ଜୟ ଶିବଶମ୍ଭୁ ! ଜାଣନ୍ତୁ ଗୋରଖନାଥ ମହାଦେବଙ୍କର ଅଲୌକିକ ମହିମା । ଏପରି ମହିମା ଶୁଣିଲେ ଆଶ୍ୟର୍ଯ୍ୟ ହୋଇଯିବେ….ମନରେ ଭକ୍ତି ଥିଲେ “ଓଁ” ଲେଖନ୍ତୁ

0

ଆମ ଦେଶ ଭାରତ ଏକ ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ଅଟେ । ଆମ ଦେଶ ରେ ପ୍ରତ୍ୟେକ ନାଗରିକ ମାନେ ଧାର୍ମିକ କାର୍ଯ୍ୟ କ୍ରମ ରେ ସବୁବେଳେ ମଜ୍ଜିତ ରହି ଥାନ୍ତି । ପ୍ରତ୍ୟେକ ଲୋକ ପୂଜା,ଭକ୍ତି ରେ ଲୀନ ଥାନ୍ତି। କିନ୍ତୁ ବେଳେ ବେଳେ ପୂର୍ଣ୍ୟ ଭୂମି , ଦେବ ଭୂମି ଭାରତ ବର୍ଷ ରେ ଏପରି କିଛି ଗୁଡ଼ିଏ ଘଟଣା ଦେଖିବାକୁ ମିଳେ ଯାହା ବହୁତ୍ ଆଶ୍ଚର୍ଯ୍ୟ ଜନକ ହୋଇ ଥାଏ , ଆଉ ଏହି ଘଟଣା ଆମେ ଭଗବାନ ଙ୍କ ର ଲୀଳା ଭାବି ଥାଉ ,ଆଉ ସମୟ ସମୟରେ ଏହା ବହୁତ୍ ରହସ୍ୟ ମୟ ମଧ୍ୟ ହୋଇଥାଏ ।

ତେବେ ଆମ ଦେଶ ବହୁତ୍ ଅଜବ ରହସ୍ୟ ଏବଂ ଅନେକ ଅଜବ ଘଟଣା ରେ ବାନ୍ଧି ହୋଇ ରହିଛି । ଆଊ ଭାଗବାନ ଙ୍କ ଉପରେ ଲୋକ ଙ୍କ ର ବହୁତ୍ ଦୃଢ଼ ବିଶ୍ୱାସ ମଧ୍ୟ ରହିଛି । ଆଊ ଏହି ଦେବ ଭୂମି ରେ ଭାରତ ବର୍ଷ ରେ ରହିଛି ଅନେକ ଗୁଡ଼ିଏ ମନ୍ଦିର ଆଉ ଅନେକ ମସଜିଦ୍ ଏବଂ ଆମ ଦେଶ ବା ଭାରତ ରେ ସବୁ ପ୍ରକାର ର ଧର୍ମାବଲମ୍ବୀ ଅଧିକ ବସ ବାସ କରନ୍ତି। ତେବେ ହିନ୍ଦୁ ମାନଙ୍କ ମନ୍ଦିର ଭାରତ ରେ ପ୍ରତ୍ୟେକ କୋଣ ଅନୁକୋଣରେ ରେ ଦେଖିବାକୁ ମିଳେ।

