ପୁରୁଷ ଓ ସ୍ତ୍ରୀର ମିଳନରେ କାହାକୁ ଅଧିକ ସୁଖ ମିଳେ ? ଜାଣନ୍ତୁ ଏହା ବିଷୟରେ କେତେକ ରମାଞ୍ଚକ ତଥ୍ୟ…….

0

ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।

କିନ୍ତୁ କେବେ କେବେ ପାରିବାରିକ ତଥା ନିଜସ୍ଵ ସମସ୍ୟା କୁ ନେଇ ବହୁତ ସ୍ତ୍ରୀ ଓ ପୁରୁଷ ମନେ ଦୀର୍ଘଦିନ ଧରି ପରସ୍ପରଠୁ ଦୁରେଇ ଯାଆନ୍ତି ଏବଂ ଶାରୀରିକ ସମ୍ପର୍କରେ (ସେକ୍ସ) ରୁହନ୍ତି ନାହିଁ .। ଏହି କାରଣ ରୁ ବହୁତ ଅସୁବିଧା ମଧ୍ୟ ଉପୁଜିଥାଏ । କେବେକେବେ ଶାରୀରିକ ସୁଖ ଅଭାବରୁ କେହି କେହି ଆତ୍ମହତ୍ୟା ମଧ୍ୟ କରିଦେଇଥାନ୍ତି । ତେବେ ଆମେ ଆଜି ଅପଣଙ୍କୁ ଜଣେଇବୁ ଯେ ସେକ୍ସ ସମୟରେ ଅଧିକ ମଜା କିଏ ନେଇଥାନ୍ତି ..ପୁରୁଷ ନା ମହିଳା ମାନେ ।

ଆମେ ଜାଣିଚୁ ଯେ,ଏ ସମାଜରେ ସବୁ କାର୍ଯ୍ୟ କରିବାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ରହିଥାଏ । ଯେପରିକି ଗୋଟିଏ ଦିନର ୨୪ ଘଣ୍ଟା ରୁ ଅତିକମରେ ୬ ଘଣ୍ଟା ଶୋଇବା ଆବଶ୍ୟକ ଏହାଠୁ କମ ସୋଇଲେ କି ବେଶୀ ସମୟ ସୋଇଲେ ଏହା ଆମ ଶରୀର ପ୍ରତି ହାନି କାରକ ହୋଇଥାଏ ।

ତେବେ ସେହି ପରି ପତି-ପତ୍ନୀ ଙ୍କ ମଧ୍ୟରେ ଶାରିରୀକ ସମ୍ବନ୍ଧ (ସେକ୍ସ) ରଖିବାର ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ରହିଥାଏ । ତେବେ ସେକ୍ସ କରିବା ଦ୍ବାରା ଆପଣଙ୍କ ଶରୀରେ ଅକ୍ସିଟୋସିନ ନାମକ ଏକ ହରମୋନ କ୍ଷରନ ହୋଇଥାଏ ଯାହାକି ଉଭୟଙ୍କୁ ଖୁସି ରହିବାରେ ସାହାଯ୍ୟ କରିଥାଏ ଏବଂ ଶରୀରରେ ଅନ୍ୟ ଏକ ଆଣ୍ଡ୍ରୋ ଫିନ ନାମକ ହରମୋନ ଝରିଥାଏ ଏହା ମଧ୍ୟ ଆପଣଙ୍କୁ ଦିନ ଜାଙ୍କ ଖୁସି ଆଣିଦେଇଥାଏ ।

ତେବେ ଆମେ ଆପଣ ଙ୍କୁ ଜଣେଇଦେଉଛୁ ଯେ ବିବାହ ପରେ ଉଭୟ ସ୍ୱାମୀ – ସ୍ତ୍ରୀ ଶାରୀରିକ ସମ୍ପର୍କ ରେ ରହିବା ବା ସହବାସ କରିବା କୁ ଉଭୟ ପୁଅ ଓ ଝିଅ ଙ୍କୁ ଭଲ ଲାଗିଥାଏ। ମାତ୍ର କଣ ଆପଣ ଜାଣିଛନ୍ତି କି ସେକ୍ସ କରିବା ସମୟରେ ମହିଳା ମାନେ ଅଧିକ ମଜା ନେଇଥାନ୍ତି ଓ ଖୁସି ହୋଇଥାନ୍ତି ବୋଲି।

ଆଜ୍ଞା ହଁ ସହବାସ କରିବା ସମୟରେ ମହିଳା ମାନେ ଅଧିକ ଆନନ୍ଦ ପାଇଥାନ୍ତି କିନ୍ତୁ ସେମାନେ ଏହାକୁ କାହାକୁ କହିନଥାନ୍ତି। ଏମିତି ରେ ମଧ୍ୟ ମହିଳା ମାନେ ଶାରୀରିକ ସମ୍ପର୍କ ରେ ରଖିବାକୁ ଇଛୁକ ହୋଇଥାନ୍ତି କିନ୍ତୁ ତାଙ୍କର ନିୟନ୍ତ୍ରଣ ଶକ୍ତି ଥିବାରୁ ସେମାନେ ନିଜକୁ ନିୟନ୍ତ୍ରଣ କରିଥାନ୍ତି ।କିନ୍ତୁ ପୁରୁଷ ମାନେ ଏହି ଇଚ୍ଛା କୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ।

ଏକ ଗବେଷଣା ରୁ ଜଣାଯାଇଛି ଯେ,ସେକ୍ସ କରିବାର ପ୍ରଥମ ପର୍ଯ୍ୟାୟ ରେ ହିଁ ପୁରୁଷ ମାନେ ଉପଭୋଗ କରିଥାନ୍ତି ତା ପରେ ସେମାନ ଙ୍କର ତା ପ୍ରତି ଏତେ ଆକର୍ଷଣ ନଥାଏ ।କିନ୍ତୁ ସେକ୍ସ କରିବାର ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ମହିଳା ମାନେ ଆନନ୍ଦ ନେଇଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।