ଦେଖନ୍ତୁ ଭିଡିଓ – ଶେଷରେ କୁକୁର କୁ ବି ନଛାଡି ତା ଶହ କରୁଥିଲେ ଏହି କାର୍ଯ୍ୟ , ହଠାତ୍ ଦେଖିନେଲେ ମାଲିକ ଆଉ ତା’ପରେ

0

ସମାଜ ରେ ଆଜି କାଲି ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟୁଛି ଯାହା ବିଷୟରେ ଆମେ ଶୁନୁଛେ ଏବଂ ଦେଖୁଛେ ମଧ୍ୟ । ମଣିଷ ନିଜ ର ସୁଖ ଏବଂ ଖୁସି ପାଇଁ ଯେ କୌଣସି ବି ସ୍ତର କୁ ଯାଇ ପାରେ । ଏହି ପରି ଏକ ଆଶ୍ଚର୍ଯ୍ୟଜନକ ଏବଂ ନିନ୍ଦନୀୟ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ,ଯାହା ଶୁଣିଲେ ଆପଣ ଙ୍କ ର ମଣିଷ ଉପରେ ଯଥେଷ୍ଟ ମାତ୍ର ବି ଭରସା ରହିବନି ।

ତେବେ ଆପଣ ମାନେ ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓ ବହୁତ୍ ଦେଖିଥିବେ । ଆମେ ଆଜି ଆପଣ ଙ୍କୁ ଯାହା କହିବାକୁ ଯାଉଛୁ ତାହା ଆପଣ ମାନେ କେବେ ବି ଶୁଣି ନା ଥିବେ ଏବଂ ଦେଖି ମଧ୍ୟ ନ ଥିବେ । ତେବେ ଗୋଟିଏ ଆପାର୍ଟ୍ ମେଣ୍ଟ ରେ ଜଣେ ଜଗୁଆଳି ସେଠାକାର କିଛି ପେଟ୍ ଡଗ୍ ବା ପୋଷା କୁକୁର ଙ୍କ ସହ ଖରାପ୍ ବ୍ୟବହାର ବା ଆମେ ଯଦି ତାକୁ ଦୁଷ୍କର୍ମ କରୁଥିଲେ ବୋଲି କହିବା କିଛି ତ୍ରୁଟି ରହିବା ନାହିଁ ।

ଏହା ସବୁ କରିବା ସମୟରେ ସେହି ଆପର୍ଟ୍ ମେଣ୍ଟ ରେ ରହୁଥିବା କିଛି ପିଲା ମାନେ ଦେଖିଥିଲେ ଏବଂ ଯାହା ଫଳରେ କି ସେହି ଭିଡିଓ ଟି ସୋସିଆଲ ମିଡିଆରେ ଭାଇ ରାଲ୍ ହୋଇଛି । ଏମିତି ଘଟଣା ଯାହା ସତରେ ଏକ ନିନ୍ଦନୀୟ ଘଟଣା ଅଟେ ।ସେ ଜଗୁଆଳି ଜଣକ ବୁଢ଼ା ଲୋକ ହୋଇଥିଲେ ବି ସେ ଏମିତି କାମ କରିବାକୁ ମଧ୍ୟ ପଛାଇ ନା ଥିଲେ ।

ସେଠାକାର ପିଲା ମାନେ ଏହା ସବୁ ଦେଖିବା ପରେ ସମସ୍ତଙ୍କୁ ଡାକିଥିଲେ ଏବଂ ତାଙ୍କ ମଧ୍ୟ ରୁ ଜଣେ ମହିଳା ତାଙ୍କୁ ପଚରା ଉଚରା କରିଥିଲେ କି ସେ ଜଗୁଆଳି ଜଣକ କୁକୁର ମାନଙ୍କ ସହ କଣ କରୁଥିଲେ । ତେବେ ସେ ଲୋକ ଜଣକ ବହୁତ୍ ଡରି ଯାଇ ଥିଲେ ଏବଂ କହିଥିଲେ କି ମୁଁ କୁକୁର ମାନଙ୍କୁ ଆଉଁସି ଥିଲି ଏବଂ ସେ ମହିଳା ଜଣକ ବାରମ୍ବାର କହୁଥିଲେ କି ସତ କହ ନହେଲେ ପୋଲିସ୍ ରେ ଦେଇଦବୁ।

ତେବେ କିଛି ସମୟ ର ପଚରା ଉଚରା ପରେ ସେ ବ୍ୟକ୍ତି ଜଣକ ସତ କଥା କହିଥିଲେ କି କୁକୁର ମାନଙ୍କ ସହ ସିଏ ଖରାପ୍ ବ୍ୟବହାର ବା ଗୋଟେ ପ୍ରକାର ର କହିବାକୁ ଗଲେ ଦୁଷ୍କର୍ମ ମଧ୍ୟ କରୁଥିଲେ,ଯାହା ଆମ ସମାଜ ରେ ଏକ ବହୁତ୍ ବଡ଼ ଦଣ୍ଡନୀୟ ଅପରାଧ।

ତାପରେ ସେ ମହିଳା ଜଣକ ସେ ବ୍ୟକ୍ତି ଜଣକୁ ତାଙ୍କ ପରିବାର ଲୋକ ଙ୍କୁ ଫୋନ୍ କରିବାକୁ କହିଥିଲେ ହେଲେ ସେ ବ୍ୟକ୍ତି ଜଣକ ବହୁତ୍ ଡରି ଯାଇ ଫୋନ୍ କରିବାକୁ ମନା କରିଥିଲେ ଏବଂ ସେଠାକାର ଲୋକ ମାନେ ପୋଲିସ୍ ଙ୍କୁ ମଧ୍ୟ ଫୋନ୍ କରିଥିଲେ। ମାତ୍ର ସେ ବ୍ୟକ୍ତି ଜଣକ ସମସ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗିଥିଲେ ବି ସେମାନେ କେହି ବି ତାଙ୍କୁ ଏହି କାମ ପାଇଁ କ୍ଷମା କରି ନ ଥିଲେ ।

ଆଜି କାଲି ମଣିଷ ର ଚିନ୍ତା ଧାରା କେତେ ନିମ୍ନ ସ୍ତର ର ହୋଇ ଯାଇଛି , କଣ ହେଇ ଯାଇଛି ଆମ ସମାଜ କୁ!! ଶେଷ ରେ କୁକୁର ମାନଙ୍କ ସହ ବି ଦୁଷ୍କର୍ମ କରିବାକୁ ପଛେଇଲେନି । ଆପଣ ମାନଙ୍କୁ ଆମର ଏତିକି ଅନୁରୋଧ କି ଆପଣ ମାନେ ନିଜର ଚିନ୍ତା ଧାରା ଏବଂ ଅନ୍ୟ ପ୍ରତି ଥିବା ଖରାପ୍ ବ୍ୟବହାର କୁ ବଦଳାଇ ଦିଅନ୍ତୁ।।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।