ହିନ୍ଦୁ ଧର୍ମ ରେ ୩୩ କୋଟି ଦେବା ଦେବୀ ବୋଲି ଲୋକ ମାନେ ବିଶ୍ୱାସ କରନ୍ତି ଏବଂ ଏହି ସବୁ ଦେବା ଦେବୀ ମାନେ ଭିନ୍ନ ଭିନ୍ନ ମନ୍ଦିର ରେ ଭିନ୍ନ ଭିନ୍ନ ରୂପରେ ଦେଖା ଦେଇ ଥାନ୍ତି ଓ ପୂଜା ମଧ୍ୟ ପାଇ ଥାନ୍ତି । ଏହି ସବୁ ଦେବା ଦେବୀ ଙ୍କ ର ନାମ ମଧ୍ୟ ଭିନ୍ନ ଭିନ୍ନ ରହି ଥାଏ। ବହୁତ୍ ସ୍ଥାନ ରେ ଏମିତି କିଛି ମନ୍ଦିର ମଧ୍ୟ ରହିଛି ଯାହା ପୁରାତନ କାଳ ରୁ ପୂଜା ପାଉଛନ୍ତି, ଏବଂ ତାଙ୍କ ବାହାନ ମାନେ ମଧ୍ୟ ପୂଜା ପାଇ ଥାନ୍ତି ।ତେବେ ଏହି ସବୁ ମନ୍ଦିର ମାନଙ୍କ ପଛରେ ବହୁତ୍ ଗୁଡ଼ିଏ ରୋଚକ ପୂର୍ଣ୍ଣ ଘଟଣା ସବୁ ଲୁଚି ରହିଛି । ଯାହା ଶୁଣିବାକୁ ମିଳିଛି।

ତେବେ ଆଜି ଆମେ ଓଡ଼ିଶା ର ଜଗତସିଂହପୁର ଜିଲ୍ଲାର ଅବସ୍ଥିତ ଗୋରୋଖ ନାଥ (ଶିବ) ଙ୍କ ଅଲୌକିକ ମହିମା ବିଷୟରେ ଏହି ଲେଖା ମାଧ୍ୟମରେ କିଛି କହିବାକୁ ଯାଉଛୁ । ତେବେ ଏହିଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟା ରେ ଲୋକ ପୂଜା କରିବାକୁ ଆସନ୍ତି । ତ୍ରେତୟା ଯୁଗରେ ଗୋରଖନାଥ ମହାଦେବ ଙ୍କ ମହିମା ମିଳିଥିଲା ବୋଲି ସେଠାକାର ପୂଜକ ମାନେ କହି ଥାନ୍ତି ।

ତେବେ ରାବଣ ଯେତେବେଳେ ଦେବୀ ସୀତା ଙ୍କ ର ହରଣ କରିଥିଲେ ସେତେବେଳେ ରାମଚନ୍ଦ୍ର ସୀତା ଙ୍କୁ ପାଇବା ଉଦ୍ଦେଶ୍ୟ ରେ ଗୋରଖନାଥ ମହାଦେବ ଙ୍କୁ ପୂଜା କରିଥିଲେ ଏବଂ ତାଙ୍କ ପୂଜା ରେ ମଧ୍ୟ ମହାଦେବ ପ୍ରସନ୍ନ ହୋଇ ଆବିର୍ଭାବ ହୋଇଥିଲେ ,ଆଉ ରାମଚନ୍ଦ୍ର ଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ ଯେ ସେ ମାତା ସୀତା ଙ୍କୁ ଫେରି ପାଇବେ ବୋଲି। ତେବେ ଗୋରଖନାଥ ମନ୍ଦିର ନିକଟରେ ଏକ ବଟ ବୃକ୍ଷ ଅଛି ଏବଂ ସେହି ବୃକ୍ଷ ମୂଳରେ ଲୋକ ମାନେ ବହୁତ୍ ମନସ୍କାମନା ମଧ୍ୟ କରନ୍ତି ଏବଂ ଆମେ ଯାହା ଶୁଣିବାକୁ ପାଇଛୁ ଯେ ସମସ୍ତଙ୍କ ର ମନସ୍କାମନା ପୂର୍ଣ୍ଣ ମଧ୍ୟ ହୋଇଥାଏ ।

ଯେଉଁ ମହିଳା ମାନଙ୍କ ର ପିଲା ଜନ୍ମ ହଉ ନା ଥାଏ କିଛି ଅସୁବିଧା ପାଇଁ ,ସେଠି ପ୍ରାର୍ଥନା କଲେ ସନ୍ତାନ ଲାଭ ର ସୌଭାଗ୍ୟ ପାଇଥାନ୍ତି ଏଵଂ ସେଠାରେ ଲୋକଙ୍କ ର ଜନ୍ମଜାତ ରୋଗ ମଧ୍ୟ ବିଭୂତି ଦ୍ଵାରା ସମ୍ପୂର୍ଣ୍ଣ ଭଲ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।