ଆପଣ କଣ ଆପଣଙ୍କ ର ମନ ମନସନ୍ଦର ଝିଅ କୁ ନିଜର ବସବର୍ତୀ କରିବା ପାଇଁ ଚାହୁଁଛନ୍ତି କି? ତେବେ ନିଶ୍ଚୟ କରନ୍ତୁ ଏହି ଉପାୟ।

0

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛୁ । ତେବେ ଯଦି ଏହି ଅତ୍ୟାଧୁନିକ ଯୁଗ ରେ କିଛି ଯଦି ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ରହିଛି ତାହା ହେଉଛି ବର୍ତ୍ତମାନର ପ୍ରେମ । ତେବେ ପ୍ରେମ ଏକ ପ୍ରକାରର ସାମାଜିକ ରୋଗ ପରି ବ୍ୟାପୀ ରହିଛି ଯାହାର କି କୌଣସି ସୀମା ମଧ୍ୟ ଆପଣ ନିଧାରଣ କରିପାରିବେ ନାହିଁ । ତେବେ ପ୍ରେମ ଯେ କେବଳ ଜଣେ ଅବିବାହିତ ପୁରୁଷ ଓ ନାରୀଙ୍କ ମଧ୍ୟରେ ହେବ ତାର କିଛି କାରଣ ନାହିଁ। ଏହା କାହା ମଧ୍ୟରେ ବେ ହୋଇପାରେ । ତେବେ ଆମ ବହୁତ ଲୋକ ଅଛନ୍ତି ଯେଉଁମାନେ କି ପସନ୍ଦ କରୁଥିବା ଯୁବତୀ ଙ୍କୁ ସବୁଦିନ ପାଇଁ ଆପଣଙ୍କ ବସ ରେ ରଖିବାକୁ ଚାହଁନ୍ତି ।

ତେବେ ଆମେ ଆଜି ଆପଣଙ୍କୁ ଏକ ଅତ୍ୟନ୍ତ ସରଳ ଓ ସହଜ ଉପାୟଟି କହିବାକୁ ଚାହୁଁଛୁ ଯାହା କରିବା ଫଳରେ ଆପଣ ଅତି ସହଜରେ ପସନ୍ଦ କରୁଥିବା ନାରୀ ଙ୍କୁ ନିଜର କାବୁ ରେ ରଖିପାରିବେ ।ତେବେ ଏହା କରିବା ଫଳରେ ନାରୀ ଜଣଙ୍କ ଆପଣଙ୍କ ର କଥାରେ ଉଠ ବସ କରିବ ଆଉ କେବେ ହେଲେ ଆପଣଙ୍କୁ ଛାଡିକି ଯିବ ନାହିଁ ।


ଏହି ଉପାୟ ଟି ଅତ୍ୟନ୍ତ ସରଳ ଓ ସହଜ ଉପାୟ ଟି କରିବା ପାଇଁ ଆବଶ୍ୟକତା ସାମଗ୍ରୀ ଟି ହେଉଛି ମାତ୍ର ୪ ଟି କଉଡ଼ି ,୧ଟା ଗୋଆ,ଗୋଟିଏ ସାଧ କାଗଜ,ସିନ୍ଦୁର ଏବଂ ମାର୍କର । ଏହାକୁ କହିବାର ବିଧି ହେଉଛି ପ୍ରଥମେ ମାର୍କର ରେ ସାଧା କାଗଜ ଉପରେ ଗୋଟିଏ ଗୋଲ କରି ତା ମଧ୍ୟରେ ଏକ ତାର ପରି ଆକୃତି କରନ୍ତୁ ।ବର୍ତ୍ତମାନ ଆପଣ ନେଇଥିବା ୪ ଟି କଉଡ଼ି କି ତାରା ର ୪ ଟି ପାର୍ଶ୍ଵରେ ରଖନ୍ତୁ ଏବଂ ଉପର ପାର୍ଶ୍ୱ ରେ ଗୁଆ ଆଉ ତଳ ପାର୍ଶ୍ୱ ରେ ସିନ୍ଦୁର ରଖନ୍ତୁ ।ଏବେ ଏହି ତାର ମଧ୍ୟରେ ଆପଣ ପସନ୍ଦ କରୁଥିବା ଝିଅ ର ନାମ ଲେଖନ୍ତୁ ଏବଂ ମଝିରେ ସ୍ୱସ୍ତିକ ଚିନ୍ହ ଦେଇ ତଳେ ନିଜର ନାମ ଲେଖନ୍ତୁ ।ଏହା କରିବା ପରେ ଏହି ମନ୍ତ୍ର ଟୀକୁ ୭ ଥର ଜୋପ କରନ୍ତୁ । ମନ୍ତ୍ର ଟି ହେଉଛି :-

“ଓଁ ଏଙ୍ଗ ହାଂ ଚାମୁଣ୍ଡା ୟଂ ବଶାହ ଆମୁକଂ ବଶ୍ୱଂ ବଶ୍ୱଂ ସ୍ୱହା”
ଆପଣଙ୍କୁ କହିରଖୁଚୁ ଯେ ଏହି ମନ୍ତ୍ର ରେ ଥିବା ଆମୁକଂ ସ୍ଥାନରେ ଆପଣ ପସନ୍ଦ କରୁଥିବା ଝିଅ ର ନାମ କୁ ଉଚାରଣ କରନ୍ତୁ । ଏହିପରି ଭାବରେ ଏହି ମନ୍ତ୍ର ଟୀକୁ ୭ ଥର ସମ୍ପୂର୍ଣ୍ଣ ଧ୍ୟାନ ରେ ଜପ କରନ୍ତୁ । ପରେ ୭ ଥର ଜପ କରିବା ପରେ ହାତରେ ଧରିଥିବା ଲବଙ୍ଗ କୁ ୩ ଥର ଫୁଙ୍କି ଦିଅନ୍ତୁ। ଏହା ପରେ ସେହି ଲବଙ୍ଗ ଗୁଡିକ ଛୋଟ ଛୋଟ କରି ଗୁଣ୍ଡ କରନ୍ତୁ ଆଉ ସେହି ଗୁଣ୍ଡ କୁ ଭଲପାଉଥିବା ମହିଳା ଙ୍କୁ କୌଣସି ଖାଦ୍ୟରେ ମିସେଇ ତାଙ୍କୁ ଖାଇବାକୁ ଦିଅନ୍ତୁ । ଏହି ସବୁ କରିବା ପରେ ଆପଣ ଯେତେବେଳେ ସେହି ଝିଅଟିର ସାମ୍ନା କୁ ଆସି ତାକୁ ଧ୍ୟାନ ରେ ଦେଖନ୍ତୁ ଏବଂ ଏହି ମନ୍ତ୍ର ଟୀକୁ ୩ ଥର ନିଜ ମନରେ ଉଚ୍ଚାରଣ କରନ୍ତୁ । ତାପରେ ଦେଖିବେ ଆପଣ ପସନ୍ଦ କରୁଥିବା ଝିଅ କୁ ନିଜର କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।