ଦେଖନ୍ତୁ ଅଦ୍ଭୁତ ଘଟଣା ! ଏହି ମହିଳାଙ୍କ ଠାରୁ ଜନ୍ମ ନେଲା ଵିଷଧର ସାପ, ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ମନରେ ଭକ୍ତି ଥିଲେ ଗୋଟିଏ ସେୟାର ନିଶ୍ଚିତ କରିବେ

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ ।

ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ । ତେବେ ଜଣେ ମହିଳାଙ୍କ ନିଜର ସଂତାନ କୁ ଜନ୍ମ ଦେବା ତାଙ୍କ ଜୀବନରେ ଏକ ନିଆଁର ଅନୁଭୂତି ଆଣିଦେଇଥାଏ।

କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ମା ଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଏହା ଆପଣଙ୍କୁ ଏକ ଫିଲ୍ମ ର କାହାଣୀ ପରି ଲାଗିବ । ଯଦିଓ ଘଟଣା ଟି କିଛି ସେମିତି ରହିଛି କିନ୍ତୁ ଏହା ସତ୍ୟ ଘଟଣା ଅଟେ । ତେବେ ଆସନ୍ତୁ ଜାଣିବା ଘଟଣା ଟି ବିଷୟରେ ।

ସୂଚନା ଅନୁସାରେ , ବିହାର ର ମୁଙ୍ଗେ ଜିଲ୍ଲାରେ ଜଣେ ମହିଳା ଗୋଟିଏ ବିଷ ଧର ସାପ କୁ ନିଜର ଝିଅ ବୋଲି କହି ତାକୁ ନିଜ ପାଖରେ ରଖିଛନ୍ତି । ଯଦିଓ କଥାଟି ଗଳ୍ପ ପରି ଲାଗୁଥାଏ ତଥାପି ଏହା ସତ୍ୟ ଅଟେ । ଉଲେଖଯୋଗ୍ୟ ଯେ , ବିହାର ଏହି ମହିଳା ହେଉଛନ୍ତି ଏକ ମଧ୍ୟମ ବର୍ଗ ର ମହିଳା ଅଟନ୍ତି ।ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି ଆଉ ତାର ସ୍ୱାମୀ ଜଣେ ଦିନ ମଜୁରିଆ ଅଟେ । କିନ୍ତୁ କିଛି ବର୍ଷ ହେବ ସେ ଏକ ବିଷ ଧର ସାପ କୁ ନିଜ ଘରେ ପାଳି ଆସୁଛନ୍ତି ।

ଯେତେବେଳେ ଲୋକମାନେ ତାଙ୍କୁ ଏହି ସାପ ଟି ବିଷୟରେ ପଚାରୁଛନ୍ତି ସେ ମହିଳା ଜଣଙ୍କ କହିଛନ୍ତି ଯେ ଏ ତାଙ୍କର ଝିଅ ଅଟେ । ଆଉ ଆଶ୍ଚର୍ଯ୍ୟ ର କଥା ଏହି କି ଯେ ,ସାପ ଟି ମଧ୍ୟ ସେହି ମହିଳାଙ୍କ ର ସମସ୍ତ କଥା ବୁଝିପାରୁଛି । ସାପ ଟି ତାର କୋଳ ରେ ଖେଳୁଛି , ତା ଉପରକୁ ଉଠୁଛି ,ତାର ଦେହ ସାରା ବୁଲୁଛି କିନ୍ତୁ ତାର କେବେ କୌଣସି କ୍ଷତି କରୁନାହିଁ । ତେବେ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ପ୍ରାୟ ଏହା ବହୁତ ପପୁଳାର ହୋଇଯାଇଛି ।

ଏତଦ୍ବ୍ୟତୀତ ମହିଳା ଜଣଙ୍କ କହିଛନ୍ତି ଯେ , ସେ ପୂର୍ବରୁ ୩ ଟି ସାପ କୁ ନିଜର ଝିଅ ପରି ଆଳୁଥିଲେ କିନ୍ତୁ ସେମାନେ ଆଉ ୩ ଟି ସାପ ଛୁଆ ଜନ୍ମ ଦେବା ପରେ ମରିଗଲେ ।ଏବଂ ତାଙ୍କ ପରେ ପରେ ସାପ ଛୁଆ ଙ୍କ ମଧ୍ଯରୁ ଦୁଇ ଟି ସାପ ଛୁଆ ମଧ୍ୟ ମରିଗଲେ । ତେବେ ସେହି ମହିଳା ଙ୍କ ପାଖରେ ମାତ୍ର ଗୋଟିଏ ସାପ ଛୁଆ ରହିଛି ଆଉ ତାକୁ ସେ ନିଜର ଝିଅ ପରି ପାଳୁଛନ୍ତି ଏବଂ ସବୁଦିନ ପାଳିବେ ବୋଲି ମଧ୍ୟ କହିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।