ଯଦି ଆପଣଙ୍କ କାନରେ କେବେ କୌଣସି ପସିଯାଏ ପୋକ,କରନ୍ତୁ ଏହି ସରଳ ଉପାୟ, ପୋକ ତୁରନ୍ତ ବାହାରକୁ ଆସିବ

0

ଆମ ପରିବେଶ ସାଧାରଣତ୍ୱ ୨ ପ୍ରକାର ପ୍ରାଣୀ କୁ ନେଇ ଗଠିତ ଅଟେ ତଥା :-ସକ୍ରିୟ ଏବଂ ନିଷ୍କ୍ରିୟ ପ୍ରାଣୀ ,ଏବଂ ସକ୍ରିୟ ପ୍ରାଣୀ ମଧ୍ୟରେ ମାନବ ଏବଂ କୀଟପତଙ୍ଗ ତଥା ସରୀସୃପ ଅନ୍ୟତମ । ସମସ୍ତ ସକ୍ରିୟ ପ୍ରାଣୀ ର ଜୀବନ ଶୈଳୀ ମଧ୍ୟ ଭିନ୍ନ ହୋଇଥାଏ , ଯେପରି କି ମାନଵ ଜାତି ସବୁ ୠତୁ ରେ ନିଜର ଜୀବନ ସହଜ ରେ ଅତିବାହିତ କରିପାରନ୍ତି ମାତ୍ର କୀତାପଟଙ୍ଗ ସାଧାରଣତ୍ୱ ବର୍ଷା ଋତୁ ରେ ଜନ୍ମ ନେଇଥାନ୍ତି ।

ଏହି କିତପଟଙ୍ଗ ଗୁଡିକ ବର୍ଷା ଋତୁ ରେ ଜନ୍ମ ନେଇ ଘେର ତଥା ସନ୍ତସନ୍ତିଆ ସ୍ଥାନରେ ରହିଥାନ୍ତି ଏବଂ ଏହି ସବୁ ମଣିଷମାନଙ୍କ ପାଇଁ ବେଳେବେଳେ କ୍ଷ୍ୟତିକରକ ହୋଇଥାନ୍ତି ।ଏମାନେ ଆକାରରେ ଛୋଟ ଓ ବଡ ହେଇଥାନ୍ତି ।ଏହି ଛୋଟ ଛୋଟ ଜୀବ ଗୁଡିକ ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ରେ ତଥା କାନ ,ନାକ ,ଆଖିରେ ପଶିଯାଇ ମଣିଷ କୁ ବହୁତ ଅସୁବିଧାରେ ପକେଇଥାନ୍ତି ।

ନାକ ଏବଂ ଆଖିରେ ତଥା ପାଟିରେ ପଶିଥିବ ଛୋଟ ଯିବ କୁ ବାହାର କରିବା ସହଜ ହୋଇଥାଏ କିନ୍ତୁ ଏହା କାନ ରେ ପଶିରହିଲେ ଏହାକୁ ବାହାର କରିବା କଷ୍ଟକର ହୋଇଥାଏ ।ସାଧାରଣତଃ ଅଧିକାଂଶ ସମୟରେ କାନ ମଧ୍ୟରେ କିଛି ଅସୁବିଧା ହେଲେ ଆମେ ବ୍ୟସ୍ତଵ୍ୟଵର୍ତ ହୋଇପଡୁ ଏବଂ ବେଳେବେଳେ କାନରେ ଥିବା ମଳି ପାଇଁ ମଧ୍ୟ ଆମେ ଏପରି ଅନୁଭବ କରିଥାଅ କିନ୍ତୁ ଯେତେବେଳେ ଏହା ଅତ୍ୟନ୍ତ କଷ୍ଟଦାୟ ହୋଇଥାଏ ତେବେ ଆମ କାନରେ କୌଣସି ପୋକ ପଶିଛି ବୋଲି ଜଣାପଡିଥାଏ ।

