DR Kumar Abhishek – ଆପଣ ପିମ୍ପଲ ସମସ୍ୟାରେ ଚିନ୍ତିତ କି ? ଆପଣାନ୍ତୁ ଏହି ୪ ଟି ଯାଦୁଇ ଟିପ୍ସ, ୨୪ ଘଣ୍ଟାରେ ମିଳିବ ଆଶ୍ଚର୍ଯ୍ୟକର ପରିଣାମ

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ସମାଜ ରେ ସମସ୍ତ ଯୁବ ପିଢୀ ନିଜ ନିଜର ସୁନ୍ଦରତା ଓ ରୂପ କୁ ବ୍ୟସ୍ତ ରହିଥାନ୍ତି । ଯଦିଓ ଭଗବାନ ଆମ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ତଥା ସ୍ୱତନ୍ତ୍ର ଚେହେରା ଦେଇଛନ୍ତି କିନ୍ତୁ ପ୍ରାୟ ସମସ୍ତେ ସେହି ରୂପ ବା ଚେହେରା କୁ ନେଇ ଖୁସି ହୋଇପାରନ୍ତି ନାହିଁ । ସେମାନେ ସେହି ପ୍ରାକୃତିକ ରୂପ ଟୀକୁ ଆହୁରି ଭଲ ଓ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି।

ଏବଂ ଏହି ରୂପ ମଧ୍ୟରେ ଶାରୀରିକ ଗଠନ ଓ ଆମ ମୁହଁରେ ସମସ୍ତ ଅଙ୍ଗ ଅନ୍ୟତମ ହୋଇଥାଏ ଯାହାକୁ ବର୍ତ୍ତମାନ ର ଯୁବପୀଢ଼ି ସବୁବେଳେ ଅଧିକ ରୁ ଅଧିକ ର ସୁନ୍ଦର କରିବାକୁ ଚାହାନ୍ତି ।ତେବେ ନିଜ ମୁହଁକୁ ସୁନ୍ଦର କରିବା ପାଇଁ ତଥା ସେଥିରେ ଥିବା ଦାଗ ଓ ବ୍ରଣ କୁ ଭଲ କରିବା ପାଇଁ ସେମାନେ ମାର୍କେଟ ରେ ମିଳୁଥିବା କେତେକ କସମେଟିକ ପ୍ରଡକ୍ଟ ର ବ୍ୟବହାର କରିଥାନ୍ତି ଯାହାକି ସବୁବେଳେ ଆମ ପାଇଁ ଲାଭଦାୟକ ନୁହେଁ ବରଂ ହାନିକାରକ ହୋଇଥାଏ ।

ତେଣୁ ଆମେ ଆଜି ଆପଣଙ୍କୁ କେତେକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହା ଦ୍ୱାରା ଆପଣଙ୍କ ମୁହଁରେ ଥିବା କଳା ଦାଗ ଓ ବ୍ରଣ ଭଲ ହୋଇଯିବ ଓ ମୁହଁରେ ଚମକ ଭରିଦେଵ ।

୧.ଯଦି ଆପଣ ନିଜ ମୁହଁରେ ଥିବା ବ୍ରଣ କୁ ସବୁଦିନ ପାଇଁ ଭଲ କରିବାକୁ ଚାହୁଁଛନ୍ତି ତ ଏସ୍ପ୍ରିନ ର ଟାବ୍ଲେଟ କୁ ବ୍ୟବହାର କରନ୍ତୁ । ଏହି ଏସ୍ପ୍ରିନ ର ଟାବ୍ଲେଟ କୁ ଗୁଣ୍ଡ କରି ଏଥିରେ କିଛି ପାଣି ମିଶାଇ ରଖିନିଅନ୍ତୁ ।ଏବଂ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ବ୍ରଣ ହୋଇଥିବା ସ୍ଥାନରେ ଏହାକୁ ଲଗେଇ ସୋଇଯାଆନ୍ତୁ ।ସକାଳେ ଉଠି ଥଣ୍ଡା ପାଣିରେ ମୁହଁକୁ ଧୋଇ ନିଅନ୍ତୁ ।ଏପରି ମାତ୍ର ୧୫ ଦିନ କରିବା ଦ୍ୱାରା ଆପଣଙ୍କ ର ବ୍ରଣ ସମସ୍ୟା ଦୂର ହୋଇଯିବ ।

୨.ବ୍ରଣ ସମସ୍ୟା ର ସମାଧାନ କରିବା ପାଇଁ ଆପଣ ଡାଲଚିନି ଓ ମହୁର ବ୍ୟବହାର ମଧ୍ୟ କରିପାରିବେ ।କିଛି ଡାଲଚିନି ଗୁଣ୍ଡ ରେ ମହୁ ମିଶାଇ ଏକ ପେଷ୍ଟ ବନନ୍ତୁ ।ଏବଂ ଏହାକୁ ବ୍ରଣ ଉପରେ ଲଗେଇ ନିଅନ୍ତୁ ।ତେତେବେଳେ ଏହା ଶୁଖିଯିବ ହାଲକା ଉଷୁମ ପାଣିରେ ଏହାକୁ ଧୋଇନିଅନ୍ତୁ ।ଏପରି କରିବା ଦ୍ବାରା ବ୍ରଣ ଭଲ ହେବା ସହ ମୁହଁ ଗ୍ଲୋ କରିବ ।

୩.ବ୍ରଣ ସମସ୍ୟା ପାଇଁ ଆପଣ ପିପରମିଣ୍ଟ ତେଲ ର ବ୍ୟବହାର ମଧ୍ୟ କରିପାରିବେ ।ରାତିରେ ଶୋଇବା ପୂର୍ବରୁ ପ୍ରଥମେ ନିଜର ମୁହଁକୁ ଭଲ ଭାବରେ ଧୋଇନିଅନ୍ତୁ ଏବଂ ପିପରମିଣ୍ଟ ତେଲ କୁ ଲଗେଇ ନିଅନ୍ତୁ ।ସକାଳେ ଉଠି ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ଏପରି କରିବା ଦ୍ବାରା ମାତ୍ର ଦୁଇ ସପ୍ତାହରେ ଆପଣଙ୍କ ର ବ୍ରଣ ସମସ୍ୟା ଦୂର ହୋଇଯିବ ।

୪.ଏହି ସମସ୍ୟା ପାଇଁ ଆପଣ ଆଲବେରା ର ରସ କୁ ମଧ୍ୟ ବ୍ୟବହାର କରିପାରିବେ ।ଯଦି ଆପଣଙ୍କ ମୁଁହରେ ବ୍ରଣ ବାହାରିବା ଆରମ୍ଭ କରିଥାଏ ତ ସବୁବେଳେ ରାତିରେ ଆଲବେରା ର ରସ କୁ ଲଗାନ୍ତୁ ଏହା ଆମର ତ୍ୱଚା ପାଇଁ ବହୁତ ଉପାଦେୟ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।