରେ ଗୁରୁ ଙ୍କୁ ପୁଲମାନେ ନିଜର ପିତା ପରି ମାନୁଥିଲେ ଏବଂ ତାଙ୍କର ପ୍ରତ୍ୟେକ ବାଣୀ ପିଲାଙ୍କ ପାଇଁ ଏକ ପ୍ରକାର ଶପଥ ଥିଲା ଏବଂ ସେହି ପରି ଶିକ୍ଷକ ମାନେ ମଧ୍ୟ ନିଜ ଶିଷ୍ୟଙ୍କୁ ନିଜର ପୁତ୍ର ପରି ଦେଖୁଥିଲେ ଏବଂ ସବୁବେଳେ ସେମାନଙ୍କର ଶୁଭ କାମନା ପାଇଁ ପ୍ରାର୍ଥନା କରୁଥିଲେ ।

କିନ୍ତୁ ବର୍ତ୍ତମାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅତ୍ୟାଧୁନିକ ହୋଇଥିବାରୁ ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଏବେ ପ୍ରଶ୍ନବାଚୀ ଆସିଛି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି ଜଣେ ଛାତ୍ର ଓ ଶିକ୍ଷୟତ୍ରୀ ଙ୍କର ଭିଡ଼ିଓ ଯାହା ଦେଖିଲେ ଆପଣଙ୍କ ଲୋମ ତାଙ୍କୁରି ଉଠିବ ।

ସୂଚନା ଅନୁସାରେ , ବର୍ତ୍ତମାନର ଏହି ଅତ୍ୟାଧୁନିକତା ର ପ୍ରଭାବ ରେ ଗୁରୁ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ବନ୍ଧନ ତଥା ସମ୍ପର୍କ ରେ ମଧ୍ୟ ଏବେ କଳଙ୍କ ଲଗଲାଣି ।ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲା ଙ୍କର ପଥଦର୍ଶକ ହୋଇ ସେମାନଙ୍କୁ ତାଙ୍କର ଜୀବନ ର ମହତ୍ତ୍ୱ କଣ ବୁଝିବା କଥା ପାସରି ନିଜର ଘୃଣ୍ୟ କାମନା କୁ ପୂରଣ କରିବାକୁ ଛାତ୍ରଛାତ୍ରୀ ଙ୍କର ଜୀବନକୁ ମଧ୍ୟ ନଷ୍ଟ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ।ତେବେ ଆମେ ଆପଣ ଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନାଯୋଗ୍ୟ ଯେ , ଜର୍ମାନୀର ଜଣେ ୨୧ ବର୍ଷୀୟ ଛାତ୍ରୀ ତାଙ୍କ ଠାରୁ ୨୭ ବର୍ଷ ବୟସ ବ୍ୟବଧାନ ଥିବା ତାଙ୍କର ଶିକ୍ଷକ ଙ୍କ ପ୍ରେମ ରେ ପଡି ଏବେ ସମସ୍ତ ସୀମା ଉଲଂଘନ କରିବାକୁ ବସିଛନ୍ତି ।ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ ୨୧ ବର୍ଷୀୟ ଜିନା ଜଣେ ସାଇକଲଜି( psyochology) ର ଛାତ୍ରୀ ଅଟନ୍ତି ।କିନ୍ତୁ ତାଙ୍କର ଦର୍ଶନ ଶାସ୍ତ୍ର (philosophy) ପ୍ରତି ମଧ୍ୟ ଯଥେଷ୍ଟ ଆଗ୍ରହ ରହିଛି ।ଏହି କାରଣ ରୁ ସେ ୟୁ ଟ୍ୟବ ରେ ଦର୍ଶନ ଶାସ୍ତ୍ର ଅଧ୍ୟୟନ ଆରମ୍ଭ କରିଥିଲେ ।କିନ୍ତୁ ସେହି ଅନଲାଇନ ମଧ୍ୟମରେ ପଡୁଥିବା ବେଳେ ସେହି ଦର୍ଶନ ଶାସ୍ତ୍ର ଶିକ୍ଷକ ତାଙ୍କୁ ପସନ୍ଦ ଆସିଥିଲେ ଯାହାଙ୍କ ନାମ ଥିଲା ପିଟର ହେନୀଚ ।

ତେବେ ପରେ ଉଭୟ ଇ-ମେଲ ସାହଯ୍ୟ ରେ ପରସ୍ପର ସହ କଥା ବାର୍ତା ଆରମ୍ଭ କରିଥିଲେ ୨୦୧୭ ମସିହାରେ ।ତେବେ ଏପରି କଥା ହେଉ ହେଇ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଥିଲା ।ପରେ ସେମାନେ ପ୍ରଥମ ଥର ପାଇଁ ୨୦୧୮ ରେ ପରସ୍ପର କୁ ଦେଖା କରିଥିଲେ ।ଏବଂ ପ୍ରଥମ ଦେଖାରେ ହିଁ ପରସ୍ପର କୁ ଭଲ ପାଇବସିଲେ ।

ଏବଂ ଉଭୟ ଙ୍କର ମଧ୍ୟରେ ବର୍ତ୍ତମାନ ଶାରୀରିକ ସମ୍ପର୍କ ମଧ୍ୟ ରହିଛି ।କିନ୍ତୁ ଉଭୟ ଜିନା ଓ ପିଟର ଙ୍କର ପରିବାର ଲୋକ ଏହି ସମ୍ପର୍କ କୁ ଗ୍ରହଣ କରିବାକୁ ଚାହୁଁନାହାନ୍ତି । କିନ୍ତୁ ଉଭୟ ପରସ୍ପର କୁ ବିବାହ କରିବାକୁ ରାଜି ଅଛନ୍ତି ବୋଲି ଦୁହେଁ କହିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।