ଆପଣଙ୍କ ପାଖରେ ପୁରୁଣା ୫ ଓ ୧୦ ଟଙ୍କିଆ ମୁଦ୍ରା ଥିଲେ ଆପଣ ହୋଇପାରିବେ ଲକ୍ଷପତି…..ଜାଣନ୍ତୁ କିପରି ଭାବରେ ହେବେ ଲକ୍ଷପତି……..

0

ବର୍ତ୍ତମାନ ର ଏହି ସ୍ୱାର୍ଥପର ଦୁନିଆରେ ଲୋକମାନେ କେବଳ ଗୋଟିଏ ଫେକ୍ଟର ଉପରେ ଅଧିକ ନିର୍ଭର କରୁଛନ୍ତି ଆଉ ତାହା ହେଉଛି ଟଙ୍କା । ପ୍ରକୃତରେ ବର୍ତ୍ତମାନ ସମାଜରେ ଟଙ୍କା ଓ ଧନସମ୍ପଦ ହେଉଛି ସବୁ କିଛି । ଯଦି ଜଣେ ବ୍ୟକ୍ତି ଙ୍କ ପାଖରେ ଟଙ୍କା ପଇସା ଅଛି ତ ତପାଖରେ ସବୁକିଛି ଅଛି ବୋଲି କହିଲେ କିଛି ଅତୃପ୍ତି ହେବ ନାହିଁ । ଏବଂ ଯାହା ପାଖରେ ଏହି ଅର୍ଥନୈତିକ ଅଭାବ ରହିଛି ତାର ସମାଜରେ କୌଣସି ଅସ୍ତିତ୍ବ ନାହିଁ । ଖାଲି ଏତିକି ନୁହେଁ ବରଂ ଅର୍ଥନୈତିକ ଅଭାଵ କାରଣରୁ ଜଣେ ବ୍ୟକ୍ତି ଙ୍କର ପରିବାର ରେ ମଧ୍ୟ ସବୁବେଳେ ଆସନ୍ତି ଲାଗି ରହିଥାଏ । ତେବେ ଆମେ ଆଜି ଆପଣଙ୍କୁ ଜାଣେଇବୁ ଏମିତି କିଛି ସହଜ ଉପାୟ ଯାହା ମାଧ୍ୟମରେ ଆପଣ ଖୁବଶୀଘ୍ର ଗରିବ ରୁ ଧନୀ ପାଲଟିଯିବେ ।

ଉଲେଖଯୋଗ୍ୟ ଯେ , ଆମେ ଆଜି ଆପଣଙ୍କୁ ଦୁନିଆଁ ର ସବୁଠାରୁ ଧନୀ ଲୋକ ହେବା ପାଇଁ ଯେଉଁ ଉପାୟଟି କହିବାକୁ ଯାଉଛୁ ତାହା ହେଉଛି ଅତ୍ୟନ୍ତ ସହଜ ଓ ସରଳ ଉପାୟଟି । ତେବେ ସେହି କାର୍ଯ୍ୟ ଟି କରିବାକୁ ହେଲେ ଆବଶ୍ୟକ ସାମଗ୍ରୀ ହେଉଛି ୨୦୦୫ ମସିହାରେ ରିଜର୍ଭ ବେଙ୍କ ଅଫ ଇଣ୍ଡିଆ ଦ୍ୱାରା ଆବିଷ୍କାର ହୋଇଥିବା ୫ ଟଙ୍କିଆ ଏବଂ ୧୦ ଟଙ୍କିଆ କେଏନ ବା ୫ ଟଙ୍କିଆ ଓ ୧୦ ଟଙ୍କିଆ ଖୁଚୁରା ଟଙ୍କା । କିନ୍ତୁ ମନେ ରଖିବାକୁ ହେବ ଯେ ଏହି ଟଙ୍କା ଗୁଡ଼ିକ ୨୦୦୫ ମସିହା ପରେ ବାହାରିଥିବା ତଥା ଲୋକମାନ ଙ୍କ ପାଖକୁ ଆସିଥିବା ଦରକାର । ତେବେ ବହୁତ କମ ସମୟ ମଧ୍ୟରେ ଲକ୍ଷ ପତି ହେବାପାଇଁ ଆପଣଙ୍କୁ ଏହି ୫ ଟଙ୍କିଆ ଏବଂ ୧୦ ଟଙ୍କିଆ କୋଏନ କୁ ବ୍ୟବହାର କରିବାର ୨ ଟି ଉପାୟ ରହିଛି ।


୧.ପ୍ରଥମ ଉପାୟ ଟି ହେଉଛି ଏମିତି କି ଆପଣଙ୍କୁ ୨୦୦୫ ମସିହା ପରର ୫ ଟଙ୍କିଆ ଓ ୧୦ ଟଙ୍କିଆ କୋଏନ କୁ ଆପଣଙ୍କୁ ଏକ ୱେବସାଇଟ ରେ ବିକ୍ରି କରିବାକୁ ହେବ । ସାଧାରଣ ଭାବରେ ବହୁତ ଲୋକମାନେ ପୁରୁଣା ମୁଦ୍ରା କୁ ନିଜ ପାଖରେ ରଖିବାକୁ ପସନ୍ଦ କରିଥାନ୍ତି ଏବଂ ଏହାକୁ ବିଭିନ୍ନ କାର୍ଯ୍ୟ ରେ ଲଗେଇଥାନ୍ତି । ଏହି କାରଣରୁ ସେମାନେ ଏହି ପୁରୁଣା ମୁଦ୍ରା କୁ ପାଇବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛନ୍ତି ନାହିଁ । ଠିକ ସେହିପରି ଏକ ୱେବସାଇଟ ରହିଛି ମାତା ବୈଷ୍ଣବି ଦେବି ଙ୍କ ନାମରେ । ଆପଣଙ୍କ ପାଖରେ ଯଦି ଏହି ୫ ଟଙ୍କିଆ ଏବଂ ୧୦ ଟଙ୍କିଆ ମୁଦ୍ରା ରହିଛି ତ ଆପଣ ଏହି ୱେବସାଇଟ ମାଧ୍ୟମରେ ତାହାକୁ ବିକ୍ରି କରି ବହୁତ ଟଙ୍କା ରୋଜଗାର କରିପାରିବେ ।


୨. ଏହାର ଦ୍ଵିତୀୟ ଉପାୟ ଟି ହେଉଛି ୨୦୦୫ ମସିହା ପରେ ବାହାରି ଥିବା ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ର ସିରିଏଲ ନୂମ୍ବର ଯଦି “୭୮୬” ରହୁଛି ତ ଆପଣ ବିନା କିଛି ଚିନ୍ତା ରେ ଆଉ କଷ୍ଟ ରେ ବନିଯିବେ ଲକ୍ଷ ପତି । କାରଣ ବର୍ତ୍ତମାନ ଏହି ସିରିଏଲ ରେ ଥିବା ମୁଦ୍ରା ଲୋକମାନେ ଖାସ କରି ମୁସଲିମ ଲୋକମାନେ ବହୁତ ଦିମାଣ୍ଡ କରୁଛନ୍ତି । ତେଣୁ ଆପଣ ସେମାନଙ୍କୁ ଏହା ବିକ୍ରି କରି ବହୁତ ଟଙ୍କା ଆୟ କରିପାରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।