ଦେଖନ୍ତୁ ଭିଡିଓ କେମିତି 85 ବର୍ଷୀ ବୁଦ୍ଧା ମହିଳା ଙ୍କୁ ଗୋଇଁଠା ମାରି ମାଡ ମାରୁଛନ୍ତି ବୋହୁ ! ଦୟାକରି କମେଣ୍ଟ କରନ୍ତୁ ଏପରି ଅତ୍ୟାଚାରୀ ବୋହୁ ଙ୍କୁ କିପରି ଦଣ୍ଡ ମିଳିବା ଦରକାର ?

0

କୁହାଯାଏ କି ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ସବୁ କିଛି ଓଲଟା ହେବାରେ ଲାଗିଛି ।ତେବେ ସାମଜ ରେ ଶାଶୂ ଓ ବହୁ ର ସମ୍ପର୍କ ବିଷୟରେ ଆପଣ ତ ଜାଣୁଥିବେ ନିଶ୍ଚିତ କି ।ଶାଶୂ ଓ ବହୁ ର କେବେ ବି ପଡେ ନାହିଁ ।ଆଉ ସେ ଦୁହିଁଙ୍କ ମଧ୍ୟରେ ସବୁବେଳେ କଳି ଝଗଡା ,ମାରପିଟ ଲାଗିରହିଥାଏ ।କିନ୍ତୁ ପୂର୍ବରୁ ଶାଶୂ ହାତରୁ ବହୁ ମାଡ଼ ଖାଉଥିଲା ଆଉ ଚୁପ ଚାପ ରହୁଥିଲା ।କିନ୍ତୁ ବର୍ତ୍ତମାନ ଏହାର ଓଲଟା ହେବାକୁ ଯାଉଛି ଏବେ ଶାଶୂ ବହୁ ହାତରୁ ମାଡ଼ ଖାଉଛି କିନ୍ତୁ କିଛି କହିପାରୁ ନାହିଁ ।

ତେବେ ଏହି ଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି ।ତେବେ ଏହି ଭିଡ଼ିଓ ଟି ଦେଖିଲେ ଆପଣଙ୍କ ଲୋମ ତାଙ୍କୁରି ଉଠିବ ଓ ଛାତି ଥରି ଉଠିବ ।ସୋସିଆଲ ମିଡ଼ିଆ ରେ ଭାଇରଲ ଭିଡ଼ିଓ ଟି ହେଉଛି ଉତ୍ତରପ୍ରଦେଶ ର ଯେଉଁଥିରେ ଦେଖାଯାଇଛି ଯେ ଜଣେ ବହୁ ତାର ବୃଦ୍ଧ ଶାଶୂ କୁ ଝାଡୁ ରେ ମାରିବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ସୂଚନା ଅନୁସାରେ ,ଉତ୍ତରପ୍ରଦେଶ ଆଗ୍ରା ର ତହସିଲ କ୍ଷେତ୍ର ବାଉପୁର ଗ୍ରାମ ରେ ଜଣେ ୪୭ ବର୍ଷୀୟ ବିଧବା ବହୁ ତାର ୮୫ ବର୍ଷୀୟ ବୃଦ୍ଧ ଶାଶୁକୁ ଝାଡୁ ରେ ମାରିବାକୁ ଲାଗିଛି। ବୃଦ୍ଧ ଜଣଙ୍କ ର ଭାଗ୍ୟ ର ବିଡମ୍ବନା ଯେ ତାର ପୁଅ ଓ ନାତି ଙ୍କର ମଧ୍ୟ ଆକାଳ ରେ ମୃତ୍ୟୁ ହୋଇଯାଇଥିଲା ।

ତେବେ ନିଜ ପୁଅ ଓ ନାତି ର ମୃତ୍ୟୁ ପରେ ସେ ତାର ବିଧବା ବହୁ ସହ ଏକ ଛୋଟ କୁଡ଼ିଆ ରେ ରହୁଛି ।ତେବେ ବହୁ ଜଣଙ୍କ ସେହି ବୃଦ୍ଧ ଙ୍କୁ ମାରି ଚାଲିଛନ୍ତି ।ବହୁ ର ମାଡ଼ ଖାଇ ବୃଦ୍ଧ ମହିଳା କାନ୍ଦିବାରେ ଲାଗିଛନ୍ତି କିନ୍ତୁ ତଥାପି ଏ ହୃଦୟ ହୀନ ବହୁ ତାକୁ ମାରିଚାଲିଛି।

ତେବେ କେହି ଜଣେ ବ୍ୟକ୍ତି ଏହି ସମ୍ପୂର୍ଣ୍ଣ ଘଟଣା ଟୀକୁ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲା ।ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଦେଖିବା ପରେ ସେଠାକାର ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଥିଲା ଓ ବୃଦ୍ଧ ମହିଳା ଙ୍କର ବୟାନ କୁ ରେକର୍ଡ କରିଥିଲେ ।ତେବେ ସେହି ୮୫ ବର୍ଷୀୟ ବୃଦ୍ଧ ମହିଳା କହିଛନ୍ତି ଯେ ଏହି ଘଟଣା ଉପରେ ତାଙ୍କ ବହୁ ର କିଛି ଦୋଷ ନାହିଁ କି ସେ ତା ଉପରେ କୌଣସି କେସ କରିବାକୁ ଚାହାନ୍ତି ନାହିଁ ।

କାରଣ ସେ କହିଛନ୍ତି ଯେ ତାଙ୍କର ମୁଣ୍ଡ ଠିକ ଭାବରେ କାମ କରେ ନାହିଁ ତେଣୁ ସେ କାହାକୁ କିଛି ନକହି କୁଆଡେ ପଳେଇ ଯାଆନ୍ତି ।ସେ ଦିନ ମଧ୍ୟ ସେମିତି କରୁଥିଲେ ଏବଂ ବହୁ ହାତରେ ଧରାପଡିଥିଲେ ।କିନ୍ତୁ କାରଣ ଯାହାବି ହେଉ ନା କାହିଁକି ଜଣେ ବୃଦ୍ଧ ବ୍ୟକ୍ତି ଙ୍କ ସହ ଏପରି ବ୍ୟବହାର କରିବା ଉଚିତ ନୁହେଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।