ତିରୁପତି ବାଲାଜୀ ଙ୍କର ଅପୂର୍ବ ରହସ୍ୟ NASA ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା,ଆସନ୍ତୁ ଜାଣିବା ସମସ୍ତ ଆଶ୍ଚର୍ଯ୍ୟ କର କଥା

0

ଆମ ଭାରତ ରେ ଅନେକ ପୁରାତନ ମନ୍ଦିର ଅଛି। ସବୁ ମନ୍ଦିର ପଛରେ ଏକ ଭିନ୍ନ ଭିନ୍ନ ରହସ୍ୟ ମଧ୍ୟ ଅଛି । ଆପଣ ମାନେ ଅନେକ ଗୁଡ଼ିଏ ମନ୍ଦିର ଯାଇଥିବେ ଏବଂ ସେ ମନ୍ଦିର ବିଷୟରେ କିଛି ଜାଣି ଥିବେ ଆଊ କିଛି ବିଷୟରେ ମଧ୍ୟ ଅଜଣା ଥିବେ ।ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଜାଣିଛନ୍ତି କି ତିରୁପତି ବାଲାଜ୍ଜୀ ମନ୍ଦିର ରେ ଯେଉଁ ମୂର୍ତ୍ତି ସ୍ଥାପନା କରା ଯାଇଛି ତାହା ହେଉଛି ପ୍ରକୃତରେ ଭାଗବାନ ଙ୍କ ର ମୂର୍ତ୍ତି ଅଟେ । ଏହି ମୂର୍ତ୍ତି କୁ କେହି ତିଆରି କରି ନାହାନ୍ତି । ବରଂ ଏହା ସ୍ୱୟଂ ପ୍ରକଟ ହେଇଥିଲେ । ଆପଣ ମାନେ ଜାଣିଛନ୍ତି କି ଏହି ମନ୍ଦିର ରେ ବିରାଜ ମାନ ଭେଙ୍କେଟ ସ୍ୱର ସ୍ବାମୀ ଙ୍କ ମୂର୍ତ୍ତି ରେ ଥିବା ଚୁଟି ତାଙ୍କର ପ୍ରକୃତ ଚୁଟି ଅଟେ ।

ତେବେ ଆପଣ ମାନେ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ଏହି ଚୁଟି କେବେ ଅଡ଼ୁଆ ହୁଏ ନାହି,ଏହା ସବୁବେଳେ ବହୁତ୍ ସୁନ୍ଦର୍ ଭାବେ ରହିଥାଏ । ତେବେ ଦକ୍ଷିଣ ଭାରତରେ ଏହି ମନ୍ଦିର ବହୁତ୍ ହି ଭବ୍ୟ ଓ ପ୍ରସିଦ୍ଧ ଅଟେ।ଏହା ଆନ୍ଧ୍ରପ୍ରଦେଶ ର ଚିତୋର ଜ୍ଜିଲା ର ଅବସ୍ଥିତ ଅଟେ ଏବଂ ଏହାର ଦକ୍ଷିଣ ରେ ଅବସ୍ଥିତ ପୋଖରୀ ତିରୁମାଲା ପାଖରେ ଏହା ତିଆରି କରା ଯାଇଛି,

ଆଊ ଏହା ର ଚତୁଃପାଶ୍ୱର୍ରେ ଥିବା ପାହାଡ ଶେଷ ନାଗ ଙ୍କ ର ସାତ ଗୋଟି ଫଣା ର ଆଧାର ରେ ଅଛି ଏବଂ ଏହାକୁ ସପ୍ତ ଗିରି ମଧ୍ୟ କୁହା ଯାଏ । ଏହି ମନ୍ଦିର ର ଇତିହାସ ପଞ୍ଚମ ଶତାବ୍ଦୀରେ ଆରମ୍ଭ ହୋଇଥିଲା ଏବଂ ଏହି ମନ୍ଦିର ସବୁ ଧର୍ମ ପାଇଁ ଖୋଲା ଯାଏ।

ବାଲାଜ୍ଜି ଙ୍କ ମୂର୍ତ୍ତି ଉପରେ ଏକ ଖଣ୍ଡିଆ ର ଦାଗ ମଧ୍ୟ ଅଛି ଯାହା ମେଡ଼ିସିନ୍ ରୂପରେ ଚନ୍ଦନ କୁ ଲଗାଯାଏ ଏବଂ ତାଙ୍କ ମୁଣ୍ଡ ରେ ପ୍ରକୃତ ରେ ରେଶମୀ ଚୁଟି ମଧ୍ୟ ଅଛି।ପ୍ରାୟତଃ ୨୦,୦୦୦ ଲୋକ ଏଠାରେ ପ୍ରତ୍ୟେକ ଦିନ କେଶ ଦାନ କରନ୍ତି। ମନ୍ଦିର ର ପ୍ରତିମା କୁ ଧ୍ୟାନ ଦେଇ ଶୁଣିଲେ ଏବଂ ଦେଖିଲେ ଏଥି ମଧ୍ୟରୁ ସମୁଦ୍ର ର ଲହରୀ ଶବ୍ଦ ଶୁଭେ। ମନ୍ଦିର ରେ ପ୍ରତ୍ୟେକ ଦିନ ୩୦୦୦୦୦ ଲଡୁ ତିଆରି ହୁଏ ଏବଂ ଏହି ମନ୍ଦିର ର ୨୩ କିଲୋ ମିଟର ଦୂରରେ ଏକ ଗାଆଁ ରହିଛି। ଭଗବାନ ଙ୍କ ଛାତି ରେ ମାତା ଲକ୍ଷ୍ମୀ ବିରାଜ ମାନ କରନ୍ତି। ମାତା ଏଠାରେ ରୁହନ୍ତି ବୋଲି ସେତେବେଳେ ହିଁ ଜଣା ପଡିଥିଲା

ଯେତେବେଳେ ପ୍ରତ୍ୟେକ ଗୁରବାର ଦିନ ବାଲାଜୀ ଙ୍କ ର ସମ୍ପୂର୍ଣ୍ଣ ଶ୍ରିଂହାର ବାହାର କରି ତାଙ୍କୁ ସ୍ନାନ କରାଇ ଚନ୍ଦନ ରେ ଲେପ ଲଗା ଯାଇ ଥାଏ। ଯେତେବେଳ ଚନ୍ଦନ ଲେପ ବାହାର କରି ଦିଆ ଯାଏ ସେତେବେଳେ ଭଗବାନ ଙ୍କ ହୃଦୟ ରେ ମାତା ଲକ୍ଷ୍ମୀ ଙ୍କ ର ଛବି ଦେଖା ଯାଏ। ଆପଣ ମାନେ ଜାଣି କି ଏହା ଆଶ୍ଚର୍ଯ୍ୟ ହେବେ କୁ ଏଠାରେ ଗର୍ଭ ଗୃହ ରେ ଏକ ଦ୍ଵୀପ ଜଳା ଯାଏ ଏହା ବିନା ଘିଅ ଏବଂ ବିନା ତେଲ ରେ ଜଳି ଥାଏ। କର୍ପୁର ପଥରକୁ ସବୁ ମୂର୍ତ୍ତି ରେ ଲଗାଇଲେ ତାହା ଧୀରେ ଧୀରେ ମିଶି ଯାଏ, ହେଲେ ବାଲାଜୀ ଙ୍କ ଦେହ ରେ ଲଗାଇଲେ ମଧ୍ୟ ମୂର୍ତ୍ତି ର କିଛି ପ୍ରଭାବ ପଡେ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।