କିନ୍ତୁ ଯଦି ପୋକ ମରିଯାଇଥାଏ ତେବେ ଏହା ସହଜ ହୋଇଥାଏ ପୋକକୁ କାନ ଭିତତୁ ବାହାର କରିବାକୁ କିନ୍ତୁ ପୋକ ବଞ୍ଚିଥିଲେ ତାହା ଅଧିକ କଷ୍ଟ ଦେଇଥାଏ ଏବଂ ଆମେ ଏହାର କିଛିଟା ଉପାୟ ଆପଣଙ୍କୁ ଜଣାଇବୁ ଯାହା ମାଧ୍ୟମରେ ତାକୁ ବାହାର କରାଯାଇପାରିବ ।

ଆଜି ଆମେ ଆପଣଙ୍କୁ ଏହାର କିଛି ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ସଜରେ ନିଜ କାନରୁ ପୋକକୁ ବାହାର କରିପାରିବେ । ପୋକ କାନରେ ପଶି ଥିଲେ ଆମକୁ ବହୁତ କଷ୍ଟ ହୁଏ ଏବଂ ଏହା ଯନ୍ତ୍ରଣାଦାୟକ ମଧ୍ୟ ହୋଇଥାଏ , ଯାହାଫଳରେ ଆମ୍ଭେମାନେ ଚିନ୍ତିତ ହୋଇପଡୁ । ଏହାକୁ କାନରୁ ବାହାର କରିବା ପାଇଁ ବହୁତ ଅସୁବିଧା ହୋଇଥାଏ କାରଣ ଆମ କାନ ବହୁତ sensitive ଅଙ୍ଗ ହୋଇଥାଏ ଆମ ଶରୀରରେ ।

ସେହି ଉପାୟ ଗୁଡ଼ିକ ନିମ୍ନରେ ଲିଖିତ ଅଟେ :-

୧. ଯଦି ଆପଣଙ୍କ କାନରେ କୌଣସି ପୋକ ପଶି ଯାଇଛି ତେବେ ପାଣିରେ ଅଳ୍ପ ସେନ୍ଧା ଲୁଣ ମିଶାଇ ବୁନ୍ଦା ବୁନ୍ଦା କରି କାନରେ ପକାନ୍ତୁ ଏହା ଦ୍ଵାରା ପୋକ ବାହାରକୁ ଆସିଯିବ ।
୨. ଯଦି କାନରେ ପୋକ ପସିଯାଇଛି ସେ ବଞ୍ଚିଥାଉ କିମ୍ବା ମରିଥାଉ ଆପଣ ତେଲ ମାଧ୍ୟମରେ ତାକୁ ବାହାର କରିପାରିବେ। କାନରେ ବୁନ୍ଦା ବୁନ୍ଦା କରି ଗରମ ସୋରିଷ ତେଲ ପକାଇବା ଦ୍ବାରା କାନ ରେ ବଞ୍ଚିଥିବା ପୋକ ବାହାରକୁ ଆସିଥାଏ ।

୩. ଯଦି କାନରେ ପୋକ ପଶିଯାଇଛି ତେବେ ଆପଣ କାନକୁ ଉପର ଆଡକୁ ରଖନ୍ତୁ ଏହା ଦ୍ଵାରା ସେ ବାହାରିଯିବ । ସାଧାରଣତଃ ପୋକମାନେ କାନର ଅଧିକ ଗଭୀରତାକୁ ଯାଇପାରନ୍ତି ନାହିଁ, କାରଣ ଆମ କାନରେ ଥିବା ଏୟାରଡ୍ରୋମ୍ସ ତାଙ୍କୁ ରୋକିଥାଏ ।
୪. କାନରେ ପଶିଯାଇଥିବା ପୋକମାନଙ୍କୁ କାଠି ବା ତୁଳା ମାଧ୍ୟମରେ ମାରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଏହାଦ୍ଵାରା ପୋକକୁ କାନରୁ ବାହାର କରିବା ବହୁତ କଷ୍ଟକର ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।