ନୂଆ ବାହା ହୋଇଥିବା ଅଭିନେତ୍ରୀ ରିୟା ସ୍ବାମୀଙ୍କ ସହ ଶାଶୁ ଘରେ କେମିତି ଅଛନ୍ତି ଆସନ୍ତୁ ଜାଣିବା ତାଙ୍କର ଲୁଚିକରି ବାହା ହୋଇଥିବା ର କାରଣ କ’ଣ ଥିଲା

0

ଗୋଟିଏ କଳାକାର ସବୁବେଳେ ଏହା ଚିନ୍ତା କରି କି ସେ ତାର ସବୁ ପରିଶ୍ରମ ତା କାମ ପଛରେ ଲଗେଇ ଦବ ଏବଂ ଖୁବ୍ ପ୍ରଶଂସା ମଧ୍ୟ ସାଉଁଟିବ, ତାଙ୍କର ନିଷ୍ଠା ଏବଂ ଆତ୍ମ ବିଶ୍ୱାସ ହିଁ ତାଙ୍କୁ ବହୁତ୍ ଉଚ୍ଚ ସ୍ଥାନ ରେ ରଖି ଥାଏ। ସେମାନେ ସଫଳତା ମଧ୍ୟ ହାସଲ କରିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଓଡ଼ିଆ ଇଣ୍ଡଷ୍ଟ୍ରି ବିଷୟରେ ଏମିତି କିଛି ଘଟଣା ଜଣେଇବାକୁ ଯାଉଛୁ ଯେ ଯାହା ଶୁଣି ଆପଣ ମାନେ ଖୁସି ହେଇଯିବେ।

ଗୋଟେ କଳାକାର ତାର ସଫଳତା ପାଇଁ ଅନେକ ପରିଶ୍ରମ କରିଥାଏ। କେହି କେହି ଖୁବ୍ କମ୍ ସମୟରେ ଲୋକପ୍ରିତା ହାସଲ କରନ୍ତି ଏବଂ ଆଉ କେହି କେହି ଅନେକ ସମୟ ପରେ ତାଙ୍କ ର ସଫଳତା ପାଇ ଥାନ୍ତି ।

ତେବେ ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ରୀୟା ଓଡ଼ିଆ ସିରୀୟଲ୍ ଦୁନିଆ ର ଲୋକପ୍ରିୟ ଅଭିନେତା ରାଜେଶ୍ ଙ୍କ ସହିତ ଏକ ନୂଆ ଓଡ଼ିଆ ଫିଲ୍ମ କରିବାକୁ ଯାଉ ଛନ୍ତି ଏବଂ ସେହି ଫିଲ୍ମ ର ନାଆ ରହିଛି “ରାତି ସରି ସରି ଯାଉଛି” ଏହି ଫିଲ୍ମ୍ ଟି ରେ ପ୍ରଥମ ଥର ପାଇଁ ରିୟା ଏବଂ ରାଜେଶ୍ ଏକାଠି ଅଭିନୟ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ଟି ରେ ଆପଣ ମାନେ ରିୟ ଏବଂ ରାଜେଶ୍ ଙ୍କ ର ଲଭ୍ ରୋମାନ୍ସ ଦେଖିବା

ସହ ଜବରଦସ୍ତ କମେଡି ଓ ଆକ୍ସନ ଦେଖିବାକୁ ପାଇବେ ଏବଂ ଏହା ସହ ମଧ୍ୟ ଏହି ଚଳଚ୍ଚିତ୍ର ଟି ରେ ସୁଶାନ୍ତ ରଥ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ରେ ଅଭିନୟ କରୁଛନ୍ତି । ତେବେ ଏହି ଚଳଚ୍ଚିତ୍ର ଟି ର ସୁଟିଂ ବହୁତ୍ ଜୋର୍ ସୋର୍ ରେ ଚାଲିଛି।ଆମ ପାଖରେ ଯାହା ସୂଚନା ଅଛି ରିୟା ଏବଂ ରାଜେଶ୍ ଙ୍କ ଅଭିନୀତ ଏହି ନୂଆ ଚଳଚ୍ଚିତ୍ର ଟି ଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ କରାଯିବ। ତେବେ ଏହା ସହିତ ଏହି ଚଳଚ୍ଚିତ୍ର ର ସମସ୍ତ ଗୀତ ଗୁଡ଼ିକ ଓଡ଼ିଶା ବାହାରେ ସୁଟିଂ କରାଯିବ ବୋଲି ପ୍ରୋଜଜକ କହିଛନ୍ତି ଏହା ବୋଲି ସୂଚନା ମିଳିଛି।

ତେବେ ଆପଣ ମାନେ ଜାଣିଥିବେ ଯେ ରିୟା ଙ୍କ ର ଆଊ ଦୁଇ ଟି ଓଡ଼ିଆ ସିନେମା ଆସିବାକୁ ଯାଉଛି। ସେଥି ମଧ୍ୟରୁ ଗୋଟିଏ ଫିଲ୍ମ୍ ରେ ଅମ୍ଳାନ ରିୟା ଙ୍କ ବିପକ୍ଷରେ ଅଭିନୟ କରୁଥିବା ବେଳେ ଅନ୍ୟ ଗୋଟିଏ ଫିଲ୍ମ୍ ରେ ରିୟା ଙ୍କ ବିପକ୍ଷରେ ସମ୍ବିତ୍ ଅଭିନୟ କରୁଛନ୍ତି । ଅମ୍ଳାନ ଏବଂ ରିୟା ଙ୍କୁ ନେଇ ଗୋଲାପି ଗୋଲାପି part2 ଫିଲ୍ମ୍ ନିର୍ମାଣ ହେଉଛି । ଏହି ଦୁଇ ଟି ଫିଲ୍ମ୍ ରେ ରିୟା ତାଙ୍କର ସବୁ ପରିଶ୍ରମ ଦେଇଛନ୍ତି।

ତେବେ ଆମେ ରାଜେଶ୍ ଙ୍କୁ ସବୁବେଳେ ସିରିୟଲ୍ ଦୁନିଆ ରେ ହିଁ ମୁଖ୍ୟ ଚରିତ୍ର ରେ ଦେଖିଛୁ, ହେଲେ କୌଣସି ଚଳଚ୍ଚିତ୍ର ରେ ନୁହଁ । ତେବେ ଏ ଥର ପ୍ରଥମ ଥର ପାଇଁ ଆମେ ତାଙ୍କୁ ରିୟା ଙ୍କ ସହ ଅଭିନୟ କରିବାର ଦେଖିବୁ ଏବଂ ସେ ବି ପୁଣି ଏକ ମୁଖ୍ୟ ଚରିତ୍ର ଭାବରେ। ଆଶା କରୁଛୁ ଆସୁଥିବା ଏହି ଚଳଚ୍ଚିତ୍ର ଗୁଡ଼ିକ ଖୁବ୍ ଲୋକପ୍ରିୟତା ହାସଲ କରୁ ଓ ଚଳଚ୍ଚିତ୍ର ଟି ସମସ୍ତଙ୍କ ମନ କୁ ପାଉ।।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।