ଜାଣିଛନ୍ତି କି ହାସ୍ୟ ଅଭିନେତା ରବି ମିଶ୍ରଙ୍କର ପରିବାର ଓ ତାଙ୍କ ସମୁଦାୟ ସମ୍ପତି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯବେ

0

ମଣିଷ ର ଜୀବନ ଭାରି ବିଚିତ୍ର,କେଇଟା ମହୂର୍ତ୍ତ ରେ ଜୀବନ ଆଉ ମରଣ। ଆଖି ପିଞ୍ଚୂଳକେ ଜୀବନ ଚାଲିଯିବ ଜଣା ପଡ଼ିବ ନାହିଁ। କେତେବେଳେ କାହାକୁ କଣ ହୋଇ ଯିବ ମୃତ୍ୟୁ ଆସି କେତେବେଳେ ପହଞ୍ଚିବ ତାର ବାସ୍ତବତା ନାହିଁ। ତେବେ କାରୋନ ସମୟରେ ୨୦୨୦ ମସିହା ରେ ଅନେକ ବିଶିଷ୍ଟ କଳାକାର ମାନଙ୍କ ଦେହାନ୍ତ ହୋଇଥିଲା। ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ପରିଚିତ ଅଭିନେତା ଙ୍କ ଦେହନ୍ତ ହୋଇ ଥିଲା।

ତେବେ ପୁଣି ଜଣେ କଳାକାର ଙ୍କ ଦେହାନ୍ତ ଘଟିଛି ନିକଟ ରେ। ଆଜି ଆମେ ଆପଣଙ୍କୁ ତାଙ୍କର ମୃତ୍ୟୁ ଓ ପରିବାର ଓ ତାଙ୍କ ସମୁଦାୟ ସମ୍ପତି ବିଷୟରେ ଜଣାଇବୁ।ଗତ କାଲି ମିଛି ମିଛ କା ହୃଦ୍ ଘାତ ର ଅଭିନୟ କରୁଥିବା ସମୟରେ ସତ ସତିକ ହୋଇଥିଲା ହୃଦ୍ ଘାତ। ଆଖି ପିଞ୍ଚୁ ଲାକେ ସବୁ କିଛି ଶେଷ ହୋଇ ଯାଇ ଥିଲା। ସୁଟିଂ ସେଟ୍ ରୁ ସିଧା ହସ୍ପିଟାଲ୍ ଯାଇଥିଲେ ଅଭିନେତା,ଆଉ ସେହି ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବିଶିଷ୍ଟ ଅଭିନେତା ରବି ମିଶ୍ର।ତେବେ ତାଙ୍କୁ ହାସ୍ୟ କଳାକାର ହିସାବରେ ଲୋକ ମାନେ ଖୁବ୍ ଭଲ ପାଇବା ଦେଇଛନ୍ତି।

ଗୋପାଳ ରହସ୍ୟ ସିରିଏଲ ର ମୁଖ୍ୟ ଚିତ୍ର ରେ ଅଭିନୟ କରି ବର୍ଷ ବର୍ଷ ଧରି ଲୋକଙ୍କୁ ହସାଇ ଲୋକ ଙ୍କ ବେଶ ଯୋଡିତ୍ ଥିଲେ। ଭାଇ ହେଲା ଭଗାରି, ସୌଭାଗ୍ୟ ବତି, ସକାଳ ତୀର୍ଥ, ମାଆ ପରି କିଏ ହେବ, ଆଖି ଭିଜି ଗଲା ରାକ୍ଷୀ ଲୁହ ରେ ଭଳି ଚଳଚ୍ଚିତ୍ର ରେ କାର୍ଯ୍ୟ କରିଥିଲେ। ଶେଷ ରେ ବର୍ଷୀୟାନ ଅଭିନେତା ରବି ମିଶ୍ର ନୀରବ ହୋଇ ଗଲେ। ମାତ୍ର ୬୪ ବର୍ଷ ବୟସରେ ହୃଦ୍ ଘାତ ରେ ତାଙ୍କ ର ପ୍ରାଣ ଚାଲି ଯାଇଛି। ଭୁବନେଶ୍ୱର ର ଏକ ଘୋରାଇ ମେଡିକାଲ୍ ରେ ଆଖି ବୁଝୁଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।

ତେବେ ଗତ କାଲି ସୁଟିଂ ସେଟ୍ ରେ ଥିଲେ ଅଭିନୟ ମଧ୍ୟ ହୃଦ୍ ଘାତ ର ଥିଲା। ହେଲେ ସେଠାରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ସଙ୍ଗେ ସଙ୍ଗେ ତାଙ୍କୁ ଏକ ଘୋରଇ ହସ୍ପିଟାଲ୍ କୁ ନିଆ ଯାଇ ଥିଲା। ହେଲେ ସେଠାରେ ତାଙ୍କ ପ୍ରାଣ ଯାଇ ଥିଲା ବୋଲି ପରିବାର ପକ୍ଷରୁ ସୂଚନା ମିଳି ଥିଲା।

ଉଭୟ ମଞ୍ଚ, ଚଳଚିତ୍ର ଓ ଟେଲି ସିରିଆଏଲ୍ ରେ ଅଭିନୟ କରି ନିଜ ମମତା ଲଗାଇ ଦେଇ ଯାଇଛନ୍ତି ରବି ମିଶ୍ର। ଗୋପାଳ ରହସ୍ୟ ର ମୁଖ୍ୟ ଚରିତ୍ର ରେ ଅଭିନୟ କରିଥିଲେ, ଦର୍ଶକ ଙ୍କୁ ଏହା ବେଶ୍ ଆକୃଷ୍ଟ କରିଥିଲା। ଲୋକ ଙ୍କ ଭିତରେ ହସ ର ମଞ୍ଜି ବେଶ୍ ଭଲ ଭାବରେ ବୁଣି ପାରିଥିଲେ।ତାଙ୍କ ମୃତ୍ୟୁ ଖବର ଶୁଣି ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଅଭିନେତା ଅଭିନେତ୍ରୀ ମାନେ ଦୁଃଖରେ ମାର୍ମାହତ ହୋଇ ପଡିଛନ୍ତି।

ତେବେ ତାଙ୍କ ପରିବାର ରେ ଶୋକ ର ଲହରୀ ଖେଳି ଯାଇଛି। ତେବେ ତାଙ୍କର ମୃତ୍ୟୁ ବେଳକୁ ତାଙ୍କର ସମ୍ପତି ବିଷୟ ରେ ପରିବାର ଠାରୁ ଜାଣିବାକୁ ପାଇଛୁ। ମୋଟ ୫ କୋଟି ଟଙ୍କାର ଜମି ବଡ଼ ଥିବା ସହିତ ଗୋଟିଏ ଏସିଆନ୍ ବଙ୍ଗଳା ଓ ଦୁଇଟି କାର ଅଛି। ସ୍ତ୍ରୀ ଓ ଦୁଇଟି ପୁଅ ଓ ଝିଅ ସହିତ ରହୁଥିଲେ ସେ,ତେବେ ତାଙ୍କର ମୃତ୍ୟୁ ତାଙ୍କ ଘରେ ଶୋକ ର ଛାୟା ସୃଷ୍ଟି କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।